Latest Odisha News

ସତସଙ୍ଗରେ ଦଳାଚକଟା; ୨୭ରୁ ଅଧିକ ମୃତ

ହାଥରସ: ଉତ୍ତରପ୍ରଦେଶର ହାଥରସରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହାଥରସର ସିକନ୍ଦରାରାଉ ଥାନାର ଫୁଲରଇରେ ଆୟୋଜିତ ଭ‌ୋଳାବାବାଙ୍କ ସତସଙ୍ଗ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସତସଙ୍ଗ ସମୟରେ ଦଳାଚକଟା ହେବାରୁ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ଥିବା…

ରଥଯାତ୍ରା: ତୃଟିଶୂନ୍ୟ ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ

ପୁରୀ: ରଥଯାତ୍ରାକୁ ନଜରର‌େ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାର‌େ ପୁରୀ ଟାଉନ ହଲଠାରେ ଆଜି ଅନୁଷ୍ଠିତ ହ‌ୋଇଯାଇଛି ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ। ଏହି ଅବସରରେ ସେ ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତ ସେବାୟତଗଣ, ପ୍ରଶାସନ, ବିଭିନ୍ନ ସାମାଜିକ ସଂଗଠନ ଓ ସ୍ଥାନୀୟ…

ମଦ୍ୟପାନ ଓ ସିଗାରେଟ୍ ବିନା ଜୀବନରେ ମଜା ନାହିଁ: ଅଷ୍ଟ୍ରେଲିଆର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ

ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ବର୍ଣ୍ଣବୀ ଜୋଏସ୍ ମଦ୍ୟପାନ ଏବଂ ସିଗାରେଟକୁ ନେଇ ମନକଥା ବଖାଣିଛନ୍ତି। ସେ କହିଛନ୍ତି ଯେ ମଦ୍ୟପାନ ଏବଂ ସିଗାରେଟ୍ ଛାଡିବା ପରେ ଜୀବନ ପ୍ରତି ତାଙ୍କର ବିରକ୍ତିଭାବ ଆସିଯାଇଛି। ତେବେ ନିକଟର‌େ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା,…

ବନ୍ୟା ବିତ୍ପାତ; ବୁଡିଲା ଭଗବାନ ବିଷ୍ଣୁଙ୍କ ଅନନ୍ତ ଶୟନ ମୂର୍ତ୍ତି

ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ବନ୍ୟା ପରିସ୍ଥିତି ବିଗୁଡୁଥିବା ବେଳେ ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏପରିକି ଜଲପାଇଗୁଡ଼ି, କଲିମପୋଙ୍ଗରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଖାଲି ଏତିକି ନୁହେଁ ଆସାମ ଗୌହାଟୀରେ ଥିବା ଭଗବାନ ବିଷ୍ଣୁଙ୍କ ଅନନ୍ତ ଶୟନ…

କେନିଆରେ ହିଂସା, ଗଲାଣି ୩୯ ଜୀବନ

କେନିଆ: କେନିଆର‌େ ବଢୁଛି ହିଂସା। ସରକାରଙ୍କ ବି‌ରୋଧରେ ଜାରି ବିକ୍ଷ‌ୋଭରେ ଏଯାବତ୍ ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୬୦ରୁ ଅଧିକ ବ୍ୟକ୍ତି ଗୁରୁତର ଥିବା ଜଣାପଡିଛି। ଆହୁରି ମଧ୍ୟ ନିଖୋଜ ଲୋକଙ୍କ ସଂଖ୍ୟା ୩୨ର‌େ ପହଞ୍ଚି ଥିବା ବେଳେ ୬୨୭ ଜଣ ଗିରଫ ହୋଇଛନ୍ତି। ସୂଚନା ଅନୁସାର‌େ…

