Latest Odisha News

BREAKING NEWS

Fake Mao Poster: ରାୟଗଡାରେ ନକଲି ମାଓପୋଷ୍ଟର ମାମଲା; ଦୁଇ ଗିରଫ

ରାୟଗଡ଼ା: ଗତ ଦୁଇ ଦିନ ପୂର୍ବେ ରାୟଗଡା ଜିଲ୍ଲାରେ ଲାଗିଥିବା ମାଓ ପୋଷ୍ଟର ନେଇ ଖୋଲିଲା ଗୁମର । ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ମାଓବାଦୀ ପୋଷ୍ଟର ଲଗାଇ ଆତଙ୍କ ଖେଳାଇବା ଅଭିଯୋଗରେ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ…

ଭାଲେଣ୍ଟାଇନ୍ ଡେ’ରେ ରାତି ତମାମ ଖୋଲାଥିଲା ବାର, ରେଡ୍ ବେଳେ ହରଡଘଣାରେ ଅବକାରୀ ବିଭାଗ

ଭୁବନେଶ୍ୱର: ଭାଲେଣ୍ଟାଇନ୍ ଡେ'ରେ ରାତି ତମାମ ଖୋଲାଥିଲା ବାର। ମତୁଆଲା ହେଉଥିଲେ ଯୁବକ-ଯୁବତୀ। ରାତି ଯେତିକି ବଢୁଥିଲା ନିୟମ ସେତିକି ଭାଙ୍ଗୁଥିଲା। ଖବର ପାଇ ଯେତେବେଳେ ଅବକାରୀ ବିଭାଗ ରେଡ୍ କରିଥିଲା, ସେତେବେଳେ ଗରମ ଦେଖାଇଥିଲେ ବାର୍ କର୍ତ୍ତୃପକ୍ଷ। ଭୁବନେଶ୍ବର ଖାରବେଳ ନଗର ଅଞ୍ଚଳରେ…

ଏହି ମୁସଲିମ ଦେଶରେ ଅଛି ବିଶ୍ୱର ସବୁଠାରୁ ବଡ଼ ଶିବ ମନ୍ଦିର, କିଏ ତିଆରି କରିଥିଲେ ​​ଜାଣନ୍ତି କି?

ନୂଆଦିଲ୍ଲୀ: ଫେବୃଆରୀ ୧୫ ତାରିଖ, ସାରା ଦେଶରେ ମହାଶିବରାତ୍ରି ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି। ଏହି ଦିନକୁ ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ୱ ରହିଛି, କାରଣ ଏହାକୁ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ବିବାହ ରାତି ଭାବରେ ବିବେଚନା କରାଯାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଏହି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ପଠାଇଲା ବାଂଲାଦେଶ

ନୂଆଦିଲ୍ଲୀ: ବାଂଲାଦେଶ ଫେବୃଆରୀ ୧୬ ତାରିଖରେ ତାରିକ ରହମାନ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛି ବାଂଲାଦେଶ। ଅନ୍ୟାନ୍ୟ ଆଞ୍ଚଳିକ ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ…

Geeta Pattnaik: ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ବର: ଆଉ ନାହାଁନ୍ତି ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ। ଆଜି ସନ୍ଧ୍ୟା ୬ଟା ୧୮ ମିନିଟରେ ତାଙ୍କର ହୃଦ୍‌ଘାତରେ ଦେହାନ୍ତ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଗତ ୧୩ ତାରିଖ ଦିନ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଆଇସିୟୁରେ ଚିକିତ୍ସାଧୀନ…

ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

ଭୁବନେଶ୍ୱର: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ରାଜଧାନୀ ଭୁବନେଶ୍ବର ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ପରିସରରେ ଉଠିଲା ମହାଦୀପ। ହୁଳହୁଳି, ହରିବୋଲରେ ପ୍ରକମ୍ପିତ ହେଉଛି ପୂରା ମନ୍ଦିର ପରିସର । ଏଥର ସଅଳ ଉଠିଛି ମହାଦୀପ। ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଉଠିଲା…

