ବାହାରେ ବର୍ଷା
ବାହାରେ ବର୍ଷା
ନୀଳିମା ନିବେଦିତା
ଚାଖଣ୍ଡେ ଦୂରତା...
ସଫା ଦିଶୁଥିଲା
ଯୋଜନେ କ୍ଷୋଭ ।
କୋହଲା ପବନ...
ଶିହରୁଥିଲା
ତମାମ ଅବୟବ ।
ଝିପିଝିପି ବର୍ଷା
ରାଜରାସ୍ତାର ନିରବତା ଚିରି
ବେଦମ ନାଚୁଥିଲା,
ରହି ରହି ଶୁଭୁଥିଲା
ଟୁପଟାପ୍ ଟୁପଟାପ୍ ଶବ୍ଦ ।
ଛାତି ତଳ କୋହରୁ ଏଣେ…