Latest Odisha News

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୨)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ବୀରା! ସିଆଡ଼େ କୁଆଡ଼େ ଯାଉଛ?” ପଛପଟୁ ରୋହାନ୍‌ର ଡାକରେ ବୀରା ତା' ଯନ୍ତ୍ରଣା ସିକ୍ତ ସ୍ମୃତି ରୋମନ୍ଥନରୁ ଫେରିଆସି ପଛକୁ ଚାହିଁଲା । ନିଜ ଭାବନାରେ ହଜିଯାଇ, ତାଙ୍କ ଟାକ୍ସି ଛିଡ଼ା ହୋଇଯିବା ସ୍ଥାନରୁ ସେ ଆହୁରି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୧)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସାରାଜୀବନ ସେ ଯେତିକ ଲୁହ ଝରେଇଛି, ତା’ଠାରୁ ଅନେକ ଅଧିକ ଲୁହ ତା' ଆଖିରୁ ଝରିଚାଲିଛି ଏଇ ଦୁଇ ତିନି ସପ୍ତାହ ହେବ । “ଆରେ ଠିକ୍ ଅଛି । ବ୍ୟସ୍ତ ହୁଅନି । ସତ କହୁଛି, ମୁଁ କିଛି ଖରାପ ଭାବିନି । ତମ ଜାଗାରେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୦)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବୀରା ଜାଣିଥିଲା ଏହାର କାରଣ କ’ଣ! ସିଡ଼୍ ତା'ର ପୁରା ନାଁ “ସିଦ୍ଧାର୍ଥ”କୁ ଘୃଣା କରେ ଏବଂ ଏ ନାଁ ଧରି ଡାକୁଥିବା ଲୋକମାନଙ୍କୁ ବି । ଏହି “ସିଦ୍ଧାର୍ଥ” ଡାକଟା ଛଡ଼ା ଆଉ ପ୍ରାୟ କୌଣସି ଜିନିଷ ତାକୁ ଏତେ ବିରକ୍ତ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୭୯)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବୀରା ହସିବାକୁ ଚେଷ୍ଟା କଲା । ତା' ହସଟି ଜୋର ଜବରଦସ୍ତ ହସୁଥିବା ପରି ମଧ୍ୟ ଜଣାପଡ଼ୁଥିଲା । “ସୌଭାଗ୍ୟ ତ ମୋ'ର ସାର୍ । ଅନେକ କୃତଜ୍ଞ ଆପଣଙ୍କ ପାଖରେ । ମତେ ସାଙ୍ଗରେ ଦିଲ୍ଲୀ ନେଇଯିବା ପାଇଁ ଆପଣ ରାଜି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୭ )

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ପ୍ରାୟ ଅଧମିନିଟ୍‌ର ନୀରବତା ପରେ କଥା ଆରମ୍ଭ କଲାବେଳକୁ ତାଙ୍କ କଣ୍ଠସ୍ୱର ଥରୁଥାଏ । “ଏ ତ ଖୁବ୍ ଭୟଙ୍କର କଥା । ସେ ପିଲାମାନଙ୍କୁ ମୁଁ ଭଲଭାବରେ ଜାଣି ନ ଥିଲେ ବି, ମତେ ବହୁତ ଦୁଃଖ ଲାଗୁଛି । ମୁଁ ଏବେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୭୬)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଫୋନ୍ ଉଠାଇବାମାତ୍ରେ ହିଁ ରୋହାନ୍ ଜାଣିଗଲା ଯେ ଏ ଫୋନ୍ କଲ୍‌ଟି ତା' ମା’ଙ୍କର । କାନରେ ରିସିଭର୍ ଦେଇ ସେ ତାଙ୍କ କୋହଭରା କାନ୍ଦ ଶୁଣିପାରୁଥିଲା । ତା' ମା’, ମିସେସ୍ ସୁରେଖା ସୁମନ୍‌, ଜଣେ ଖୁବ୍ ଟାଣୁଆ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୫)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ୟା’ ପରେ କ'ଣ ହେଲା, ବୀରା କିଛି ବି ମନେ ପକେଇ ପାରେନା । କେବଳ ଏତିକି ସେ ଅନୁଭବ କରିଥିଲା ଯେ ତା' ଚାରିପାଖର ପୃଥିବୀ ହଠାତ୍ ଘୂରିବାକୁ ଆରମ୍ଭ କରିଥିଲା । ତା'ର ସମଗ୍ର ଦେହ ଅବଶ ହୋଇଯାଉଥିଲା, ସେ ଆଉ ଅଧିକ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୪)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ନିଜକୁ ସିଧା କରି ଠିଆ କରେଇବାକୁ ସେ ଡ୍ରେସିଂଗ୍ ଟେବୁଲ୍‌ର ଧାରକୁ ଜାବୁଡ଼ି ଧରିଲା । ଗୋଟେ ହାତରେ ଲଫାପା, ଆର ହାତଟି ଖୁବ୍ ଜୋର୍‌ରେ ଥରୁଥାଏ । ସେ ଗୋଟେ ଖଟ ଉପରେ ବସିପଡ଼ିଲା । କିଛି ବି ଭାବି ପାରୁ ନଥାଏ ।…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୩)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଦୀର୍ଘଶ୍ୱାସ ଛାଡ଼ି ବୀରା ତା\' ଘଚାାକୁ ଚାହିଁ ଦେଖିଲା । ୮.୫୫ ମିନିଟ୍ ହେଲାଣି । ପ୍ରାୟ ଚାଲିଶ ମିନିଟ୍ ହେବ ଡାଇନିଂ ହଲ୍‌ରେ ବସି ତିନିଥର ଧରି କଫି ପିଇ ସେ ସିଡ଼୍ ଓ ରୋହାନ୍‌ଙ୍କୁ ଅପେକ୍ଷା କରିଛି । ଏ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୨)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଏତେ ଲୋକଙ୍କ ଭିତରୁ କେବଳ ତା’ସହ ହିଁ କାହିଁକି ଏମିତି ଘଟିଲା? ଏ ଯନ୍ତ୍ରଣା ଠକି ହେଇଯାଇଥିବାର, ହାରିଯାଇଥିବାର ଏ ଅନୁଭବ ଏକଦମ ଅସହ୍ୟ ସତରେ । ନିଜର ପ୍ରିୟ ପରିଜନଙ୍କୁ ହରେଇଥିବା ଜଣେ ମଣିଷ ହିଁ ଏ ଯବଣାକୁ…