ସିବିଆଇ ବିରୋଧରେ ବୟାନ ଦେଇ ଫସିଗଲେ ସିସୋଦିଆ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଜେରାର ସମ୍ମୁଖୀନ ହେବା ବେଳେ ଦଳ ଛାଡିବାକୁ ଚାପ ପ୍ରୟୋଗ ହେଉଛି। ସୋମବାର ୯ ଘଣ୍ଟା ଜେରାର ସାମ୍ନା କରି ସିବିଆଇ ଅଫିସରୁ ବାହାରିଥିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଅନ୍ୟତମ ଶୀର୍ଷ ନେତା ମନୀଷ ସିସୋଦିଆ। ଏହାପରେ ସିବିଆଇ…