T20 World Cup : ପୁଣି ହାରିଲା ପାକିସ୍ତାନ, ବିଜୟ ସହ ସୁପର ୮ରେ ଟିମ୍ ଇଣ୍ଡିଆ

କଲମ୍ବୋ: ଟି ଟ୍ବେଣ୍ଟି ବିଶ୍ବକପରେ ଭାରତର ବଡ଼ ବିଜୟ। ପୁଣି ହାରିଲା ପାକିସ୍ତାନ। ପାକିସ୍ତାନ ବିପକ୍ଷରେ ଭାରତର ବଡ଼ ବିଜୟ। କଲମ୍ବୋରେ ପାକିସ୍ତାନକୁ ୬୧ ରନରେ ହରାଇଲା ଭାରତ। ୧୭୬ ଟାର୍ଗେଟକୁ ପିଛା କରି ପାକିସ୍ତାନ ୧୧୪ରେ ଅଲଆଉଟ୍। ହାର୍ଦ୍ଦିକ, ବୁମ୍‌ରା, ଅକ୍ଷର ଓ ବରୁଣଙ୍କୁ ୨ଟି ଲେଖାଏଁ…

ପତ୍ନୀହନ୍ତାକୁ ଫାଶୀଦଣ୍ଡ;ଏସିଡ ମାଡ଼କରି…

ବାଲେଶ୍ବର:ବାଲେଶ୍ବର ଏସିଡ୍ ମାଡ଼ ଘଟଣାରେ ଅଭିଯୁକ୍ତ ଚନ୍ଦନ ରଣାକୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି ବାଲେଶ୍ବର ସ୍ବତନ୍ତ୍ର ଏସସି/ଏସଟି କୋର୍ଟ । ସ୍ତ୍ରୀଙ୍କ ସହ ୪ ଛୁଆଙ୍କ ଉପରେ ଏସିଡ୍ ମାଡ଼ କରିଥିଲା ଚନ୍ଦନ । ପତ୍ନୀ ବନିତା ସିଂଙ୍କର ହୋଇଥିଲା ମୃତ୍ୟୁ । ୪ ଶିଶୁ ହୋଇଥିଲେ ଗୁରୁତର ।…

ନକଲି ଜର୍ଦ୍ଦା କାରଖାନା ଠାବ; ୫ ଲକ୍ଷରୁ ଅଧିକ ମୂଲ୍ୟର ଜର୍ଦ୍ଦା ଜବତ, ଅଭିଯୁକ୍ତ ଗିରଫ

ଭଦ୍ରକ: ନକଲି ଜର୍ଦ୍ଦା ସ୍କୁଟିରେ ବିକିବାକୁ ନେଉଥିବାବେଳେ ପୋଲିସ ଧରିଛି । ଭଦ୍ରକ ସହରାଞ୍ଚଳ ପୋଲିସ ଶୁକ୍ରବାର ଏଭଳି ଜଣେ ନକଲି ଜର୍ଦ୍ଦା ବେପାରୀକୁ ଗିରଫ କରିଛି ପୋଲିସ। ପରେ ପୋଲିସ ଅଭିଯୁକ୍ତର ଘର ଉପରେ ଚଢ଼ାଉ କରିଥିଲା । ୫ ଲକ୍ଷରୁ ଅଧିକ ମୂଲ୍ୟର ନକଲି ଜର୍ଦ୍ଦା ଘରୁ ମିଳିଲା। ଏହାସହ…

ଏସିଡ୍ ଓ ବର୍ନ ପୀଡ଼ିତଙ୍କ ପାଇଁ ଭଲ ଖବର: ଦିଲ୍ଲୀ ଏମ୍ସରେ ହେବ ‘ଫେସ୍ ଟ୍ରାନ୍ସପ୍ଲାଣ୍ଟ’

ନୂଆଦିଲ୍ଲୀ: ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (ଏମ୍ସ) ମୁହଁ ପ୍ରତିରୋପଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତି ସମାପ୍ତ କରିଛି। ଏସିଡ୍ ଆଟାକ୍ ଓ ବର୍ନ ପୀଡ଼ିତଙ୍କ ପାଇଁ ଭଲ ଖବ ଆସିଛି। ଏଣିକି ଦିଲ୍ଲୀ ଏମ୍ସର ବର୍ନ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ‘ଫେସ୍…