Latest Odisha News

BREAKING NEWS

ଇରାନୀ ଧର୍ମଗୁରୁଙ୍କ ବଡ଼ ଦାବି: ଧ୍ୱଂସାବଶେଷରୁ ଉଦ୍ଧାର ହେଲେ ମୋଜତବା ଖାମେନେଇ

ତେହେରାନ: ଇରାନ-ଆମେରିକା ଯୁଦ୍ଧ ଚାଲିଥିବା ସମୟରେ ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନେଇଙ୍କୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ତେହେରାନର ଏକ ହସପିଟାଲ ଉପରେ ହୋଇଥିବା ଭୟଙ୍କର ଆକ୍ରମଣ ପରେ ମୋଜତବା ଖାମେନେଇଙ୍କୁ ଧ୍ୱଂସାବଶେଷରୁ ଉଦ୍ଧାର କରାଯାଇଥିଲା ବୋଲି ଜଣେ ବରିଷ୍ଠ…

UNSC ସ୍ଥାୟୀ ସଦସ୍ୟପଦ: ଭାରତକୁ ରୁଷର ପୂର୍ଣ୍ଣ ସମର୍ଥନ

ଆମେରିକା: ଜାତିସଂଘ ନିରାପତ୍ତା ପରିଷଦର ସଂସ୍କାର ଓ ସମ୍ପ୍ରସାରଣକୁ ନେଇ ରୁଷିଆ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଜାତିସଂଘ ସାଧାରଣ ସଭାରେ ବକ୍ତବ୍ୟ ରଖି ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ୍ ଭାରତ ଓ ବ୍ରାଜିଲକୁ UNSCର ସ୍ଥାୟୀ ସଦସ୍ୟପଦ ମିଳିବା ନେଇ ଦୃଢ଼ ସମର୍ଥନ ଜଣାଇଛନ୍ତି।…

ମୋଦୀଙ୍କୁ ଭୂୟସୀ ପ୍ରଶଂସା କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ:ଭାରତ ନିଜର ରଣନୈତିକ ନୀତି ଯୋଗୁଁ ନିଜର ଇନ୍ଧନ ଯୋଗାଣକୁ…

ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନୀଜ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ଜୋରଦାର ପ୍ରଶଂସା କରିଛନ୍ତି। ଏସିଆ ସୋସାଇଟି ପଲିସି ଇନଷ୍ଟିଚ୍ୟୁଟର ଏକ ବିଶେଷ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ସେ କହିଛନ୍ତି ଯେ, ମାନବ ଇତିହାସର ଯେକୌଣସି ଦଶକ,…

୧୦୦ ପୋଲିସ ଓ ୫୦୦ ଅତିଥିଙ୍କ ଗହଣରେ କାମ୍ବୋଡିଆ ପ୍ରେମିକାଙ୍କୁ ବାହା ହେଲେ ହରିୟାଣାର ଗ୍ୟାଙ୍ଗଷ୍ଟର

ହରିୟାଣା: ହରିୟାଣାର ଝଜ୍ଜର ଜିଲ୍ଲାରେ ଏକ ଅସାଧାରଣ ବିବାହ ଉତ୍ସବ ଦେଖିବାକୁ ମିଳିଛି। ଆଜୀବନ କାରାଦଣ୍ଡ ଭୋଗୁଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ମେନପାଲ ଓରଫ୍ ଢିଲା, ନିଜର କାମ୍ବୋଡିଆନ୍ ପ୍ରେମିକା ମେଟା ଚାନ୍‌ଙ୍କୁ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି। ଏହି ନିରାଡ଼ମ୍ବର ତଥା କଡ଼ା…

ଟ୍ରମ୍ପଙ୍କ ‘ଧ୍ୱଂସ’ ଧମକର ବାଲାକ୍ରିଷ୍ଣା ଷ୍ଟାଇଲରେ ଜବାବ ଦେଲା ଇରାନ : ସୋସିଆଲ ମିଡିଆରେ ଭାଇରାଲ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକପୂର୍ଣ୍ଣ ବୟାନ ପରେ ଏବେ ଦୁଇ ଦେଶ ମଧ୍ୟରେ କୂଟନୈତିକ ତିକ୍ତତା ଏକ ଭିନ୍ନ ମୋଡ଼ ନେଇଛି। ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା ରେ ନିଜର ଅଭିଭାଷଣ ବେଳେ ଟ୍ରମ୍ପ ଇରାନକୁ ସମ୍ପୂର୍ଣ୍ଣ 'ଧ୍ୱଂସ' କରିଦେବାକୁ ଦେଇଥିବା ଧମକର କଡ଼ା ଏବଂ…

