Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୯)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ମୁମ୍ବାଇ ପହଞ୍ଚିବା ପାଇଁ ରୟାଲ ୟୁରେକାକୁ ପ୍ରାୟ ସାଢ଼େ ତିନିମାସ ଲାଗିବ । ସେମାନେ ଛତ୍ରପତି ଶିବାଜୀ ଏୟାର୍‌ପୋର୍ଟରୁ ନୂଆଦିଲ୍ଲୀ ଇନ୍ଦିରାଗାନ୍ଧୀ ଏୟାରପୋର୍ଟ ପର୍ଯ୍ୟନ୍ତ ଫ୍ଲାଇଟ୍‌ରେ ଯାଇ ପାରିବେ ।…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୮)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ତା’ ପରଦିନ ସକାଳେ, ପିଲାମାନେ ଡାଇନିଂଗ୍ ରୁମ୍‌କୁ ଗଲାବେଳକୁ ଦେଖିଲେ, ରାଗ ତମତମ ହୋଇ ମାମା ଜଳଖିଆ ତିଆରି କରୁଛନ୍ତି । ପିଲାଙ୍କୁ ଦେଖିଲା ମାତ୍ରେ ସେ କହିଲେ, “ସମୀରା, ତୁ ଯାଇ ମେଲ୍‌ବକ୍ସ୍ ଦେଖ । ବୀରା,…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୭)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଦୁଇଭଉଣୀ ପରସ୍ପରକୁ ଚାହିଁ ହସାହସି ହେଲେ । ମାତ୍ର ତାଙ୍କର ଏ ଖୁସି ବେଶୀ ସମୟ ତିଷ୍ଠି ରହିଲାନି । ରାତିରେ ଡିନର ଖାଇବା ବେଳେ, ମିଃ. ମାହେଶ୍ୱରୀ ଶୁଣାଇଦେଲେ ଯେ ତାଙ୍କ ଅଫିସ୍‌ରୁ ଜଣାଇ ଦିଆଯାଇଛି ଯେ,…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୬)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଗୋଟେ କଥା କହିବି - ମୋ' ଜାଣିବାରେ ତୁ ସବୁଠାରୁ ଅବିଶ୍ୱାସୀ ପିଲା । ଆଉ ମୋ' ଦୁର୍ଭାଗ୍ୟ ମୁଁ ତୋ' ସହିତ ସମ୍ପର୍କିତ ଯିଏ ନିଜ ଭଉଣୀକୁ ସୁରକ୍ଷା ଦେବାକୁ ସାହସ ବି କରିପାରେନି ।” ବୀରା କହିଲା । “ଆରେ,…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୫)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ କଥା ଅଧାରୁ ମିସେସ୍ ମାହେଶ୍ୱରୀ ହସ୍ତକ୍ଷେପ କରି କହିଲେ, “ବହୁତ ହେଇଗଲା, ଏ ସବୁ ବୀରା! ତୋ'ର ସବୁ ବଦମାସୀଠାରୁ ଇୟେ ବଳିଗଲା । ଭଉଣୀ ନାଁରେ ମିଛ କହିବା ଓ ଲଞ୍ଚ ନଷ୍ଟ କରିବା ପାଇଁ ତୋ'ର ଦଣ୍ଡ ଆଜି ତୋ'ର…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୪)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ପାସ୍ତା ଆଉ ମାର୍‌ମାଲେଡ଼୍‌” କହି ଦୁଇଟି ପ୍ଲେଟ୍ ଟେବୁଲ ଉପରେ ରଖିଦେଲେ ମିସେସ୍‌ ମାହେଶ୍ୱରୀ । ବୀରା ପଚାରିଲା, “ବାବା?” ବାବାଙ୍କ ଅନୁପସ୍ଥିତିରେ ଏ ଦୁଇଭଉଣୀଙ୍କ ଯୋଜନା ସଫଳ ହୋଇପାରିବନି ।…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୩)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଓହୋ! ଆଚ୍ଛା ଏଥିରେ କିଛି ଅସୁବିଧା ନାହିଁ ଜମା । ଆମ ଅଫିସ୍ ଏସବୁର ଦାୟିତ୍ୱ ନେଇଯାଇଛି - ଭିସା, ଟିକେଟ୍‌, ଟ୍ରାନ୍‌ସଫର ଖର୍ଚ୍ଚ - ଏ ସବୁକିଛି ଆମ କମ୍ପାନୀ ବହନ କରୁଛି । ହେଲା ।” ଅନନ୍ତଙ୍କ ଏ କଥାରେ…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୨)

ମୂଳ ଇଂରାଜୀ : ଅନନ୍ତିନୀ 'ଝୁମ୍ପା' ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଏକଥା ମୁଁ ଜାଣେ ଅକ୍ଷରା, କିନ୍ତୁ କ'ଣ କରିବା? ଆମକୁ ଯିବାକୁ ହିଁ ପଡ଼ିବ । ମୋ' ହାତରେ କିଛି ନାହିଁ । ଆର୍କିଟେକ୍‌ଚର୍ । ଭାରତ ଦାୟିତ୍ୱରେ ଥିବା ଲୋକଟା ଅ୍ରତ୍ୟାଶିତ ଭାବରେ ଇସ୍ତଫା ଦେଇଦେବାରୁ, ତୁରନ୍ତ…

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୧)

ମୂଳ ଇଂରାଜୀ : ଅନନ୍ତିନୀ 'ଝୁମ୍ପା' ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ନ୍ୟୁୟର୍କର ମୁଖ୍ୟସ୍ଥାନ ମନହଟ୍ଟନରେ ଏକଦମ୍ ସାଧାରଣ ଦିନଟିଏ । ଏଗାର ଆଭେନ୍ୟୁ, ବୟାଳିଶ ଷ୍ଟ୍ରୀଟ୍ ରେ ଥିବା ଘରମାନଙ୍କରେ ନିସ୍ତବ୍‌ଧତା ରାଜୁତି କରୁଥିଲା ସତ କିନ୍ତୁ କାମଦାମ ଚାଲିଥିବାର ହାଲ୍‌କା କୋଳାହଳ ବି…

ଦର୍ପଣ-୯

ଦର୍ପଣ-୯ ଈପ୍‍ସିତା ଷଡ଼ଙ୍ଗୀ ଏ ଭିତରେ ଚାଲ ଆମେ ଶବ୍ଦ କୋଷଟେ ରଚିବା ଆମର, ସେଥିରେ ଥିବ ଅସଂଖ୍ୟ ସଂକେତ ସେ ଚିହ୍ନକୁ ବୁଝିବ ତୁମେ ବୁଝିବି ମୁଁ ହିଁ କେବଳ । କହ ଏବେ, କେଉଁ ପରି ଚିହ୍ନ କରିବା ଫୁଲ ପାଇଁ କି ଚିହ୍ନରେ ମନ, କି ଚିହ୍ନରେ ହୃଦୟ, ଦୁଃଖ, ସମୟ ଅଭିମାନ କି କି…