ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୬)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଚନ୍ଦ୍ରଭାନୁଙ୍କ ଫେରିବା ପଥକୁ ଚାହିଁଚାହିଁ ଆଉ କିଛି ଦିନ ଚାଲିଗଲା । ଦିନେ ତାଙ୍କଠାରୁ ଖଣ୍ଡିଏ ଲଫାପା ପାଇଲି । ମନରେ ଯେତେ ଆନନ୍ଦ ନେଇ ଚିଠି ଖଣ୍ଡିକ ପଢ଼ିବାପାଇଁ ଖୋଲିଲି, ପଢ଼ିବାବେଳେ କାମଳରୋଗୀ ଭଳି ମୋର ମୁହଁ…