ବକ୍ତବ୍ୟ ରଖୁଥିଲେ ପ୍ରଧାନମନ୍ତ୍ରୀ ସଭାରୁ ଉଠିଗଲେ ୭୫ ଦେଶର କୂଟନୀତିଜ୍ଞ

ନ୍ୟୁୟର୍କ: ମିଳିତ ଜାତିସଂଘ ସାଧାରଣ ପରିଷଦର ବାର୍ଷିକ ଅଧିବେଶନରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଅଭିଭାଷଣ ସମୟରେ ପ୍ରବଳ ବିରୋଧ ଓ ହଙ୍ଗାମା ଦେଖିବାକୁ ମିଳିଛି। ନେତାନ୍ୟାହୁ ମଞ୍ଚକୁ ଆସିବା ମାତ୍ରେ ଅନେକ ଦେଶର ପ୍ରତିନିଧି ଓ କୂଟନୀତିଜ୍ଞ ସଭାଗୃହ ବର୍ଜନ କରି…

ଭାରତର ସାହାଯ୍ୟ ଅପେକ୍ଷାରେ ବାଂଲାଦେଶ ବ୍ୟବସାୟୀ: ଗହମ ପାଇଁ ଭାରତ ଉପରେ ନିର୍ଭର କରୁଛି ଢାକା

ଢାକା: ବାଂଲାଦେଶରେ ଚାଉଳ ଦର ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିବା ଏବଂ ଗହମ ଅଟାର ମୂଲ୍ୟ ପ୍ରାୟ ୧୭ ପ୍ରତିଶତ ବୃଦ୍ଧି ପାଇବା ଯୋଗୁଁ ସାଧାରଣ ନାଗରିକମାନେ ନିଜର ଦୈନନ୍ଦିନ ଖାଦ୍ୟାରେ ରୁଟିକୁ ଆପଣାଇବାକୁ ବାଧ୍ୟ ହେଉଛନ୍ତି। ଏହି କାରଣରୁ ଦେଶରେ ଗହମର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି…

ଟିମ୍ ଇଣ୍ଡିଆକୁ ପ୍ରଶଂସାରେ ପୋତିଲେ ପାକିସ୍ତାନ କ୍ରିକେଟ୍ ଟିମର ମୁଖ୍ୟ କୋଚ୍

କରାଚୀ: ଏସିଆନ୍ ଗେମ୍ସ ର ପୁରୁଷ କ୍ରିକେଟ୍ ମ୍ୟାଚ ପୂର୍ବରୁ ପାକିସ୍ତାନ ଦଳର ମୁଖ୍ୟ କୋଚ୍ ମାଇକ୍ ହେସନ୍ ଭାରତୀୟ କ୍ରିକେଟ୍ ଦଳର ଭୂୟସୀ ପ୍ରଶଂସା କରିଛନ୍ତି। ବିଶ୍ବ କ୍ରିକେଟ୍‌ରେ ଭାରତୀୟ ଦଳର ଦବ୍‌ଦବାକୁ ସ୍ବୀକାର କରି ପାକ କୋଚ୍ କହିଛନ୍ତି ଯେ, ସୀମିତ ଓଭର କ୍ରିକେଟ୍‌ରେ ବର୍ତ୍ତମାନ…

ବନ୍ଦେ ମାତରମ୍ କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ନିର୍ଦ୍ଦେଶ

ଦିଲ୍ଲୀ: ଧାର୍ମିକ କିମ୍ବା ବିବେକଗତ କାରଣରୁ ଜାତୀୟ ଗୀତ 'ବନ୍ଦେ ମାତରମ୍' ନ ଗାଉଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି ଦଣ୍ଡାତ୍ମକ କିମ୍ବା ଆପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟ କରିଛନ୍ତି। ପ୍ରସିଦ୍ଧ କର୍ଣ୍ଣାଟକ…

ପାକିସ୍ତାନର ମିତ୍ର ଦେଶ: ଭାରତରୁ କିଣିଲା ରେକର୍ଡ ପରିମାଣର ଡିଜେଲ୍

ମୁମ୍ବାଇ: ପାକିସ୍ତାନର ଘନିଷ୍ଠ ରଣନୈତିକ ସହଯୋଗୀ ଦେଶ ତୁର୍କୀ, ଅଗଷ୍ଟ ୨୦୨୬ରେ ଭାରତରୁ ରେକର୍ଡ ପରିମାଣର ଡିଜେଲ ଆମଦାନୀ କରିଛି। କମୋଡିଟି ଡାଟା ଫର୍ମ ‘କେପଲର’ ର ତଥ୍ୟ ଅନୁଯାୟୀ, ତୁର୍କୀ ଅଗଷ୍ଟ ମାସରେ ଭାରତରୁ ଦୈନିକ ୧ ଲକ୍ଷ ୨୦ ହଜାର ବ୍ୟାରେଲରୁ ଅଧିକ ଡିଜେଲ କିଣିଛି। ୨୦୧୭ ପରଠାରୁ…