Latest Odisha News

BREAKING NEWS

Indians live longer: ଅସୁସ୍ଥ ଦିନ କାଟୁଛନ୍ତି ଭାରତୀୟ, ବୟସ ସହ ବଢୁଛି ରୋଗ…WHO ରିପୋର୍ଟ ଖୋଲିଲା ଆୟୁଷ୍ମାନ୍‌…

ନୂଆଦିଲ୍ଲୀ: ଭାରତୀୟଙ୍କ ହାରାହାରି ଆୟୁ ବଢ଼ିଛି। ପାକିସ୍ତାନ ତୁଳନାରେ ଭାରତ ଆଗରେ ଥିବା ବେଳେ ବାଂଲାଦେଶଠାରୁ ଏବେ ବି ପଛରେ ରହିଛି ଭାରତ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, WHOର ନୂଆ ‘ଗ୍ଲୋବାଲ୍ ହେଲ୍ଥ ଏଷ୍ଟିମେଟ୍‌ସ’ ରିପୋର୍ଟରେ ଏଭଳି ଚିତ୍ର ସାମ୍ନାକୁ ଆସିଛି। ୨୦୦୦ରୁ ୨୦୨୩ ପର୍ଯ୍ୟନ୍ତର…

କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; CISF ଯବାନ ଗିରଫ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ସୋସୋ ଥାନା ଅଞ୍ଚଳରେ ଜଣେ ୨୨ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଏକ ହୋଟେଲକୁ ଡ଼ାକିନେଇ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ମାଣ୍ଡୁକାଟି ଗ୍ରାମର ରଶ୍ମୀ ରଞ୍ଜନ ସେଠୀ (୨୯)ଙ୍କୁ ଗିରଫ କରିଛି ।…

ଆସୁଛି ଲଘୁଚାପ, ପାର୍ବଣରେ ଭିଜିବ ଓଡ଼ିଶା

ଭୁବନେଶ୍ୱର: ଦୁର୍ଗା ପୂଜା ସମୟରେ ଓଡ଼ିଶାରେ ପାଣିପାଗ ପୁଣି ଥରେ ପରିବର୍ତ୍ତନ ହୋଇପାରେ। କାରଣ ଅକ୍ଟୋବର ୧୨ ତାରିଖ ଆଖପାଖରେ ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ଫଳରେ ଅକ୍ଟୋବର ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।…

Smit Machcchar: ପ୍ରାର୍ଥନା ବାହାନାରେ ପଛରୁ ମାରିଲା କୁରାଢ଼ି ମାଡ଼… ଆଖିକୁ ଦିଶୁନଥିଲା, ତଥାପି ହାର ମାନିଲେନି…

ନୂଆଦିଲ୍ଲୀ: ସ୍ମିତ୍ ମଚ୍ଛାରଙ୍କ ସାହାସିକତାର କାହାଣୀ ଏବେ ପୂରା ବିଶ୍ବରେ ଚର୍ଚ୍ଚା । ଏହାରି ଭିତରେ ସେଦିନର ସେ ଛାତି ଥରା ଅନୁଭବକୁ ପୂରା ବଖାଣିଛନ୍ତି ଭାରତର ହିରୋ ସ୍ମିତ୍ । ସ୍ମିତଙ୍କ କହିବା ଅନୁସାରେ, ସେଦିନ ଉଡ଼ାଣ ଚାଲିଥିଲା ସାଧାରଣ ଭାବେ। ହଠାତ୍ କକପିଟ୍ ଭିତରେ ଘଟିଗଲା ଏମିତି…

ପାର୍ବଣ ପୂର୍ବରୁ ଗଡ଼ିଲା ମୁଣ୍ଡ; ଦୁର୍ଦ୍ଦାନ୍ତ ଟୁନା ନାୟକଙ୍କୁ ହତ୍ୟା ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠସ୍ଥ ନିମଖଣ୍ଡି ଅଞ୍ଚଳରେ ପୁରୁଣା ଶତ୍ରୁତାକୁ କେନ୍ଦ୍ରକରି ଜଣେ କୁଖ୍ୟାତ ଅପରାଧୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଙ୍କ ପରିଚୟ ଟୁନା ନାୟକ ବୋଲି ଜଣାପଡିଥିବା ବେଳେ ସେ ସେହି ଅଞ୍ଚଳରେ ଜଣେ କୁଖ୍ୟାତ ଅପରାଧୀ ଭାବେ…

Scheme For Unmarried Men: ସାର, ବିହନ, ସବସିଡି ଭଳି ଚଷା ପୁଅଙ୍କୁ ଝିଅ ଖୋଜିକି ଦିଅନ୍ତୁ ସରକାର!

