Latest Odisha News

BREAKING NEWS

ଆମେରିକାରେ ସ୍ଥିତି ଅସମ୍ଭାଳ; ଗୋଟିଏ ଦିନରେ ୧୭୩୮ ମୃତ

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ସଂକ୍ରମଣରେ ଗତ ୨୪ ଘଣ୍ଟାରେ ପ୍ରାୟ ୧ ହଜାର ୭୩୮ ଜଣଙ୍କ ମୃତ୍ୟୁ ଘଟିଛି। ଯାହା ଫଳରେ ଆମେରିକାରେ ସର୍ବମୋଟ ମୃତ୍ୟୁ ସଂଖ୍ୟା ୪୭ ହଜାରରେ…

ଯାଜପୁରର ୭ଟି ଗ୍ରାମ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ଯାଜପୁର: ଯାଜପୁରରେ ପାଞ୍ଚଟି କରୋନାଭାଇରସ ପଜିଟିଭ ମାମଲା ଚିହ୍ନଟ ହେବା ପରେ ଜିଲ୍ଲାର ୭ଟି ଗ୍ରାମ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହି ଗ୍ରାମ ପଞ୍ଚାୟତଗୁଡ଼ିକ ମଧ୍ୟରୁ ତିନିଟି ଯାଜପୁର ବ୍ଲକରେ, ତିନୋଟି ଦଶରଥପୁର ବ୍ଲକରେ ଏବଂ ଗୋଟିଏ କୋରେଇ ବ୍ଲକରେ ରହିଛି।…

କୋଭିଡ-୧୯ ଲକଡାଉନ; ଜୁନ୍ ୧୭ ଯାଏଁ ବନ୍ଦ ରହିବ ଏହି ୨ ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର: ସୀମିତ କର୍ମଚାରୀଙ୍କୁ ନେଇ ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ଓଡ଼ିଶା ସରକାର ଅନୁମତି ଦେବାର ଗୋଟିଏ ଦିନ ପରେ କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏବଂ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅଧିକାରୀମାନେ ଜୁନ୍ ୧୭ ପର୍ଯ୍ୟନ୍ତ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିବ ବୋଲି…

ଉଚ୍ଚଶିକ୍ଷା, ଆଞ୍ଚଳିକ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ମେ ୩ ଯାଏଁ ରହିବ ବନ୍ଦ

ଭୁବନେଶ୍ୱର: ଓଡିଶାର ଉଚ୍ଚଶିକ୍ଷା, ଆଞ୍ଚଳିକ ନିର୍ଦ୍ଦେଶକ କାର୍ଯ୍ୟାଳୟ ଆସନ୍ତା ମେ ୩ ଯାଏଁ ବନ୍ଦ କରିବାକୁ ସାଧାରଣ ପ୍ରଶାସନ ବିଭାଗ ମଙ୍ଗଳବାର ଦିନ ନିର୍ଦ୍ଦେଶ ଦେଇଛି। ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ବର ଏବଂ ଜୟପୁରରେ ଥିବା…

କରୋନା ଅପଡ଼େଟ୍‌: ଭାରତ, ଓଡ଼ିଶା ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସକାଳ ୧୦ଟାସୁଦ୍ଧା ୨୪, ୮୧, ୫୪୧ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୧,୭୦, ୪୩୯ରେ ପହଞ୍ଚିଛି । ସମୁଦାୟଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୬,୪୭,୭୪୪ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି ।…

୪ର୍ଥ ରାଷ୍ଟ୍ର ଭାବେ ଫ୍ରାନ୍ସରେ କରୋନା ମୃତ୍ୟୁ ସଂଖ୍ୟା ୨୦ ହଜାର ଛୁଇଁଲା

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାର ପ୍ରଭାବରେ ଏହି ଭାଇରସ ମୃତ୍ୟୁ ସଂଖ୍ୟା ଆମେରିକାରେ ସର୍ବାଧିକ ରହିଥିବା ବେଳେ ବିଶ୍ବର ୪ର୍ଥ ସ୍ଥାନରେ ଫ୍ରାନ୍ସ ରହିଛି। ଏନେଇ ଏଏନଆଇ ନ୍ୟୁଜ ସରବରାହ ସଂସ୍ଥା ରିପୋର୍ଟରୁ ଜଣାପଡିଛି।…

କରୋନା ମହାମାରୀ: ଗତ ୨୪ ଘଣ୍ଟାରେ ଆମେରିକାରେ ୧୪୦୦ ମୃତ

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୪୨୦୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୭ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ଟପିଲା, ୫୯୦ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ମଙ୍ଗଳବାର ଦିନ ୧୮,୬୦୧ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନା ସଂକ୍ରମଣର ପ୍ରାୟ ୧୪,୭୫୯ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି ୫୯୦ ଜଣ…

ଟମ୍ ଆଣ୍ଡ ଜେରୀ’ର ନିର୍ଦ୍ଦେଶକ ଜିନ୍ ଡାଇଚଙ୍କ ଦେହାନ୍ତ

ପାରାଗୁଏ : କାର୍ଟୁନ୍ ସିରିଏଲ୍ ‘ଟମ୍ ଆଣ୍ଡ ଜେରୀ’ର ନିର୍ଦ୍ଦେଶକ ଜିନ୍ ଡାଇଚଙ୍କ ୯୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କର  ପାରାଗୁଏ ସ୍ଥିତ ଆପାର୍ଟମେଣ୍ଟରୁ ମୃତ ଦେହ ଉଦ୍ଧାର କରାଯାଇଥିଲା । ଜିନ୍‌ଙ୍କ ପୁରା ନାମ ୟୁଜିନି ମେରିଲ ଜିନ୍ । ଉତ୍ତର ଆମେରିକାରେ ପାଇଲଟ୍ ଟ୍ରେନିଂ ଏବଂ…

ପ୍ରକୃତିର ଅପୂର୍ବ ସମାହାର; ସାତକୋଶିଆ ଗଣ୍ଡ

ଭୁବନେଶ୍ୱର: ମହାନଦୀର ନୀଳ ଜଳରାଶି ଓ ଘଞ୍ଚ ଜଙ୍ଗଲର ପ୍ରାକୃତିକ ସୌର୍ନ୍ଦ୍ୟକୁ ଉପଭୋଗ କରିବାକୁ କିଏବା ନଚାହେଁ । ପର୍ଯ୍ୟଟନ ମାନଚିତ୍ରରେ ଏଭଳି ଅନେକ ସ୍ଥାନ ରହିଥିଲେ ମଧ୍ୟ ଓଡିଶାର ନୟାଗଡ ଜିଲ୍ଲାରେ ଥିବା ସାତକୋଶିଆ ଗଣ୍ଡ ଅନ୍ୟତମ । ବ୍ୟସ୍ତ ବହୁଳ ଜୀବନରୁ ଟିକିଏ ଆଶ୍ୱସ୍ତୀ ପାଇବା…