ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ବାପା ମୃତ, ପୁଅ ଗୁରୁତର
ବାଲେଶ୍ବର:ଲଘୁଚାପ ଜନିତ ଲଗାଣ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ, ଅନ୍ୟଜଣେ ଗୁରୁତର । ବାଲେଶ୍ବର ଜିଲ୍ଲା ରେମୁଣା ଅଞ୍ଚଳରେ ଏହି ଅଘଟଣ ଘଟିଛି । ବାପା ଗଜେନ୍ଦ୍ର ସିଂଙ୍କର ମୃତ୍ୟୁ ଘଟିଥିଲାବେଳେ ସିପୁନ ଗୁରୁତର ହୋଇଛନ୍ତି ।
ଲଗାଣ ବର୍ଷା ଯୋଗୁ ରେମୁଣା ଥାନା ଅନ୍ତର୍ଗତ…