ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୧୦୧)
ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ତା’ପରେ କ'ଣ ଘଟିଲା, ସେ କଥା ସମ୍ପୂର୍ଣ୍ଣ ଅସ୍ପଷ୍ଟ । କିନ୍ତୁ ପରବର୍ତ୍ତୀ ସମୟରେ ଦେଖାଗଲା ଯେ ବୀରା, ଗୋଟିଏ ହୋଟେଲ ସାମ୍ନାରେ ଠିଆ ହୋଇଥିଲା, ସିଡ଼୍ ତା' ଡାହାଣ ପଟରେ, ଏବଂ ସିଡ଼୍ ଡାହାଣକୁ ରୋହାନ୍ । ସମସ୍ତେ…