Latest Odisha News

BREAKING NEWS

ଜିତିବେ ମୋଦି, ହେଲେ ଜିତିବନି ବିଜେପି ଓ ଏନଡିଏ: ସଞ୍ଜୟ ରାଉତ

ମୁମ୍ବାଇ: ମୋଦିଙ୍କୁ ଟାର୍ଗେଟ କଲେ ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ। କହିଲେ ମୋଦି ଗୋଟିଏ ନୁହେଁ ଦୁଇଟି ଆସନରୁ ଛିଡ଼ା ହେବେ, ଜିତିବେ ମଧ୍ଯ। କିନ୍ତୁ ଦଳ ଜିତିବ ନାହିଁ। ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା…

୪୦ ଘଣ୍ଟା ପରେ ରାଞ୍ଚି ଫେରିଲେ ହେମନ୍ତ ସୋରେନ, କହିଲେ ବଜେଟ ପାଇଁ ବ୍ୟସ୍ତ ଅଛି

ରାଞ୍ଚି: ଦୀର୍ଘ ୪୦ ଘଣ୍ଟା ପରେ ରାଜଧାନୀକୁ ଫେରିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ତାଙ୍କୁ ଖୋଜିବାରେ ବ୍ୟସ୍ତ ଥିବା କେନ୍ଦ୍ରୀୟ ସଂସ୍ଥା ଇଡିକୁ ଚକମା ଦେଇ ସେ ଫେରାର ହୋଇଯାଇଥିବା କୁହାଯାଉଥିବା ବେଳେ ଏବେ ରାଞ୍ଚି ଫେରିଛନ୍ତି ହେମନ୍ତ। ହଠାତ୍ ସେ ଦିଲ୍ଲୀରୁ ଗାୟବ ହୋଇଯାଇଥିଲେ…

ଜ୍ଞାନବ୍ୟାପି ମାମଲା: ସୁପ୍ରିମକୋର୍ଟ ପହଞ୍ଚିଲା ହିନ୍ଦୁ ପକ୍ଷ, ସିଲ ଅଞ୍ଚଳରେ ଏଏସଆଇ ସର୍ଭେ ଦାବି 

ନୂଆଦିଲ୍ଲୀ: ଜ୍ଞାନବ୍ୟାପି ମାମଲାରେ ସୁପ୍ରିମକୋର୍ଟ ପହଞ୍ଚିଲା ହିନ୍ଦୁ ପକ୍ଷ। ସର୍ବୋଚ୍ଚ ନ୍ୟାୟାଳୟରେ କରାଯାଇଛି ଆବେଦନ। ଲୋକକଥା ଅନୁସାରେ ପୂର୍ବରୁ ସିଲ୍ କରାଯାଇଥିବା ଅଞ୍ଚଳରେ ଶିବଲିଙ୍ଗ ଥିବା ଦାବି କରାଯାଉଥିଲା। ଯାହାର ସର୍ଭେ ପାଇଁ ଏଏସଆଇ ବା ପ୍ରତ୍ନତାତ୍ତ୍ୱିକ ବିଭାଗର…

ପରୀକ୍ଷା ପେ ଚର୍ଚ୍ଚାରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନର ଦ୍ୱନ୍ଦ୍ୱ ଦୂର କଲେ ପ୍ରଧାନମନ୍ତ୍ରୀ; କହିଲେ ଲକ୍ଷ୍ୟ ରଖ,…

ନୂଆଦିଲ୍ଲୀ: ପରୀକ୍ଷା ସମୟ ଆସିଲେ ପିଲାମାନଙ୍କ ଉପରେ ଭଲ ଫଳ ପାଇଁ ଏକ ପ୍ରକାରର ଚାପ ପଡ଼ିଥାଏ। ଯାହାକୁ ଦୂର କରିବା ତଥା ମାନସିକ ଚାପକୁ କମ୍ କରିବା ଉଦ୍ଦେଶ୍ୟରେ ପ୍ରଧାମନ୍ତ୍ରୀଙ୍କର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯେଉଁଠି ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀ ଏବଂ…

ଛତିଶଗଡ: ବିଧାନସଭା ଫର୍ମୁଲା ଲୋକସଭାରେ ଆପଣାଇବ ବିଜେପି 

ରାୟପୁର: ଲୋକସଭା ନିର୍ବାଚନ ଦିନ ଯେତେ ପାଖେଇ ଆସୁଛି ସମସ୍ତ ରାଜନୈତିକ ଦଳ ଗୁଡିକ ମଧ୍ୟ୍ୟ ତାଙ୍କର ନିର୍ବାଚନ ବୈତରଣୀ ପାର୍ କିପରି କରିବେ ସେ ନେଇ କଷୁଛନ୍ତି ଅଙ୍କ। ଛତିଶଗଡରେ ଲୋକସଭା ନିର୍ବାଚନ ପାଇଁ ବିଧାନସଭା ନିର୍ବାଚନ ରଣନୀତି ଆପଣାଇବ ଭାରତୀୟ ଜନତା ପାର୍ଟି। ଲୋକସଭା ନିର୍ବାଚନ ପାଇଁ…

