ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୧)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ନାମ ଶ୍ରବଣରେ ହୃଦୟ ଭିତରେ ଅଙ୍କୁରି ଉଠିଥିବା ପ୍ରଥମ ପ୍ରେମର କୃଷ୍ଣଚୂଡ଼ା ତା’ ମୁହଁସାରା ଅବିରର ରଙ୍ଗ ଯେମିତିକି ବୋଳି ଦେଇଗଲା । ମନେପଡ଼ିଗଲା ତା’ର, ଅନର୍ସ କ୍ଲାସରେ ସାର୍ ପଢ଼ାଉଥିଲେ ପୂର୍ବରାଗର କଥା... ।…