ଟି୨୦ ବିଶ୍ୱକପ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଆରମ୍ଭ କରିବ ସୁପର ଏଇଟ ଅଭିଯାନ
ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପରେ ଭାରତ ସୁପର ଏଇଟରେ ପ୍ରବେଶ କରିଛି । ଭାରତ ଗ୍ରୁପ ୧ରେ ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ ହୋଇଛି । ସୁପର ଏଇଟରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଲିଗ ପର୍ୟ୍ୟାୟର ଶେଷ ମୁକାବିଲାରେ ନେଦରଲାଣ୍ଡସକୁ ଭେଟିବ ଭାରତ ।…