Latest Odisha News

BREAKING NEWS

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ହାତରେ ବଡ ପ୍ରମାଣ, ବର୍ଷିଲେ ମମତା

କୋଲକାତା: ଗୁରୁବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି ଯେ ସେ କେନ୍ଦ୍ରରେ କ୍ଷମତାସୀନ ହେବା ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମଧ୍ୟ ସେ କହୁଥିବା କଥାକୁ ଅନୁସରଣ କରିବେ। କୋଲକାତାରେ ଏକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ମମତା ଏପରି…

ଧାମନଗର: ମହିଳା ସଶକ୍ତିକରଣର ବାର୍ତ୍ତା ଦେବାକୁ ଯାଇ ‘ଆନୁଗତ୍ୟ’କୁ ବିଜେଡିରେ ଅଣଦେଖା?

ଭୁବନେଶ୍ୱର: ବୋଧହୁଏ ନିକଟ ଅତୀତରେ ବିଜେଡି ଏଭଳି ଏକ ଅଡୁଆରେ ପଡ଼ିନଥିଲା ଯେଉଁଠି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଜଣଙ୍କ ନାଁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଦଳରେ ଅସନ୍ତୋଷ ବୃଦ୍ଧି ପାଇଥିବ। ଆଉ ଦଳୀୟ ପ୍ରାର୍ଥୀକୁ ସୁପ୍ରିମୋଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ନିଜେ…

ଚୁକ୍ତି ଭିତ୍ତିକ ନିଯୁକ୍ତି ନିୟମ ଉଚ୍ଛେଦ ହେବ, ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାସକ ମଧ୍ୟରେ ଚୁକ୍ତିଭିତ୍ତିକ ବା ଠିକା ନିଯୁକ୍ତି ନିୟମ ଉଚ୍ଛେଦ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏଭଳି ପ୍ରତିଶ୍ରୁତି ଦେଇଥିବା ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ସଙ୍ଘ (ଓଜିସିଏ) ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଓଜିସିଏ…

ବ୍ଲଡ ବ୍ୟାଙ୍କରେ ନାହିଁ ଆବଶ୍ୟକ ରକ୍ତ, ହୋଇପାରୁନି ଅନେକ ଅସ୍ତ୍ରୋପଚାର

ଲଣ୍ଡନ: ବ୍ରିଟେନର ବ୍ଲଡ ବ୍ୟାଙ୍କରେ ରକ୍ତ ଭଣ୍ଡାରରେ ରକ୍ତ ସରି ସରି ଆସୁଛି । ଏହି କାରଣରୁ ଅନେକ ହସ୍ପିଟାଲରେ ଅପରେସନ୍ ହୋଇପାରୁନି। ବ୍ରିଟେନର ସ୍ୱାସ୍ଥ୍ୟ ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି। ଏଥିସହ ସତର୍କ କରାଇ ଦେଇଛନ୍ତି ଯେ ବ୍ରିଟେନର ବ୍ଲଡ ବ୍ୟାଙ୍କଗୁଡିକ ଆବଶ୍ୟକ ମହଜୁଦ…

ପଡ଼ିଆ ବାହାରେ ହେବ ‘ଫୁଟବଲ ଖେଳ’, ମୁହାଁମୁହିଁ ହେବେ ବିଜେପି-ବିଜେଡି!

ଭୁବନେଶ୍ବର: ଖେଳ ପଡିଆରେ ଯେଉଁ ଖେଳାଳି ଯେତେ ଗୋଲ୍ ଦେବେ ସେହି ଅନୁସାରେ ରାଜନୀତିର ପାରା ବଢିବ। ଆଉ ଯେଉଁ ଖେଳାଳି ଯେଉଁ ସରକାର ଦ୍ବାରା ନିଜର ଦକ୍ଷତା ବଢାଇଥିବ ସେହି ଦଳ ସେତେ ଶ୍ରେୟ ନେବାକୁ ପ୍ରୟାସ କରିବ। କଥାଟା ଟିକିଏ ଅଡୁଆ ଲାଗୁଥିବ ଆରମ୍ଭରୁ, ହେଲେ ଏହା ନିକଟ ଅତୀତରେ ହେବାକୁ…

