Latest Odisha News

BREAKING NEWS

India, Singapore sign pacts:ସାମୁଦ୍ରିକ ଐତିହ୍ୟ, ଖାଦ୍ୟ ସୁରକ୍ଷା ଓ ଟେଲିକମ୍ ସମ୍ପର୍କକୁ ସୁଦୃଢ଼ ​​କରିବା ପାଇଁ…

ନୂଆଦିଲ୍ଲୀ:ଭାରତ-ସିଙ୍ଗାପୁର ମନ୍ତ୍ରୀସ୍ତରୀୟ ଗୋଲଟେବୁଲ୍ ବୈଠକ (ISMR)ର ଚତୁର୍ଥ ପର୍ଯ୍ୟାୟ ଅଗଷ୍ଟ ୨୦ ତାରିଖରେ ସିଙ୍ଗାପୁରରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉଭୟ ଦେଶ ସେମାନଙ୍କର ବ୍ୟାପକ ରଣନୈତିକ ସହଭାଗୀତାର ଅଗ୍ରଗତି ସମୀକ୍ଷା କରିଥିଲେ। ବୈଠକରେ ସହଯୋଗର ଏହି ପ୍ରମୁଖ ସ୍ତମ୍ଭ ଉପରେ…

 ଯଶସ୍ୱୀ ଜୈସୱାଲଙ୍କ କଠିନ ଅଭ୍ୟାସ: କଟ୍ ସଟ୍ ସୁଧାରିବାକୁ ନେଟ୍ସରେ ଝାଳ ବୁହାଉଛନ୍ତି ୟଙ୍ଗ୍ ଓପନର୍

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଗାଲେ ଟେଷ୍ଟରେ ଭାରତୀୟ ଟିମ୍ ୧୬୫ ରନ୍‌ର ବିରାଟ ବିଜୟ ହାସଲ କରିଥିଲେ ବି ୟଙ୍ଗ୍ ଓପନର୍ ଯଶସ୍ୱୀ ଜୈସୱାଲଙ୍କ ଏକ ବଡ଼ ଦୁର୍ବଳତା ସାମ୍ନାକୁ ଆସିଛି । କଟ୍ ସଟ ଖେଳିବା ଚକ୍କରରେ ଯଶସ୍ୱୀ ବାରମ୍ବାର ଅଫ୍‌-ଷ୍ଟମ୍ପ ବାହାରେ ନିଜ ୱିକେଟ୍ ହରାଉଛନ୍ତି ।…

OUAT Bhubaneswar: ଓୟୁଏଟିରେ ଅଘଟଣ;ଭୁଶୁଡ଼ିଲା ନିର୍ମାଣାଧୀନ ଗେଟ୍‌ର ଛାତ,ଏକାଧିକ ଶ୍ରମିକ ଆହତ

ଭୁବନେଶ୍ୱର:ଭୁବନେଶ୍ୱର OUATରେ ଅଘଟଣ। ଓୟୁଏଟି ମହାବିଦ୍ୟାଳୟର ନିର୍ମାଣାଧୀନ ଗେଟର ଭୁଶୁଡ଼ିଲା ଛାତ । ଶୁକ୍ରବାର ଛାତ ଢଳେଇ ପଡୁଥିବାବେଳେ ଘଟିଛି ଏହି ଅଘଟଣ । ଗେଟ୍ ତଳେ କିଛି ଶ୍ରମିକ ଥିବାବେଳେ ହଠାତ୍ ଛାତଟି ଖସି ପଡ଼ିଥିଲା । ଫଳରେ ଏକାଧିକ ଶ୍ରମିକ ଆହତ ହୋଇଥିବା ଜଣାପଡ଼ିଛି । ଆଜି…

ମହାକାଶରେ ମିଳିଲା ‘ଦ୍ୱିତୀୟ ପୃଥିବୀ’: ସୁପର-ଆର୍ଥ ଜିଜେ୩୩୭୮ବିର ସନ୍ଧାନ

ନୂଆଦିଲ୍ଲୀ: ସୌରଜଗତ ବାହାରେ ଜୀବସତ୍ତା ଓ ପୃଥିବୀ ଭଳି ପରିବେଶ ଖୋଜୁଥିବା ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି । ପୃଥିବୀଠାରୁ ମାତ୍ର ୨୫ ଆଲୋକବର୍ଷ ଦୂରରେ ଜିଜେ୩୩୭୮ବି ନାମକ ଏକ ଗ୍ରହର ସନ୍ଧାନ ମିଳିଛି, ଯାହା ନିଜ ତାରାର ହ୍ୟାବିଟେବୁଲ୍ ଜୋନରେ ଅବସ୍ଥିତ। ନୂତନ ଗବେଷଣାରୁ…

