ଧର୍ମାନ୍ତରୀକରଣ ଆଇନକୁ ବିରୋଧ କରି ହୋଇଥିବା ଆବେଦର ଶୁଣାଣି ଫେବ୍ରୁଆରୀ ୩କୁ ଘୁଞ୍ଚିଲା
ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟର ଧର୍ମାନ୍ତରୀକରଣ ଆଇନକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଫେବ୍ରୁଆରୀ ୩କୁ ଘୁଞ୍ଚାଇଲେ କୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ ଆଜି ମାମଲାରେ ମତ ରଖିଥିଲେ। ଧର୍ମାନ୍ତରୀକରଣ ଆଇନକୁ…