Latest Odisha News

BREAKING NEWS

Bangladesh PM’s India Visit: ଭାରତ ଆସିବାକୁ ମନା କରିଦେଲେ ତାରିକ୍! ରହିଛି ପାକିସ୍ତାନ କନେକ୍ସନ୍?

ନୂଆଦିଲ୍ଲୀ: କାହା ବଳରେ ବଳିୟାନ୍ ହୋଇ ଭାରତ ଉପରେ ଚାପ ପକାଇବାକୁ ଚାହୁଁଛି ବାଂଲାଦେଶ? ପଛରେ ଅଛି ଚୀନ-ପାକିସ୍ତାନ ହାତ? ଭାରତ ସହିତ ଶତ୍ରୁତା ମହଙ୍ଗା ପଡିପାରେ? ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ପ୍ରସ୍ତାବିତ ଭାରତ ଗସ୍ତ ବାତିଲ ହେବା ପରେ ଦୁଇ ଦେଶର ସମ୍ପର୍କକୁ…

ବଢୁଛି ଟକ୍ସିକ କ୍ରେଜ; ଆଡଭାନ୍ସ ବୁକିଂରେ ୪୦ କୋଟି ପାର

ନୂଆଦିଲ୍ଲୀ: ୟଶଙ୍କ ଫିଲ୍ମ ଟକ୍ସିକ (ଟକ୍ସିକ: ଏ ଫେଇରୀ ଟେଲ୍ ଫର୍ ଗ୍ରୋନ୍-ଅପ୍ସ) ପାଇଁ ଆଗୁଆ ବୁକିଂ ଅଗଷ୍ଟ ୨୧ ତାରିଖରେ ଆରମ୍ଭ ହୋଇଥିଲା। ଫିଲ୍ମଟି ଅଗଷ୍ଟ ୨୬ ତାରିଖରେ ଥିଏଟରରେ ମୁକ୍ତିଲାଭ କରିବ। ତେବେ ଆଗୁଆ ବୁକିଂରେ ଫିଲ୍ମଟି ଦମଦାର କଲେକ୍ସନ କରିଛି। ଗୀତୁ ମୋହନଦାସଙ୍କ…

ସରକାରୀ ଚାକିରି ନାଁରେ ୧.୫୦ କୋଟି ଟଙ୍କା ଠକେଇ, ୫ ଗିରଫ

ବ୍ରହ୍ମପୁର: ସରକାରୀ ବିଭାଗରେ ଚାକିରି ପ୍ରତିଶ୍ରୁତି ଦେଇ ପ୍ରାୟ ଦେଢ଼ କୋଟି ଟଙ୍କା ଠକେଇ ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ଜଣେ ଦମ୍ପତିଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ଗୋପାଳପୁରର ଜଗଦୀଶ ବେହେରା ଏବଂ ତାଙ୍କ ସ୍ତ୍ରୀ ବନିତା ବେହେରା, ପୁରୀର …

ଅପରେସନ୍ ଇକୋନୋମିକ୍ ଆଉଟକାଷ୍ଟ’: ଇରାନକୁ ଆର୍ଥିକ ଭାବେ ବିଶ୍ୱରୁ ଅଲଗା ପାଇଁ ବଡ଼ ରଣନୀତି 

ୱାଶିଂଟନ: ଇରାନ ବିରୁଦ୍ଧରେ ଆମେରିକା ଏକ ଅଭୂତପୂର୍ବ ଆର୍ଥିକ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ଇରାନର ଆର୍ଥିକ ନେଟୱାର୍କ, ତୈଳ ରାଜସ୍ୱ ଏବଂ ବିଶ୍ୱ ସଂଯୋଗକୁ ଟାର୍ଗେଟ କରୁଛି। ତେବେ ଏହା ଦ୍ୱାରା ତେହେରାନ ଉପରେ ଚାପ ବୃଦ୍ଧି କରି ହେବ। ଆମେରିକା ବାଣିଜ୍ୟ ସଚିବ ସ୍କଟ୍ ବେସାଣ୍ଟ…