ପୁଣେରେ ବଢୁଛି ଜିକା ଭାଇରସ ସଂକ୍ରମଣ, ୨ ଗର୍ଭବତୀ ପଜିଟିଭ ଚିହ୍ନଟ

ପୁଣେ: ପୁଣେ ସହରରେ ଜିକା ଭାଇରସ ସଂକ୍ରମଣର ୬ ସଂକ୍ରମିତ ଚିହ୍ନଟ ହ‌ୋଇଥିବା ନେଇ ସୋମବାର ଦିନ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଜଣାପଡିଛି। ଏହି ରୋଗୀଙ୍କ ମଧ୍ୟରେ ଦୁଇଜଣ ଗର୍ଭବତୀ ମହିଳା ଅଛନ୍ତି। ଜିକା ଭାଇରସ ସଂକ୍ରମଣର ପ୍ରଥମ ମାମଲା ଏରାଣ୍ଡୱାନେରୁ ଚିହ୍ନଟ ହୋଇଥିଲା। ଏହି…

ନୂଆ ନ୍ୟାୟ ସଂହିତାରେ କ’ଣ ନୂଆ ?

ନୂଆଦିଲ୍ଲୀ: ସାରା ଦେଶରେ ଲାଗୁ ହୋଇଛି ନୂଆ ଭାରତୀୟ ନ୍ୟାୟ ସଂହିତା । ନୂଆ ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ପରେ ଓଡିଶାରେ ରୁଜୁ ହୋଇଛି ପ୍ରଥମ ଏତଲା । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଏକ ହତ୍ୟା ଅଭିଯୋଗରେ ନୂଆ ଆଇନ ଅନୁସାରେ ରୁଜୁ ହୋଇଛି ମାମଲା । ଚିନ୍ତାମଣିଶ୍ୱର ମନ୍ଦିର…

ମେଲବର୍ଣ୍ଣ-ଦିଲ୍ଲୀ ବିମାନରେ ଯୁବତୀଙ୍କ ମୃତ୍ୟୁ, ୪ ବ‌ର୍ଷ ପରେ ପରିବାରକୁ ଭେଟିଥାନ୍ତେ…

ନୂଆଦିଲ୍ଲୀ: ମେଲବର୍ଣ୍ଣରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବିମାନର‌େ ଯୁବତୀଙ୍କ ମୃତ୍ୟୁ। ବିମାନଟି ଅବତରଣ କରିବା ପୂର୍ବରୁ  ଜଣ‌େ ୨୪ ବର୍ଷୀୟ ଭାରତୀୟ ବଂଶ‌ୋଦ୍ଭବ ଯୁବତୀ ମନପ୍ରିତ କୗ‌େରଙ୍କର ମୃତ୍ୟୁ ହୋଇଥିଲା। ମନପ୍ରୀତ ପାଖାପାଖି ଚାରି ବର୍ଷ ପରେ ପ୍ରଥମ ଥର ପାଇଁ ଭାରତରେ ଥିବା ତାଙ୍କ…

ବିଆରଏସ ନେତ୍ରୀ କେ. କବିତାଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଅବକାର ଦୁର୍ନୀତି ମାମଲାର‌େ ଦିଲ୍ଲୀ ହାଇକୋର୍ଟ ବିଆରଏସ ନେତ୍ରୀ କେ. କବିତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଦ୍ୱାରା ହୋଇଥିବା ମାମଲାଗୁଡ଼ିକରେ ତାଙ୍କ ଜାମିନ ଆବେଦନକୁ ଖାରଜ…

ରାହୁଲଙ୍କ ପ୍ରଶ୍ନ; ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ କାହିଁକି ନତମସ୍ତକ ହେଲେ ବାଚସ୍ପତି?

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ପ୍ରଶ୍ନ ପଚାରିଲ‌େ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ। ଯାହାକୁ ନେଇ ର୍ଚଚ୍ଚା ଜୋର୍ ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ସମୟରେ କାହିଁକି ପ୍ରଣାମ କରିଥିଲେ ଓମ ବିର୍ଲା। ରାହୁଲ ଗାନ୍ଧୀ କହିଛନ୍ତି, "ଯେତେବେଳେ…