Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦେବୀ (୯)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୯ ଶାନ୍ତ ଶିଶୁଟି ପରି ବାପା ଶୋଇଥିଲେ। ତାଙ୍କ ଦାଢ଼ରେ ବୋଉ। ମିନତି ଭାଉଜ କହୁଥିଲେ, ଅନେକ ଦିନ ହେଲା ବୋଉ ଶାନ୍ତିରେ ଶୋଇନାହିଁ। ସାରା ରାତି ବାପା ପ୍ରଳାପ କରନ୍ତି। ଘାଇଲା ବାଘର ବଳହୀନ ହେଣ୍ଟାଳ ପରି। ସାରା ରାତି ଜଗି…

ଧାରାବାହିକ ଉପନ୍ୟାସ : ଦେବୀ (୮)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୮ ନାରୀର ଜୀବନ ଏକ ଜୈବିକ ପରୀକ୍ଷାଗାର। ତା' ଦେହ ଓ ମନ ଏକଏକ ପରୀକ୍ଷଣ ସାମଗ୍ରୀ। ପ୍ରଥମେ ପ୍ରେମିକ ଆସି ସ୍ବପ୍ନ ଆଉ କଳ୍ପନା ମିଶେଇ ତିଆରି କରେ ଗୋଲାପୀ ସଂଭାବନା। ତାର ଆୟୁଷ ସ୍ୱଳ୍ପ ହେଲେ ହେଁ ସେଇଠୁ ନାରୀ ଶିଖେ ହସ ଆଉ ଲୁହର…

ଧାରାବାହିକ ଉପନ୍ୟାସ : ଦେବୀ (୭)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୭ ଯେଉଁ ରାସ୍ତାରେ ଦିନେ ଫୁଟିଥିଲା ଫୁଲ, ସେଇ ରାସ୍ତା ବି ଦିନେ କହିଥିଲା , ଅନ୍ୟ ରାସ୍ତା ଦେଖ ଦେବ ! ସାରା ଜୀବନ ଅନ୍ୟ ରାସ୍ତା ଖୋଜି ଖୋଜି ନୟାନ୍ତ ହୋଇ ବି ଦେବ ସଠିକ ରାସ୍ତା ପାଇଲା ନାହିଁ। ଜୀବନ ତା' ବାଟରେ ଗଲା। ଦୁଃଖ -…

ଧାରାବାହିକ ଉପନ୍ୟାସ : ଦେବୀ (୬)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୬ ପୌଷ ମାସର ଶୀତ ରାତି ମୁନିଆ କଣ୍ଟା ପରି ତୀକ୍ଷ୍ଣ। ଯଦି କୁହୁଡି ପଡ଼ିଥାଏ ତେବେ ସେ ରାତି ଲାଗେ ବ୍ୟାଧର ଶିକାର ଫାଶ।ରାତି ଦଶଟା ପାଖାପାଖି ଖାଇସାରି ଦେବ ଘରୁ ବାହାରି ଦାଣ୍ଡ ଉପରେ ଠିଆ ହେଲା।ସାରା ଗାଆଁ ଏକ ଅଭୂତପୂର୍ବ…