Latest Odisha News

BREAKING NEWS

Heavy Rain Alert: ଟଳିଗଲା ବାତ୍ୟା! କନ୍ଦାଉଛି ବର୍ଷା ବିତ୍ପାତ…ଉପକୂଳ, ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ…

ଭୁବନେଶ୍ବର: ଟଳିଗଲା ବାତ୍ୟା! କନ୍ଦାଉଛି ବର୍ଷା ବିତ୍ପାତ…ତୁହାକୁ ତୁହା ବର୍ଷୁଛି; କେଉଁଠି ଭାଙ୍ଗିଲାଣି ଘର, ଆଉ କେଉଁଠି ବଡ ଗଛ, ରାସ୍ତା ଉପରେ ଚାଲୁଛି ପାଣି…ଓଡ଼ିଶାରେ ଗଭୀର ଅବପାତର ପ୍ରଭାବ। ଲଗାଣ ବର୍ଷା ସାଙ୍ଗକୁ ତୀବ୍ର ପବନ ଯୋଗୁଁ ଜଟଣୀ-ପିପିଲି ମୁଖ୍ୟ ରାସ୍ତାରେ ଏକ ବଡ଼ ଗଛ ଉପୁଡ଼ି…

ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ; ୪ଟା ଯାଏଁ ଗୃହକୁ ମୁଲତବୀ କଲେ ଉପବାଚସ୍ପତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଚାଲିଥିବା ମୌସୁମୀ ଅଧିବେଶନର ତୃତୀୟ ଦିନରେ MMDR ଆଇନ୍ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସଦସ୍ୟଙ୍କ ତୀବ୍ର ବିରୋଧ ଯୋଗୁଁ ଗୃହର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ସକାଳ ଅଧିବେଶନ ପାଇଁ ଗୃହ ଆରମ୍ଭ ହେବା ମାତ୍ରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି…

ଭୁବନେଶ୍ୱରର ଟେଣ୍ଟ ହାଉସ୍‌ ଷ୍ଟୋର୍‌ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ 

ଭୁବନେଶ୍ୱର: ଗତକାଲି ରାତିରେ ଭୁବନେଶ୍ୱରସ୍ଥିତ ପାଇକରାପୁର ଅଞ୍ଚଳରେ ଥିବା ଏକ ଟେଣ୍ଟ ହାଉସ୍‌ର ଷ୍ଟୋର୍‌ ରୁମ୍‌ରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଟେଣ୍ଟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ…

Xi in US: ଜିନପିଙ୍ଗଙ୍କୁ ଖୁସି କରିବାକୁ ସୀମା ଟପିଲେ ଟ୍ରମ୍ପ! ଭାଙ୍ଗିଲେ ପ୍ରୋଟୋକଲ୍; ୧୦୦ ଫୁଟ୍‌ର ରେଡ୍…

ନୂଆଦିଲ୍ଲୀ: ଆମେରିକାରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭବ୍ୟ ସ୍ୱାଗତ। ୧୧ ବର୍ଷ ପରେ ଆମେରିକା ଗସ୍ତରେ ପହଞ୍ଚିଥିବା ଜିନପିଙ୍ଗଙ୍କୁ ନିଜେ ବିମାନବନ୍ଦରରେ ସ୍ୱାଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପ୍ରୋଟୋକଲ୍‌ରୁ ବାହାରି  ଟ୍ରମ୍ପ ନିଜେ ଜଏଣ୍ଟ ବେସ୍…

ଏମ୍ସରେ ବାଚସ୍ପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ…

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ଚିକିତ୍ସାଧୀନ ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 'ଏକ୍ସ'ରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି: "ଏମ୍ସ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା…

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା; ଏସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ…

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟ 'ଗଭୀର ଅବପାତ' ଗତକାଲି ରାତିରେ ଗୋପାଳପୁର ଓ କଳିଙ୍ଗପାଟନମ୍ ମଧ୍ୟରେ ଉପକୂଳ ଅତିକ୍ରମ କରିଛି। ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ଜୋରଦାର ପବନ ବହିଛି। ଗଭୀର ଅବପାତ…

ଯମୁନା ଏକ୍ସପ୍ରେସୱେରେ ଅଗ୍ନିକାଣ୍ଡ; ବସରେ ନିଆଁ ଲାଗି ୯ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ବୁଧବାର ବିଳମ୍ବିତ ରାତିରେ ନୂଆଦିଲ୍ଲୀ ବିମାନବନ୍ଦର ଇଣ୍ଟରଚେଞ୍ଜ ନିକଟରେ ୩୫ କିଲୋମିଟର ମାଇଲଖୁଣ୍ଟରେ ଯମୁନା ଏକ୍ସପ୍ରେସୱେରେ ଏକ ଡବଲ୍-ଡେକର ସ୍ଲିପର୍ ବସ୍ ନିଆଁ ଲାଗିଯାଇଥିଲା। ଫଳରେ ବସ୍ ଭିତରେ ପ୍ରାୟ ନଅ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକଙ୍କ ମଧ୍ୟରେ…

ରାଜଧାନୀରେ ଚାଞ୍ଚଲ୍ୟ; ପତ୍ନୀଙ୍କୁ ତାୱାରେ ପିଟିପିଟି ମାରିଦେଲା ସ୍ୱାମୀ

ଭୁବନେଶ୍ୱର: ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅନ୍ତର୍ଗତ ବ୍ରିଟ୍ କଲୋନୀ ସ୍ଥିତ ଏକ ଘରେ ବୁଧବାର ସନ୍ଧ୍ୟାରେ ଘରୋଇ କଳହରୁ ହତ୍ୟାକାଣ୍ଡ ଘଟିଛି। ଜଣେ ୩୨ ବର୍ଷୀୟ ବ୍ୟକ୍ତି ନିଜର ୨୬ ବର୍ଷୀୟା ପତ୍ନୀଙ୍କୁ ଏକ 'ତାୱା'ରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ପରିଚୟ…

କଳିଙ୍ଗପଟ୍ଟନମ୍‌ ନିକଟରେ ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ

ଭୁବନେଶ୍ୱର: ବୁଧବାର ରାତିରେ ଏହି ଗଭୀର ଅବପାତ ଶ୍ରୀକାକୁଲମ୍ ଓ ବିଜୟନଗରମ୍ ମଧ୍ୟରେ ଥିବା କଳିଙ୍ଗପଟ୍ଟନମ୍ ନିକଟ ଦେଇ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଛି। ଏହା ଫଳରେ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୫୫-୬୫ କିଲୋମିଟର ବେଗରେ ପବନ…

Ganja Packed in Pickle Cans:ଆଚାର ଡବା ଭିତରେ ଗଞ୍ଜେଇ ଚାଲାଣ;୨ ଗିରଫ

ବଲାଙ୍ଗୀର:ନୂଆ ଫଣ୍ଡାରେ ଗଞ୍ଜେଇ ଚାଲାଣ । ଆଚାର ଡବାରେ ଗଞ୍ଜେଇ ପ୍ୟାକିଂ କରି ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି । ବଲାଙ୍ଗୀର ସହରର ଉଦୟନଗର ପଡ଼ାରୁ ଏଭଳି ଏକ ଘଟଣା ସମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କ ଭଡ଼ା ଘରେ ଏହି କାରବାର ଚାଲିଥିବା ନେଇ ବଲାଙ୍ଗୀର ଟାଉନ ପୋଲିସ ଖବର ପାଇଥିଲା। ଏହି…