ବେଙ୍ଗାଲୁରୁ: ‘ଚାଷୀଙ୍କ ପାଇଁ କନ୍ୟା ଖୋଜନ୍ତୁ ସରକାର’ ଘର ଅଛି, ଜମି ଅଛି… ହେଲେ ବାହାଘର ହେଉନି! ମୁଖ୍ୟମନ୍ତ୍ରୀଙ୍କ ଆଗରେ ଅଜବ ଦାବି ରଖିଲେ ଚାଷୀ ଚାଷ କରୁଛନ୍ତି ବୋଲି ମିଳୁନି ଝିଅ । ସରକାର ଆଣନ୍ତୁ ନୂଆ ଯୋଜନା । କର୍ଣ୍ଣାଟକରେ ଚାଷୀଙ୍କ ବିବାହକୁ ନେଇ ଆସିଛି ଏକ ଭିନ୍ନ…

ସିଦ୍ଧାର୍ଥ ମିଶ୍ର ICICI ଲାଇଫ୍ ଇନସ୍ୟୁରାନ୍ସର ନୂଆ ସିଇଓ, ଜାଣନ୍ତୁ ଓଡ଼ିଶା ସହ କଣ ଲିଙ୍କ୍…

ନୂଆଦିଲ୍ଲୀ: ICICI ଲାଇଫ୍ ଇନସ୍ୟୁରାନ୍ସର ପରିଚାଳନା ପାଇଁ ବଡ଼ ଖବର। ବୀମା କମ୍ପାନୀ ICICI ବ୍ୟାଙ୍କର ଅଭିଜ୍ଞ ସିଦ୍ଧାର୍ଥ ମିଶ୍ରଙ୍କୁ ପରିଚାଳନା ନିର୍ଦ୍ଦେଶକ ଏବଂ CEO ଭାବରେ ନିଯୁକ୍ତ କରିଛି। ଏହି ନୂଆ ନିଯୁକ୍ତି ଅକ୍ଟୋବର ୧୪ରୁ କାର୍ଯ୍ୟକାରୀ ହେଉଛି। ତେବେ ସେ ଅନୁପ ବାଗଚିଙ୍କ…

Jantar Mantar protest: ଜନ୍ତର ମନ୍ତରରେ ମହିଳା ସାମ୍ବାଦିକାଙ୍କୁ ପୋଲିସର ଅସଦାଚରଣ ଅଭିଯୋଗ! ଶାହଙ୍କୁ ଜବାବ…

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନ ବେଳେ ମହିଳା ସାମ୍ବାଦିକାଙ୍କ ସହ ପୋଲିସର ଅସଦାଚରଣ ଅଭିଯୋଗକୁ ନେଇ ବଢ଼ିଛି ବିବାଦ। ଜଣେ ବରିଷ୍ଠ ଦିଲ୍ଲୀ ପୋଲିସ ଅଧିକାରୀ ତାଙ୍କୁ ଅଶୋଭନୀୟ ଭାବେ ସ୍ପର୍ଶ କରିଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ଏପର୍ଯ୍ୟନ୍ତ FIR ରୁଜୁ…

ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ୨ ଜଣଙ୍କୁ ଧରିଲା ପୋଲିସ

ବାଙ୍ଗିରିପୋଷି: ଗୋରୁ ଚାଲାଣ ପାଇଁ ଅଭିନବ ଉପାୟ ବାହାର କରିଛନ୍ତି ଚାଲାଣକାରୀ। ମୟୂରଭଞ୍ଜ ଜିଲ୍ଲାରେ ରବିବାର ଭୋର ସମୟରେ ପୋଲିସ ଏକ ତେଲ ଟ୍ୟାଙ୍କରରୁ ଗୋରୁ ଜବତ କରିଛି। ଫଳରେ ଗୋ-ଚାଲାଣର ଏକ ସମ୍ଭାବ୍ୟ ଉଦ୍ୟମ ପଣ୍ଡ ହୋଇଛି। ଏହି ଟ୍ୟାଙ୍କରରେ ୨୦ରୁ ଅଧିକ ଗୋରୁ ଥିବା ଅଭିଯୋଗ ହୋଇଛି।…

ଗୁଗଲ୍ ଫର୍ମ ସେୟାର କରି ସ୍ୱାମୀ ଖୋଜୁଛନ୍ତି ମହିଳା, ଆବେଦନ କଲେଣି ୨୪୦ରୁ ଅଧିକ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ବର ଖୋଜୁଛନ୍ତି ଯୁବତୀ।ଏହି ପୋଷ୍ଟ ଏବେ ଦ୍ରୁତ ଗତିରେ ଭାଇରାଲ୍ ହେଉଛି। ଆମେରିକା ର ଉତ୍ତର କାରୋଲିନାର ଚାର୍ଲୋଟ ନିବାସୀ ୩୬ ବର୍ଷୀୟ ଏରିନ୍ ପାଟରସନ୍ ସୋସିଆଲ୍ ମିଡିଆରେ ଏକ ଗୁଗଲ୍ ଫର୍ମ ସେୟାର କରି ସ୍ୱାମୀ ପାଇଁ ଆବେଦନ ମାଗିଛନ୍ତି। ସେ ଏହାକୁ ତାଙ୍କ…