ନାବାଳିକା ଗର୍ଭବତୀ ହେବା ଘଟଣା; ସେବାସଦନରେ ସମୀକ୍ଷା କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ ମନ୍ତ୍ରୀ ସୁରମା…

ଜି. ଉଦୟଗିରି: କନ୍ଧମାଳ ବେଲଘର ଅଞ୍ଚଳର ଜଣେ ନାବାଳିକା ଗର୍ଭବତୀ ଘଟଣାରେ ରବିବାର ଜି ଉଦୟଗିରୀ ସ୍ଥିତ ସୁଭଦ୍ରା ମହତାବ ସେବା ସଦନ ଆସିଥିଲେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ସ୍ମୃତି ରେଖା ପଟ୍ଟନାୟକଙ୍କ ବ୍ୟତୀତ ମହିଳା ମୋର୍ଚ୍ଚା ର କର୍ମକର୍ତ୍ତା ଓ ଜିଲ୍ଲା ସ୍ତରୀୟ ବିଜେପି ନେତୃବୃନ୍ଦ।…

‘ଭଲ ହୋଇଛି, ମୁସଲିମଙ୍କ ଜନସଂଖ୍ୟା କମୁଛି, ଆହୁରି କମିବା ଦରକାର’

ନୂଆଦିଲ୍ଲୀ: ହରିଆଣା ଗୃହମନ୍ତ୍ରୀ ଅନୀଲ ଭିଜ ରବିବାର ଏଆଇଏମଆଇଏମ ମୁଖ୍ୟ ତଥା ଲୋକସଭା ସାଂସଦ ଅସଦୁଦ୍ଦିନ ଓୱେସୀଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଏହା ଭଲ କଥା ଯେ ମୁସଲମାନଙ୍କ ସଂଖ୍ୟା କମିବାରେ ଲାଗିଛି । ଏହାକୁ ଆହୁରି କମ୍ କରିବା ଦରକାର।  ଭାରତରେ ମୁସଲମାନଙ୍କ ସଂଖ୍ୟା କମୁଛି…

ଆଜିଠୁ ବଢ଼ିବ ବର୍ଷାର ପରିମାଣ, ସତର୍କ କରାଇଲା ଆଇଏମଡି

ଭୁବନେଶ୍ୱର: ଆଜିଠାରୁ ବଢ଼ିବ ବର୍ଷାର ପରିମାଣ। ଓଡ଼ିଶାରେ ବିଶେଷ କରି ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁୟାୟୀ, ଆଜି ଓ ଆସନ୍ତାକାଲି ଦୁଇ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ…

ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ‘ବ୍ଲାକମେଲିଂ’ କରୁଥିବା ଯୁବତୀ ଅର୍ଚ୍ଚନା !

ଭୁବନେଶ୍ୱର: ନେତା, ପୁଲିସ ଏବଂ ପ୍ରଯୋଜକଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଭୁବନେଶ୍ବର ସତ୍ୟ ବିହାରର ଅଞ୍ଚଳର ମହିଳା ଅର୍ଚ୍ଚନା ନାୟକ। ନିକଟରେ ପ୍ରଯୋଜକ ଅକ୍ଷୟ ପରିଜା ଆଣିଥିବା ବ୍ଲାକମେଲିଂ ଅଭିଯୋଗରେ ସଂପୃକ୍ତ ଯୁବତୀଙ୍କ ଲିଙ୍କ୍ ରହିଥିବା ସୂଚନା ରହିଛି।…

ବିମାନ ବନ୍ଦରରୁ ୨୭ କୋଟିର ଘଡି ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ବିମାନ ବନ୍ଦରରେ କଷ୍ଟମ ବିଭାଗର ଅଧିକାରୀମାନେ ଜଣେ ଭାରତୀୟ ଯାତ୍ରୀଙ୍କ ଠାରୁ କିଛି ଘଣ୍ଟା ଜବତ କରିଛନ୍ତି। ୨୮.୧୭ କୋଟି ଟଙ୍କାର ସାମଗ୍ରୀ ଜବତ କରିଛି । ଜବତ ସାମଗ୍ରୀ ଭିତରେ ଏକ ଘଣ୍ଟା ରହିଛି। ଯାହାର ଦାମ କେବଳ ୨୭ କୋଟି ଟଙ୍କା ମୂଲ୍ୟର ରହିଛି। ଏହି ଘଡ଼ିର ଫଟୋ ଏବେ…