ନିଜେ ନୀତୀଶ କୁମାର ଚର୍ଚ୍ଚାରେ କିନ୍ତୁ ପରିବାର ସଦସ୍ୟ ପରଦା ଆଢୁଆଳରେ

ପାଟନା: ବିହାର ସମେତ ସାରା ଦେଶରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜଣେ ଚର୍ଚ୍ଚିତ ବ୍ୟକ୍ତି। କିନ୍ତୁ ତାଙ୍କ ପରିବାର ସଦସ୍ୟ ଚର୍ଚ୍ଚାରୁ ବହୁ ଦୂରରେ। ନୀତୀଶ କୁମାରଙ୍କ ଏକମାତ୍ର ପୁଅ ନିଶାନ୍ତ କୁମାର ମଧ୍ୟ ଏହି ଖବରରେ କ୍ୱଚିତ୍ ଅଛନ୍ତି। ଏହା ବ୍ୟତୀତ ନୀତୀଶଙ୍କ ଭାଇ, ଭଉଣୀ ଏବଂ ପତ୍ନୀ…

ନୀତୀଶ କୁମାର: ‘ସୁଶାସନ ବାବୁ’ରୁ ‘ପଲଟୁରାମ’, ଜାଣନ୍ତୁ କେତେଥର କଲେଣି ପଟ ପରିବର୍ତନ

ପାଟନା: ଦିନ ଥିଲା ଯେତବେଳେ ଉତ୍ତମ ଶାସନ ପାଇଁ କମାଇଥିଲେ ନାଁ। ଘରେ ଘରେ 'ସୁଶାସନ ବାବୁ' ଭାବେ କରାଯାଉଥିଲା ବିବେଚନା। କିନ୍ତୁ ଏବେ ବାରମ୍ବାର ପଟ୍ଟ ପରିବର୍ତ୍ତନ ପାଇଁ ପଲଟୁରାମ ନାମରେ ଜାଣୁଛନ୍ତି ଦେଶବାସୀ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ଦଳ ଡିଆଁ ରାଜନୀତିର ପୁରୁଣା ପୃଷ୍ଠା…

ବିହାର ରାଜନୀତି: ଯେଉଁଦିନ ଇସ୍ତଫା ସେହିଦିନ ଶପଥ ଗ୍ରହଣ

ପାଟନା: ବିହାର ରାଜନୀତି କେଉଁ ମୋଡ଼ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ନୀତୀଶ କୁମାର ରବିବାର ଦିନ ୧୦ଟା ବେଳେ ନିଜର ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି କୁହାଯାଉଛି। ଆଉ ଅପରାହ୍ନ ୪ଟା ସମୟରେ ଏନଡିଏ ତରଫରୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। କେବଳ ନୀତୀଶ ବୋଳି ପକାଉଥିଲା…

ତୁଟିବ ମମତା-କଂଗ୍ରେସ ବିବାଦ! ସେତୁ ସାଜିବେ ଅଖିଳେଶ ?

ନୂଆଦିଲ୍ଲୀ: ତୁଟିବ ବିବାଦ, ପୁଣି ଯୋଡ଼ି ହେବ ସମ୍ପର୍କ! ଟିଏମସି ନେତ୍ରୀ ମମତା ବାନର୍ଜୀ ଓ କଂଗ୍ରେସ ମଧ୍ୟରେ ଚାଲିଥିବା ତିକ୍ତତାରେ ପଡ଼ିବ ପୂର୍ଣ୍ଣଛେଦ। ମିଳିଥିବା ସୂଚନାନୁସାରେ, ଖୁବଶୀଘ୍ର ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସହ କଂଗ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ…

ଅଖିଳେଶଙ୍କ ଆସନ ବୁଝାମଣା ପ୍ରତିଶ୍ରୁତିରେ ଜୟରାମ ରମେଶ ଉଠାଇଲେ ପ୍ରଶ୍ନ, କହିଲେ ଆମେ କରିନୁ କୌଣସି ଘୋଷଣା 

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଲୋକସଭା ଆସନ ପାଇଁ ସମାଜବାଦୀ ପାର୍ଟି ଓ କଂଗ୍ରେସ କିଏ କେତେ ଆସନରେ ଲଢ଼ିବେ ସ୍ଥିର କରି ସାରିଲେଣି ଅଖିଳେଶ ଯାଦବ। ୧୧ଟି ଆସନ କଂଗ୍ରେସକୁ ଦେବେ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କିନ୍ତୁ କଂଗ୍ରେସ ଦଳର ଜାତୀୟ ସାଧାରଣ ସମ୍ପାଦକ (ଯୋଗାଯୋଗ)…