Latest Odisha News

BREAKING NEWS

Pocso Act: ନାବାଳିକାକୁ ପୋଷାକ ଉପରୁ ସ୍ପର୍ଶ ମଧ୍ୟ ଯୌନ ନିର୍ଯାତନା: ଓଡ଼ିଶା ହାଇକୋର୍ଟ

କଟକ: ପୋକ୍ସୋ ଆଇନ ଉପରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ନାବାଳିକାକୁ ପୋଷାକ ଉପରୁ ସ୍ପର୍ଶ କରିବା ମଧ୍ୟ ଯୌନ ନିର୍ଯାତନା ବୋଲି କହିଛନ୍ତି ହାଇକୋର୍ଟ । ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଜଣେ ନାବାଳିକାଙ୍କ ବକ୍ଷୋଜକୁ ସ୍ପର୍ଶ କରିବା ପକ୍ସୋ ଆାଇନ ଅନୁଯାୟୀ ଗମ୍ଭୀର…

ଦକ୍ଷିଣ ଆଫ୍ରିକାର ଏହି ମହାନ ଖେଳାଳି କହିଲେ ନ୍ୟୁଜିଲାଣ୍ଡ ହାରିଲେ ତାଙ୍କୁ ଦିଆଯିବ ଚୋକର୍ସ ଟ୍ୟାଗ

ଅହମ୍ମଦାବାଦ: ଟି୨୦ ବିଶ୍ୱକପ ୨୦୨୬ର ଫାଇନାଲ ମ୍ୟାଚ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଇତି ମଧ୍ୟରେ ଦକ୍ଷିଣ ଆଫ୍ରିକାର ମହାନ ପେସ ବୋଲର ଡେଲ ଷ୍ଟେଇନଙ୍କ ଏକ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ସେ କହିଛନ୍ତି ଯଦି ନ୍ୟୁଜିଲାଣ୍ଡ ଫାଇନାଲରେ…

Opium Cultivation Destroy: ୧୦ କୋଟିରୁ ଅଧିକ ମୂଲ୍ୟର ଅଫିମ ଗଛ ନଷ୍ଟ, ୧୪ କେଜିରୁ ଅଧିକ ଫୁଲ ଜବତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଞ୍ଚଳରେ ୨୦୨୮୦ ଅଫିମ ଗଛ ନଷ୍ଟ କରାଯାଇଛି । ଏଥିସହ ୧୪ କେଜିରୁ ଅଧିକ ଅଫିମ ଫୁଲ ଜବତ କରାଯାଇଛି । ଏ ସବୁର ମୂଲ୍ୟ ପ୍ରାୟ ୧୦ କୋଟିରୁ ଅଧିକ ହେବ ବୋଲି ବିଭାଗ ଆକଳନ କରିଛି । ଗିରଫ ଅଭିଯୁକ୍ତ ହେଲେ ରାଇଘର ବ୍ଲକ ତାଳପଦରର ନନ୍ଦକିଶୋର ସାହୁ(୪୯)…

Kolab dam: କୋଲାବ ଜଳ ଭଣ୍ଡାରରେ ବୁଡ଼ିଗଲେ ୩ ଦଶମ ଛାତ୍ର

କୋରାପୁଟ:ଆଜି କୋଲବ ଜଳଭଣ୍ଡାରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । କୋଲାବ ଜଳ ଭଣ୍ଡାରରେ ଦଶମ ଶ୍ରେଣୀର ତିନି ଛାତ୍ର ପାଣିରେ ବୁଡ଼ିଯାଇଥିଲେ। ସମସ୍ତେ ପିଏମ୍‌ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ର । ମୃତକ ୩ ଜଣ ଛାତ୍ର ହେଲେ ଲିଙ୍ଗରାଜ ଖିଲୋ, ଓମ ପ୍ରକାଶ ବେହେରା ଓ ସ୍ୱସ୍ତିକ ସୁନ୍ଦର…

