Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦେବୀ (୫୦)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୫୦ ଆଠ ଦିନ ପରେ ଦେବ ଭାଇ ଗାଆଁ କୁ ଫେରି ସେ ଟେଷ୍ଟ ପରୀକ୍ଷାରେ ଭଲ କରିଛି ଜାଣି ଖୁବ୍ ଖୁସି ହେଲେ। ସେ ଏତେ ଖୁସି ହେବା କେବେ ଦେଖିନଥିଲା ଦେବୀ। ସେ ଆହୁରି ଆଶ୍ଚର୍ଯ୍ୟ ହେଲା ଯେତେବେଳେ ଦେବ ଭାଇ କହିଲେ - ତୁ ଯଦି ଏମିତି ମାର୍କ…

ଧାରାବାହିକ ଉପନ୍ୟାସ : ଦେବୀ (୪୯)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୯ ଆଠ ଦିନ ପରେ ଦେବ ଭାଇ ଫେରିଲେ। ସେଇ ଆଠ ଦିନର ପ୍ରତିଟି ପଲକ ଦେବୀ ଜୀବନରେ ଏକ ପ୍ରକାର ତପସ୍ୟାର ମୁହୂର୍ତ୍ତ। ଏକାଗ୍ର ଚିତ୍ତରେ ସେ ନିଜକୁ ହଜେଇଦେଇଥିଲା ପାଠ ପଢାରେ। ଦେବ ଭାଇ ନଥିଲେ ବି ତାକୁ ଲାଗୁଥିଲା ଯେମିତି କେହିଜଣେ…

ଧାରାବାହିକ ଉପନ୍ୟାସ : ଦେବୀ (୪୮)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୮ ଦେବୀର ନିରବତା ଆସ୍ତେ ଆସ୍ତେ ସଚଳ ହେଲା। ସେ ଖୁବ୍ ଧିରେ ଦେବକୁ କହିଲା ହଁ ହଁ ପ୍ରେମରେ ଅଛି। ତା ପରେ ଫିକ୍ କରି ହସିଦେଲା। ଦେବ ଭିତରେ ଏକ ବିଚିତ୍ର ଅନୁଭବ ତାକୁ ଜୀବନର ଏକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ହୋଇ ରହିବାରେ।…

ଧାରାବାହିକ ଉପନ୍ୟାସ : ଦେବୀ (୪୭)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୭ ଆଉ କେଇ ମୁହୂର୍ତ୍ତ ପରେ ସକାଳ ହେବ।ଆଲୋକର ମହୋତ୍ସବରେ ପୁରିଉଠିବ ପୃଥିବୀ । ହେଲେ ଦେବୀ ପାଇଁ ସକାଳ ମନା। ଆଲୁଅ ମନା। ମନା ଫୁଟନ୍ତା ଫୁଲକୁ ଛୁଇଁବା। ପ୍ରଜାପତି ଦେହରୁ ରଙ୍ଗ ଆଣିବା ବି ମନା। ସକାଳ ହେବାର ପ୍ରକ୍ରିୟା…

ଧାରାବାହିକ ଉପନ୍ୟାସ : ଦେବୀ (୪୬)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୬ ବଡ଼ ନଈରେ ପାଣି ପରି ବହିବାରେ ଲାଗୁଥିଲା ସମୟ। ଦେବ ଭାଇ ସବୁଦିନ ଆସୁଥିଲେ ସାଙ୍ଗରେ କିଛି ଫୁଲ ଆଉ ପବିତ୍ରତା ଆଣି।ସବୁଦିନ ସଂଜବେଳକୁ ବି ଦେବୀ ମନେମନେ ପ୍ରତୀକ୍ଷା କରୁଥିଲା କେହିଜଣେ ଆପଣାର ଲୋକକୁ । ଟିକେ ବିଳମ୍ବ ହେଲେ ତା…

