Latest Odisha News

BREAKING NEWS

ଆମେରିକାରେ ଚାଲିଛି ‘ଜୋକର ଶୋ’ !

ଓ୍ବାଶିଂଟନ୍: ଆମେରିକା ରାଜନୀତିରେ ହଟଚମଟ । ବର୍ତ୍ତମାନର ଟ୍ରମ୍ପ ପ୍ରଶାସନ ଏବଂ ଆମେରିକୀୟ ରାଜନୀତିର ସ୍ତରକୁ ନେଇ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା । ସେ ଏହାକୁ କେବଳ ସମାଲୋଚନା କରିନାହାନ୍ତି, ବରଂ ଏହାକୁ 'ଜୋକରଙ୍କ ଶୋ' ବୋଲି କହିଛନ୍ତି । ଓବାମା ଏକ…

Aadhaar To Get Makeover: ଆଧାର କାର୍ଡର ନୂଆ ରୂପ;ଜାଣନ୍ତୁ କ’ଣ ବଦଳିବ ?

ନୂଆଦିଲ୍ଲୀ: ଆଧାର କାର୍ଡକୁ ନେଇ ଆସିଛି ଏକ ବଡ଼ ଖବର। ଏଣିକି ଆପଣଙ୍କ ଆଧାର କାର୍ଡ ପୂରା ବଦଳିଯିବ। କାର୍ଡରେ ଆଉ ଦେଖାଯିବ ନାହିଁ ଆପଣଙ୍କ ଘର ଠିକଣା କିମ୍ବା ଜନ୍ମ ତାରିଖ। କେବଳ ଫଟୋ ଏବଂ QR କୋଡ୍‌ରେ ସରିବ ସବୁ କାମ । ଆଧାର କାର୍ଡର ବ୍ୟବହାରକୁ ଅଧିକ ସୁରକ୍ଷିତ କରିବା ପାଇଁ UIDAI…

ପ୍ରେମିକା ପାଇଁ ୪ କି.ମି. ଗଡି ଗଡି ଗଲା ପ୍ରେମିକ

ପ୍ରେମିକାକୁ ପାଇବା ପାଇଁ ୪ କିଲୋମିଟର ଗଡିଲା ପ୍ରେମିକ ଠାକୁରଙ୍କୁ ସାକ୍ଷୀ ରଖି ୪ କିଲୋମିଟର ଗଡିଲେ ପରିବାର ଲୋକେ ମଧ୍ୟ ଏହାକୁ ସମର୍ଥନ କଲେ ରାୟଗଡା ଜିଲ୍ଲା ମୁନିଗୁଡା ଅଞ୍ଚଳରେ ଘଟିଛି ଘଟଣା ରାୟଗଡ଼ା: ସତରେ ପ୍ରେମ ଅନ୍ଧ । ଆଉ ଏହି ପ୍ରେମକୁ ପାଇବା ପାଇଁ ମଣିଷ କିଛି…

Sixth World Title: ଚମକିଲେ ଓଡ଼ିଆ ପୁଅ ପ୍ରମୋଦ;ଷଷ୍ଠଥର ପାଇଁ ନିଜ ନାଁରେ କଲେ ବିଶ୍ୱ ଟାଇଟଲ

ଭୁବନେଶ୍ବର: ପାରା ବ୍ୟାଡ୍‌ମିଣ୍ଟନ୍‌ ତାରକା ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତ ବାହାରିନର ମାନାମାଠାରେ ଚାଲିଥିବା ବିଡବ୍‌ଲ୍ୟୁଏଫ୍‌ ବିଶ୍ବ ପାରା ବ୍ୟାଡମିଣ୍ଟନ୍‌ ଚାମ୍ପିଅନସିପ୍‌ର ଏସ୍‌୩ ବର୍ଗର ପୁରୁଷ ଏକକରେ ପୁଣି ଥରେ ବିଜେତା ହୋଇଛନ୍ତି । ଫାଇନାଲ୍‌ରେ ପ୍ରମୋଦ ୨୧-୧୨, ୨୧-୧୮ ସେଟ୍‌ରେ…

