Latest Odisha News

BREAKING NEWS

ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା, ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। କଟକ, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।ଏହି ଅଞ୍ଚଳର କିଛି ସ୍ଥାନରେ ପ୍ରବଳରୁ…

‘ମଧୁବାଲା’ଙ୍କ ବାୟୋପିକରେ ନଜର ଆସିବେ ସାରା ଅର୍ଜୁନ, ଜାଣନ୍ତୁ କେବେଠୁ ସୁଟିଂ ଆରମ୍ଭ…

ନୂଆଦିଲ୍ଲୀ: ପ୍ରସିଦ୍ଧ ବଲିଉଡ ନିର୍ଦ୍ଦେଶକ ସଞ୍ଜୟ ଲୀଲା ବଂଶାଲୀ ତାଙ୍କର ଆଗାମୀ ଫିଲ୍ମ "ଲଭ୍ ଆଣ୍ଡ୍ ୱାର୍"ର ସୁଟିଂ ଶେଷ କରିବାକୁ ଯାଉଛନ୍ତି। ଏହା ପରେ ସେ ତାଙ୍କର ପରବର୍ତ୍ତୀ ଖାସ୍ ପ୍ରୋଜେକ୍ଟରେ କାମ ଆରମ୍ଭ କରିବେ। ରିପୋର୍ଟରୁ ଜଣାପଡିଛି ଯେ ସେ ହିନ୍ଦୀ ସିନେମାର ପ୍ରସିଦ୍ଧ…

ମନ୍ତ୍ରୀଙ୍କ କାରକେଡକୁ ଧକ୍କା ଦେଲା ଦ୍ରୁତଗାମୀ କାର, ୬ ଆହତ

କୋଣ୍ଡାଗାଓଁ: ଛତିଶଗଡ଼ର କୋଣ୍ଡାଗାଓଁ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରାଜ୍ୟ ଜଙ୍ଗଲ ମନ୍ତ୍ରୀ କେଦାର କଶ୍ୟପଙ୍କ କାରକେଡ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଚାରି ଜଣ ସୈନିକ ଏବଂ ଜଣେ ମହିଳା ସମେତ ଛଅ ଜଣ ଆହତ ହୋଇଛନ୍ତି। ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଏବଂ ଡ୍ରାଇଭର ମଧ୍ୟ…

ମକ୍କା ପ୍ରତିରକ୍ଷା ଚୁକ୍ତିରେ ଯୋଗ ଦେବକି ଇରାନ; ଏହି ଦେଶ କଲେ ନିମନ୍ତ୍ରଣ

ତେହେରାନ: ଇରାନକୁ ମକ୍କା ଚୁକ୍ତିନାମାରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ଏହି ନିମନ୍ତ୍ରଣ ସାଉଦି ଆରବ, ତୁର୍କୀ ଏବଂ ପାକିସ୍ତାନ ଦ୍ୱାରା କରାଯାଇଥିଲା। ଇରାନର ବୈଦେଶିକ ମନ୍ତ୍ରୀ, ସାଉଦି ଆରବ, ତୁର୍କୀ କିମ୍ବା ପାକିସ୍ତାନ ଦ୍ୱାରା ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣକୁ ସ୍ପଷ୍ଟ କରାଯାଇ…

Recover suspected IED: ବସ୍ ଷ୍ଟାଣ୍ଡ ନିକଟରୁ ସନ୍ଦିଗ୍ଧ IED ଓ ଅସ୍ତ୍ରଶସ୍ତ୍ର ଜବତ; ୩ଗିରଫ

ନୂଆଦିଲ୍ଲୀ: ଚଣ୍ଡୀଗଡ଼ ସହରର ସେକ୍ଟର ୪୩ ISBT ବସ୍ ଷ୍ଟାଣ୍ଡ ନିକଟରୁ ସନ୍ଦିଗ୍ଧ IED ମିଳିଛି । ପୋଲିସ୍ ସେକ୍ଟର-୪୩ ISBT (ଅନ୍ତଃ-ରାଜ୍ୟ ବସ୍ ଟର୍ମିନାଲ୍) ପଛପଟୁ ସନ୍ଦିଗ୍ଧ ବିସ୍ଫୋରକ ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ଚଣ୍ଡିଗଡ଼ ପୋଲିସ୍ ତିନି ଜଣ ବ୍ୟକ୍ତିଙ୍କୁ…