Hirakud Dam:ବନ୍ଦ ହେଲା ହୀରାକୁଦର ଆଉ ୪ ଗେଟ୍‌,୧୧ ଗେଟ୍ ଦେଇ ଜଳ ନିଷ୍କାସନ

ହୀରାକୁଦ:ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଉଛି । ଫଳରେ ଗୁରୁବାର ରାତିରେ ୨ଟି ଓ ଶୁକ୍ରବାର ସକାଳେ ପୁଣି ୪ଟି ମୋଟ ସମୁଦାୟ ୬ଟି ସ୍ଲୁଇସ ଗେଟ୍‌କୁ ବନ୍ଦ କରାଯାଇଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମପାର୍ଶ୍ୱର ୯ ଓ ଦକ୍ଷିଣ ପାର୍ଶର…

ବ୍ୟାଡମିଂଟନ ୱାର୍ଲ୍ଡ ଚାମ୍ପିଅନ୍‌ସିପ: ଦୀର୍ଘ ୧୫ ବର୍ଷ ପରେ ମହିଳା ଡବଲ୍ସରେ ଭାରତକୁ ମିଳିବ ପଦକ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆରେନାରେ ଖେଳାଯାଉଥିବା ବ୍ୟାଡମିଂଟନ ୱାର୍ଲ୍ଡ ଚାମ୍ପିଅନ୍‌ସିପ୍ ୨୦୨୬ରେ ଭାରତୀୟ ମହିଳା ଡବଲ୍ସ ଯୋଡ଼ି ତ୍ରିଷା ଜୋଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ଐତିହାସିକ ପ୍ରଦର୍ଶନ କରିଛନ୍ତି । ଶୁକ୍ରବାର ଖେଳାଯାଇଥିବା ମହିଳା ଡବଲ୍ସ କ୍ୱାଟର ଫାଇନାଲ୍‌ରେ…

ସ୍ପିରିଟ ଫିଲ୍ମ ବିବାଦ: ଦୀପିକା ପାଦୁକୋନଙ୍କ ନିଷ୍ପତ୍ତି ଓ ପ୍ରଯୋଜକଙ୍କ ବିସ୍ଫୋରକ ଅଭିଯୋଗ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ସ୍ପିରିଟରୁ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପ୍ରସ୍ଥାନକୁ ନେଇ ମନୋରଞ୍ଜନ ଜଗତରେ ଚର୍ଚ୍ଚା ଜୋର ଧରିଛି । ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା ଏବଂ ପ୍ରଯୋଜକ ପ୍ରଣୟ ରେଡ୍ଡୀ ଭଙ୍ଗାଙ୍କ ସହ ବଜେଟ୍ ଏବଂ କାମର ସର୍ତ୍ତାବଳୀକୁ ନେଇ…

Poland backs India’s anti-terror stance:‘ଆମେ ଭାରତ ସହ ଅଛୁ’: ଆତଙ୍କବାଦ ବିରୋଧୀ ଲଢ଼େଇରେ ଏହି ଦେଶ ଭାରତକୁ…

ନୂଆଦିଲ୍ଲୀ:ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତକୁ ଖୋଲା ସମର୍ଥନ ଜଣାଇ ପୋଲାଣ୍ଡ ଏକ ବାର୍ତ୍ତା ପ୍ରଦାନ କରିଛି। ଭାରତରେ ପୋଲାଣ୍ଡର ରାଷ୍ଟ୍ରଦୂତ ପିଓଟର୍ ଆଣ୍ଟୋନି ସ୍ୱିଟାଲ୍‌ସ୍କି କହିଛନ୍ତି ଯେ, ବିଶ୍ୱର ଯେକୌଣସି ସ୍ଥାନରେ ଥିବା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର…

Parents Right: ବୁଢା ବାପା-ମା’କୁ ହତାଦର କରିପାରିବେନି ପୁଅ-ଝିଅ…ସୁପ୍ରିମକୋର୍ଟ ଦେଲେ ବଡ ରାୟ

ନୂଆଦିଲ୍ଲୀ: ବୟସ ବଢ଼ିଗଲେ ଅପମାନ, ଅବହେଳା କିମ୍ବା ଅସୁରକ୍ଷା ସହି ରହିବାକୁ ପଡ଼ିବ ନାହିଁ। ବୃଦ୍ଧ ବାପା-ମା’ଙ୍କ ସୁରକ୍ଷା, ସମ୍ମାନ ଓ ମର୍ଯ୍ୟାଦା ରକ୍ଷା ପାଇଁ ସେମାନଙ୍କ ସନ୍ତାନ କିମ୍ବା ସମ୍ପର୍କୀୟଙ୍କୁ ଘରୁ ବାହାର କରିବାକୁ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇପାରିବ।  ଅର୍ଥାତ୍ ଯଦି…

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀରେ ମୁଖ୍ୟମନ୍ତ୍ରୀ, ହଜାର ହଜାର ସାଧୁସନ୍ଥଙ୍କ ଜନସମାଗମ

ଅନୁଗୁଳ: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବକୁ ନେଇ ଚଳଚଞ୍ଚଳ ହୋଇଛି ତାଳଚେରର ଗୁରୁଜାଙ୍ଗ। ଆଜିଠାରୁ ଏହି ଶତବାର୍ଷିକୀ ମହୋତ୍ସବର ଉଦ୍‌ଘାଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଆଗାମୀ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ…