ଗତ ୨୪ ଘଣ୍ଟାରେ ତୃତୀୟ ଭୂମିକମ୍ପ; ଏଥର ୬.୦ ତୀବ୍ରତାରେ ପୁଣି ଥରିଲା ତୁର୍କୀ; ଗଲାଣି ୧୮୦୦ରୁ ଅଧିକ ଜୀବନ
ଇସ୍ତାନବୁଲ: ତୁର୍କିରେ ବିପଦ ଟଳିବାର ନାଁ ନେଉ ନାହିଁ। ଗୋଟିଏ ପରେ ଗୋଟିଏ ଭୂମିକମ୍ପ ପୂରା ଦେଶକୁ ଥରାଇ ସାରିଲାଣି। ଗତ ୨୪ ଘଣ୍ଟାରେ ତୁର୍କିରେ ଦୁଇଟି ବଡ଼ ବଡ଼ ଶକ୍ତିଶାଳୀ ଭୂମିକମ୍ପ ହୋଇଥିବା ବେଳେ ଏବେ ପୁଣି ତୃତୀୟ ଭୂମିକମ୍ପ ହୋଇଛି। ଯଦିଓ ତୃତୀୟ ଭୂମିକମ୍ପ ପୂର୍ବ ଦୁଇଟି ତୁଳନାରେ ସେତେ…