ପୁଣି ଭିଜିବ ଓଡ଼ିଶା, ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା କରି ଭାରତୀୟ ପାଣିପାଗ କେନ୍ଦ୍ର (IMD) ଓଡ଼ିଶାର ଛଅଟି ଜିଲ୍ଲା ପାଇଁ ଏକ ଅରେଞ୍ଜ ଆଲର୍ଟ ଜାରି କରିଛି। ସେହିପରି ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ହଳଦିଆ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗର…

Jantar Mantar Protest: ମହିଳା ପ୍ରତିବାଦକାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, SC କହିଲେ ପ୍ରାଥମିକତା…

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ ଜୁଲାଇ ୨୦ରେ ଛାତ୍ର ପ୍ରତିବାଦ ସମୟରେ ମହିଳାମାନଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗର ସ୍ୱତଃ ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ ଆବେଦନର ବିଚାର କରିଛନ୍ତି। ବରିଷ୍ଠ ଆଇନଜୀବୀ ଶୋଭା ଗୁପ୍ତା ସୁପ୍ରିମକୋର୍ଟଙ୍କୁ ଏପରି ଏକ ବ୍ୟବସ୍ଥା ପ୍ରତିଷ୍ଠା…

ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା;ଘଣ୍ଟାରେ ୮ ହଜାର ଶ୍ରଦ୍ଧାଳୁ କରି ପାରିବେ ଦର୍ଶନ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରରେ ପ୍ରତି ବର୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଛୁଟି ଦିନ ମାନଙ୍କରେ ଏହି ସଂଖ୍ୟା ବହୁଗୁଣିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ସବୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନକୁ ସୁନିଶ୍ଚିତ କରିବା ଲାଗି…

ଭୁବନେଶ୍ୱର ବିମାନବନ୍ଦରକୁ ଲିଜ୍ ଦେବା ପ୍ରସଙ୍ଗ: ଆନ୍ଦୋଳନର ଧମକ ଦେଲା ବିଜେଡି, କେନ୍ଦ୍ରରୁ କୌଣସି ପ୍ରସ୍ତାବ…

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲିଜ୍ ଦେଇ ଘରୋଇକରଣ କରାଇବାକୁ ନେଇ ରିପୋର୍ଟ ଆସିବା ପରେ ରାଜ୍ୟ ସରକାର ଏବଂ ବିରୋଧୀ ଦଳ (ବିଜେଡି) ଏହି ପ୍ରସଙ୍ଗରେ ଭିନ୍ନ ଭିନ୍ନ ମତ ରଖିଛନ୍ତି। ଏହି ବିଷୟକୁ ନେଇ ବିଜେଡିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ…

ବିଟ୍ ରୁଟରୁ କିପରି ତିଆରି ହୁଏ ଚିନି?

ନୂଆଦିଲ୍ଲୀ: ଆସୁଛି ପର୍ବାଣ ଋତୁ। ବଜାରରେ ଚିନିର ମୂଲ୍ୟ ବୃଦ୍ଧି ପାଇବା ଯୋଗୁଁ ମିଠାର ଚାହିଦା ମଧ୍ୟ ବେଶ ବଢିବାରେ ଲାଗିଛି। ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ଚିନି ଉତ୍ପାଦନକାରୀ ଦେଶ, କିନ୍ତୁ ଆଜି ପରିସ୍ଥିତି ଏତେ ଗମ୍ଭୀର ହୋଇପଡ଼ିଛି ଯେ ବିଦେଶରୁ ଚିନି ଆମଦାନି କରିବା ଜରୁରୀ…

Bank unions call nationwide strike:ସେପ୍ଟେମ୍ବର ୧୧ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା; ଦ୍ୱିତୀୟ…

ନୂଆଦିଲ୍ଲୀ: କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ ଯୋଜନାରେ ମତଭେଦ, ୫ ଦିନିଆ ବ୍ୟାଙ୍କିଙ୍ଗ ପ୍ରସଙ୍ଗ ଏବଂ ପେନସନ ସମ୍ବନ୍ଧୀୟ ସମସ୍ୟା ସହିତ ଅନେକ ଦାବି ନେଇ ସେପ୍ଟେମ୍ବର ୧୧ ରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି ବ୍ୟାଙ୍କ ୟୁନିଅନ । ୟୁନିୟନ ତରଫରୁ ଆସନ୍ତା ସେପ୍ଟେମ୍ବର…