ପନ୍ତଙ୍କୁ ପରାମର୍ଶ ! ଗ୍ରହଣ କରନି ଅଧୀନାୟକ ପଦ
ନୂଆଦିଲ୍ଲୀ: ଭାରତୀୟ ୱିକେଟକିପର୍-ବ୍ୟାଟର ରିଷଭ ପନ୍ତଙ୍କୁ ଇଣ୍ଡିଅନ୍ ପ୍ରିମିୟର୍ ଲିଗ୍ ର ଆଗାମୀ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ର ଅଧିନାୟକ ପଦ ଗ୍ରହଣ ନକରିବାକୁ ପରାମର୍ଶ ଦିଆଯାଇଛି।
ପନ୍ତଙ୍କୁ ଏହି ଅଧିନାୟକତ୍ୱ ପ୍ରସ୍ତାବ ଆସିଲେ ମଧ୍ୟ ଗ୍ରହଣ ନକରି ନିଜ ବ୍ୟାଟିଂ ଓ ଖେଳ ଉପରେ…