ଶ୍ରୀଲଙ୍କାରେ ଦି-ଦେବ ଶୋ: ସାଇ ସୁଦର୍ଶନଙ୍କ ପାଇଁ ଟିମ୍ ଇଣ୍ଡିଆକୁ ଫେରିବା ହୋଇ ପାରେ କଷ୍ଟ କର !
କଲମ୍ବୋ: ଭାରତୀୟ ଟେଷ୍ଟ କ୍ରିକେଟ ଦଳରେ ନିଜ ସ୍ଥାନ ବଜାୟ ରଖିବା ପାଇଁ ପ୍ରତିଯୋଗିତା ଏବେ ବେଶ୍ ତୀବ୍ର ହୋଇଛି। ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜ୍ରେ ଭାରତୀୟ ବାମହାତୀ ବ୍ୟାଟର ଦେବଦତ୍ତ ପାଡିକ୍କଲଙ୍କ ଚମତ୍କାର ପ୍ରଦର୍ଶନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ତିନି ନମ୍ବର…