ଭାରତକୁ ମିଳିଲା ‘ହର୍ମୂଜ’ର ବିକଳ୍ପ: ଜାଣନ୍ତୁ କୋଉ ଦେଶରେ ରହିଛି ଏହି ବନ୍ଦର?
ମୁମ୍ବାଇ: ପଶ୍ଚିମ ଏସିଆରେ ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ମଧ୍ୟରେ ଓମାନର ସୋହାର ବନ୍ଦର ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ବିକଳ୍ପ ଭାବେ ଉଭା ହୋଇଛି। ହର୍ମୂର୍ଜ ପ୍ରଣାଳୀ ଦେଇ ହେଉଥିବା ଜାହାଜ ଚଳାଚଳରେ ବାଧା ସୃଷ୍ଟି ହେବା ପରେ, ସୋହାର ବନ୍ଦରକୁ ଗଲ୍ଫ ଦେଶଗୁଡ଼ିକ ସହ ଭାରତର…