8th Pay Commission: ସରକାର ନେଲେ ବଡ଼ ନିଷ୍ପତ୍ତି; ଏହି ଦିନ ବଢ଼ିବ ଦରମା ଓ ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୮ମ ବେତନ ଆୟୋଗକୁ ନେଇ ମୋଦୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି କରିଛନ୍ତି, ଯାହାଫଳରେ ଆଗାମୀ ଦିନରେ ଦରମା ବୃଦ୍ଧି ପ୍ରକ୍ରିୟା ଆହୁରି ଜୋରଦାର ହେବ। ୮ମ ବେତନ କମିଶନ ଗଠନକୁ ନେଇ…

ଅଧ ରାତିରେ ଶ୍ରୀମନ୍ଦିର ନିକଟରେ ବଡଧରଣର ଅଗ୍ନିକାଣ୍ଡ

ପୁରୀ: ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ। ଶ୍ରୀମନ୍ଦିର ନିକଟରେ ବଡଧରଣର ଅଗ୍ନିକାଣ୍ଡ। ଶ୍ରୀମନ୍ଦିର ନିକଟରେ ଥିବା ଶ୍ରୀଦାଣ୍ଡର ଏକ ଇଲେକ୍ଟ୍ରୀ ଟ୍ରାନସଫରମରରେ ନିଆଁ ଲାଗିବାରୁ ବଡଧରଣର ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଦୁଇଟି ଦମକଳ…

ସୁନ୍ଦରପଦା ବିସ୍ଫୋରଣ ଘଟଣା; ତନାଘନା କରୁଛି NIA

ଭୁବନେଶ୍ୱର: ନିକଟରେ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ଘଟିଥିବା ଭୟଙ୍କର ବିସ୍ଫୋରଣରେ ତଦନ୍ତକୁ ତୀବ୍ର କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)। ସୂଚନା ଅନୁଯାୟୀ, ଘଟଣାର ଏକ ଭୟଙ୍କର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ଏନଆଇଏ ତଦନ୍ତକୁ ତ୍ୱରାନ୍ୱିତ କରିଥିବା ଜଣାପଡ଼ିଛି।…

ଗୁଜୁରାଟର ଅନେକ ସ୍କୁଲକୁ ବୋମା ଧମକ

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦ ଏବଂ ଭଦୋଦରାର ସ୍କୁଲଗୁଡ଼ିକୁ ସୋମବାର ଦିନ ବୋମା ଧମକ ଦିଆଯାଇଛି। ୨୫ ରୁ ଅଧିକ ସ୍କୁଲକୁ ବୋମା ଧମକ ନେଇ ଇମେଲ ମିଳିଛି। ସୂଚନା ପାଇବା ପରେ ସମସ୍ତ ସ୍କୁଲ ପରିସର ଖାଲି କରାଯାଇଥିଲା ଏବଂ ପିଲାମାନଙ୍କୁ ଘରକୁ ପଠାଯାଇଥିଲା। ପରେ ବୋମା ନିଷ୍କ୍ରିୟକାରୀ…

ବିଜୟରେ ଟିମ ଇଣ୍ଡିଆର ବିଶ୍ୱରେକର୍ଡ

ନୂଆଦିଲ୍ଲୀ:ଚଳିତ ଟି୨୦ ବିଶ୍ୱକପରେ ଭାରତ କ୍ରମାଗତ ତୃତୀୟ ବିଜୟ ସହ ସୁପରଏଇଟରେ ପ୍ରବେଶ କରିଛି । କଲମ୍ବୋରେ ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ହାଇ ଭୋଲଟେଜକୁ ମୁକାବିଲାକୁ ଭାରତ ୬୧ ରନରେ ଜିତି ନେଇଥିଲା । ଏହି ବିଜୟ ସହ ଅଷ୍ଟ୍ରେଲିଆକୁ ପଛରେ ପକାଇ ଭାରତ ବିଶ୍ୱରେକର୍ଡ କରିଛି । ୧୯ ବର୍ଷ ତଳେ…

ସର୍ବଭାରତୀୟ ସ୍ତରରେ ସର୍ବାଧିକ; ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବେ କିସ୍‍ର ୨୧୦୦ ଛାତ୍ରଛାତ୍ରୀ…

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏଥର କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନସେସ (କିସ୍‍)ରୁ ରେକର୍ଡ଼ ସଂଖ୍ୟକ ୨୧୦୦ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ। କୌଣସି ଏକ ବିଦ୍ୟାଳୟରୁ…