ହକି ବିଶ୍ୱକପ: ସେମିରେ ପ୍ରବେଶ ପାଇଁ ଏବେ ବି ଭାରତ ନିକଟରେ ରହିଛି ସୁଯୋଗ

ଆମଷ୍ଟେଲଭିନ: ନେଦରଲ୍ୟାଣ୍ଡସର ଆମଷ୍ଟେଲଭିନ୍‌ରେ ଚାଲିଥିବା ପୁରୁଷ ହକି ବିଶ୍ୱକପରେ ଭାରତର ସେମିଫାଇନାଲ ପ୍ରବେଶ ଆଶା କ୍ଷୀଣ ହୋଇ ଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନି । ଭଲ ପ୍ରଦର୍ଶନ ଏବଂ କିଛି ମାତ୍ରାରେ ଭାଗ୍ୟ ସହାୟ ହେଲେ ଭାରତର ସେମିରେ ପ୍ରବେଶ ଆଶା ଉଜ୍ଜୀବୀତ ରହିବ ।…

Jaish Headquarters: ପାକିସ୍ତାନରେ ପୁଣି ଠିଆ ହେଉଛି ଜୈଶ୍‌ର ଆତଙ୍କୀ ଆଡ୍ଡା;ସାଟେଲାଇଟ୍ ଚିତ୍ରରୁ ପଦାରେ ପଡ଼ିଲା…

ନୂଆଦିଲ୍ଲୀ:'ଅପରେସନ୍ ସିନ୍ଦୂର' (Operation Sindoor) ସମୟରେ ଧ୍ୱଂସ ହୋଇଯାଇଥିବା ଆତଙ୍କବାଦୀ ସଂଗଠନ 'ଜୈଶ-ଏ-ମହମ୍ମଦ'ର ବାହାୱାଲପୁରସ୍ଥିତ ମୁଖ୍ୟାଳୟକୁ ପୁନର୍ନିର୍ମାଣ କରାଯାଉଛି । ଗତ ବର୍ଷ ମେ' ମାସରେ 'ଅପରେସନ୍ ସିନ୍ଦୂର' ଅଧୀନରେ କରାଯାଇଥିବା ଏକ ବାୟୁସେନା ଆକ୍ରମଣ ସମୟରେ ଭାରତୀୟ…

ଗାଡ଼ି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସାଉଥ୍ ସୁପରଷ୍ଟାର ଅଜିଥ କୁମାର

ନୂଆଦିଲ୍ଲୀ: ସାଉଥର ଲୋକପ୍ରିୟ ଆକ୍ସନ ଅଭିନେତା ଅଜିଥ କୁମାରଙ୍କ ରେସିଂ କାର ପୂନର୍ବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ସାଉଥ୍ ସୁପରଷ୍ଟାର ତଥା ପେସାଦାର ରେସର୍ ଅଜିଥ୍ କୁମାର ୟୁରୋପରେ ଆୟୋଜିତ ଏକ କାର୍ ରେସିଂ ପ୍ରତିଯୋଗିତା ସମୟରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବେଲଜିୟମ୍‌ର…

ବ୍ରାଣ୍ଡେଡ୍ ଘଣ୍ଟା ନାଁରେ କରୁଥିଲେ ନକଲି ଘଣ୍ଟା ବିକ୍ରି; ୪ ଗିରଫ,ଶହ ଶହ ନକଲି ଘଣ୍ଟା ଜବତ

ରାଉରକେଲା:ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ ଚଢାଉ କରି ବିପୁଳ ପରିମାଣରେ ନାମୀ ଦାମୀ କମ୍ପାନୀର ନକଲି ଘଣ୍ଟା ଜବତ କରିଛି । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଏମ୍ ଡି ସୋହେଲ ଅହମ୍ମଦ, ଇମ୍ରାନ ଅହମ୍ମଦ , ଏମଡି ଉମର ଆଲମ୍, ଏମଡି ଆସିମ୍ । ସମସ୍ତ…

କଲେଜରେ ଆଡମିଶନ ଆଳରେ ଠକେଇ;ବନ୍ଧା ହେଲେ ସାଇବାର ଠକ

ଅତାବିରା:ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡମିଶନ ଆଳରେ ଠକେଇ କରୁଥିବା ଘଟଣାାରେ ଜଣେ ସାଇବର ଠକକୁ ଧରିଛି ପୋଲିସ । ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରୁଥିବା ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ପବିତ୍ର…