ଧାରାବାହିକ ଉପନ୍ୟାସ : ଦେବୀ (୪୫)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୫ ସେ ରାତି କଥା କେବେ ଭୁଲିପାରିବନି ଦେବୀ। ଜୀବନରେ ପ୍ରଥମ କରି ଏକ ମଧୁର ମୁହୂର୍ତ୍ତ ଅନୁଭବ ହେଲା। ସେ ଅନୁଭବର ଆଦ୍ୟ ନାହିଁ ପ୍ରାନ୍ତ ନାହିଁ। ନାହିଁ ହରେଇ ଦେବାର ଭୟ କି ପାଇବାର ସୁଖ। ତା' କୋମଳ ମନର ପ୍ରତିଟି କୋଠରୀ ଭରିଗଲା…

ଧାରାବାହିକ ଉପନ୍ୟାସ : ଦେବୀ (୪୪)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୪ ସେଦିନ ବୋଧେ ବର୍ଷା ଅପେକ୍ଷା କରିଥିଲା ଦେବୀର ନିରବତାକୁ। ଦେବ ଭାଇଙ୍କ ଦିତୀୟ ଥର ପ୍ରଶ୍ନ ତା କୁଆଁରୀ ହୃଦୟ ଭିତରେ ସୃଷ୍ଟି କରିଥିଲା ଏକ ଅପୂର୍ବ ଆଲୋଡନ । ଦେବୀକୁ ଲାଗିଲା ଯେମିତି ଆମୂଳଚୁଳ ପରିବର୍ତ୍ତନ ହେଉଛି ତା ଚେତନାର।…

ଧାରାବାହିକ ଉପନ୍ୟାସ : ଦେବୀ (୪୩)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୩ ସେଦିନ ବାପାଙ୍କଠାରୁ ଆସ୍ତିପଦ ଶୁଣି ବୋଉ ଦିନେ ଏକ ବର୍ଷଣ ମୁଖର ସନ୍ଧ୍ୟାରେ ବିନୟ ଭାଇ ହାତରେ ଦେବ ଭାଇଙ୍କୁ ଡକେଇ ପଠେଇଥିଲା। ବିନୟ ଭାଇ ତାଙ୍କୁ ଘରେ ଛାଡ଼ିଦେଇ ଚାଲିଗଲେ ଚେସ୍ ଖେଳିବାକୁ। ଠିକ୍ ଏତିକିବେଳେ ହିଁ ବର୍ଷା…

ଧାରାବାହିକ ଉପନ୍ୟାସ : ଦେବୀ (୪୨)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୨ ଦେବୀର ଗଣିତ ଭଲ ହୁଏନା। ହୁଏନା ବୋଇଲେ ସେ ଏ ଏକ ଦୁଇ ମିଶାଣ ହରଣ ଭିତରେ ସେ କେବେ ପଶି ପାରେନା। ଯଦି ବା ପଶେ ଆଉ ବାହାରିବା ପାଇଁ ଶକ୍ତି ନଥାଏ ତାର। ସେ ଗଣିତକୁ ଡରେ। ଏଇ ଗଣିତ ପାଇଁ ହିଁ ଦେବଭାଇ ତା ଜୀବନକୁ ଆସିଲେ।…

ଧାରାବାହିକ ଉପନ୍ୟାସ : ଦେବୀ (୪୧)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୧ ଦେବୀର ଜୀବନ ଏକ ଡେଣାହୀନ ଅଦ୍ଭୁତ ଉଡାଣ। କେବେ ଏଇ ଉଡାଣ ପଥରେ ଆସି ପହଞ୍ଚିଛି ସବୁଜଶ୍ରୀ ଗିରିପ୍ରାନ୍ତର ତ ଆଉକେବେ ନିର୍ମମ ଡହଡହ ଶ୍ରୀହୀନ ମରୁଭୂମି। କେବେ ଶିଳା-ଶିଖରର ଶୀତଳତା ତ ଆଉ କେବେ ବିଷୁବ ରେଖା ତଳ ମୃତ ମାଳଭୂମି।…