ଭାରତ ଚାମ୍ପିୟନ ହେଲେ ଦୂର ହେବ ଏହି ସବୁ ଭ୍ରମ

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅହମ୍ମଦାବାଦରେ ଟି୨୦ ବିଶ୍ୱକପ ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ । ଇତିହାସ ପୃଷ୍ଠାରେ ପୂନର୍ବାର ନାମ ଲେଖିବା ପାଇଁ ଟିମ ଇଣ୍ଡିଆ ନିକଟରେ ବଡ ସୁଯୋଗ ରହିଛି । ଯଦି ଭାରତ ରବିବାର ନ୍ୟୁଜିଲାଣ୍ଡକୁ ହରାଇ ଦେବ ତାହାହେଲେ ଅନେକଙ୍କ ମନୁ ୫ଟି ଭ୍ରମ ଦୂର…

ଟି୨୦ ବିଶ୍ୱକପ ଫାଇନାଲ: ଦେଖିବାକୁ ମିଳିବ ବ୍ୟାଟ୍ସମ୍ୟାନଙ୍କ ରାଜୁତି

ଅହମ୍ମଦାବାଦ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏହି ପିଚ ବ୍ୟାଟ୍ସମ୍ୟାନଙ୍କ ପାଇଁ ଭୂସ୍ୱର୍ଗ ସାଜିବ ବୋଲି ଅନୁମାନ କରାଯାଉଛି । କଳା ଓ ନାଲି ମାଟିକୁ ବ୍ୟବହାର କରି ପିଚ ପ୍ରସ୍ତୁତ କରାଯାଇଛି । ଏଥିରେ ପେସ ଓ…

ଛାତ୍ରୀଙ୍କୁ ଅସଦାଚରଣ ସହ ହତ୍ୟା ଧମକ ଅଭିଯୋଗ; ହିନ୍ଦୀ ଶିକ୍ଷକଙ୍କୁ ଉଠାଇନେଲା ପୋଲିସ

ଭଦ୍ରକ: ଭଦ୍ରକ ବାସୁଦେବପୁର ବ୍ଲକ ନଟିଆ ପାଳରେ ଥିବା ଜବାହାର ନବୋଦୟ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ହିନ୍ଦି ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏପରିକି ଜୀବନରୁ ମାରିଦେବାକୁ ଧମକାଇଥିବା ଅଭିଯୋଗ ହୋଇଛି । ଅସଦାଚରଣ ଅଭିଯୋଗ ପରେ ହିନ୍ଦୀ ଶିକ୍ଷକଙ୍କୁ…

Subhadra Yojana: କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା;୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ…

ଭୁବନେଶ୍ୱର:ଆସନ୍ତାକାଲି ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେମାନଙ୍କ ମଧ୍ୟରୁ ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ୫ ହଜାର କୋଟିରୁ ଅଧିକ ଟଙ୍କା ହିତାଧିକାରୀଙ୍କ…

ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷା (UPSC) ରେ ଅଲ୍ ଇଣ୍ଡିଆ ର‍୍ୟାଙ୍କ ୧୦୦ ହାସଲ କରିଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ମେଧାବୀ ଛାତ୍ର ସାତ୍ତ୍ୱିକ ସତ୍ୟକାମ ଦେବତା । ସେ ଆଜି ତାଙ୍କ ପିତାମାତାଙ୍କ ସହ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ…

Israel’s Foreign Minister : ଇସ୍ରାଏଲୀ ବୈଦେଶିକ ମନ୍ତ୍ରୀ କଲେ ସ୍ପଷ୍ଟ ;ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ…

ନୂଆଦିଲ୍ଲୀ:ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଗିଦୋନ ସାର ଶୁକ୍ରବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଇରାନ ଉପରେ ବିମାନ ଆକ୍ରମଣ ବିଷୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୂର୍ବରୁ ସୂଚନା ଦିଆଯାଇ ନଥିଲା। କାରଣ ମୋଦୀଙ୍କ ଇସ୍ରାଏଲ ଗସ୍ତ ଶେଷ ହେବା…