MSBY ଅଧୀନରେ ୬,୭୦୦ ପ୍ରକଳ୍ପ ଅନୁମୋଦିତ, ୭୯୬ କୋଟି ଅର୍ଥ ମଞ୍ଜୁର
ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା (MSBY) ଅଧୀନ ପ୍ରକଳ୍ପଗୁଡ଼ିକର ଆଜି ଗୃହନିର୍ମାଣ ଓ ନଗର ନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି।
ଚଳିତ ଆର୍ଥିକ ବର୍ଷ ପାଇଁ MSBY ପାଇଁ…