Latest Odisha News

BREAKING NEWS

ସମାଜର ଏକ ବର୍ଗକୁ ବଦନାମ କରନି; ଫିଲ୍ମ ଶୀର୍ଷକକୁ ନେଇ ସୁପ୍ରିମକୋର୍ଟ…

ମୁମ୍ବାଇ: ଚଳଚ୍ଚିତ୍ର "ଘୁଷଖୋର ପଣ୍ଡତ"ର ଶୀର୍ଷକ ଉପରେ ଅସନ୍ତୋଷ ପ୍ରକାଶ କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ସେନ୍ସର ବୋର୍ଡ (CBFC) ଏବଂ ଚଳଚ୍ଚିତ୍ରର ପ୍ରଯୋଜକ ନୀରଜ ପାଣ୍ଡେଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥିସହିତ ଫିଲ୍ମର ଶୀର୍ଷକ ପରିବର୍ତ୍ତନ କରିବାକୁ ମଧ୍ୟ ନିର୍ଦ୍ଦେଶ…

ଉତ୍ତରାଧିକାରୀ ବାଛିଲେ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ ଉନ୍!

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ ଉନ୍ ତାଙ୍କ ଝିଅ ଜୁ-ଏଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ବାଛିଛନ୍ତି। ଦକ୍ଷିଣ କୋରିଆର ଗୁଇନ୍ଦା ସେବା (NIS) ଗୁରୁବାର ଦେଶର ଆଇନ ପ୍ରଣୟନକାରୀଙ୍କ ସମ୍ମୁଖରେ ଏହି ଦାବି କରିଛି। ଜାତୀୟ ଗୁଇନ୍ଦା ସେବା (NIS) କହିଛି ଯେ ଉତ୍ତର କୋରିଆର…

ପାକିସ୍ତାନ ବିପକ୍ଷ ମ୍ୟାଚ ମଧ୍ୟ ଖେଳି ନ ପାରନ୍ତି ଅଭିଷେକ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଅଭିଷେକ ଶର୍ମା ଆମେରିକା ବିପକ୍ଷ ପ୍ରଥମ ମ୍ୟାଚରେ ବିଫଳ ହୋଇଥିଲେ । ଆଘାତ ସମସ୍ୟା ଯୋଗୁ ଏବେ ସେ ନାମ୍ବିଆ ବିପକ୍ଷ ମ୍ୟାଚରେ ମଧ୍ୟ ଖେଳି ନାହାନ୍ତି । ରିପୋର୍ଟ ମୁତାବକ ଅଭିଷେକ ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବା ସମ୍ଭାବନା କ୍ଷୀଣ ରହିଛି ।…

ତହସିଲଦାରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଗଞ୍ଜାମ: ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର। ତହସିଲଦାରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅତିରିକ୍ତ ତହସିଲଦାର କବିରାଜ ସେଠୀଙ୍କୁ ଧରିଲା ଭିଜିଲାନ୍ସ। ୪୦ ହଜାର ଟଙ୍କା ଫାଇନ ନେଇ ୩୦ ହଜାରର ରସିଦ କାଟି ଧରାପଡିଲେ। ବାଲି ବୋଝେଇ…

ଟ୍ରାନ୍ସଜେଣ୍ଡର ଅଞ୍ଜଳି ହତ୍ୟା ମାମଲାରେ ଖୁଲାସା; ଲୁଟ ଉଦ୍ଦେଶ୍ୟରେ ହୋଇଥିଲା ହତ୍ୟାକାଣ୍ଡ

ଭୁବନେଶ୍ୱର: ଫେବୃଆରୀ ୧ ତାରିଖରେ ଭୁବନେଶ୍ୱର ଉପକଣ୍ଠରେ ଜଣେ ଟ୍ରାନ୍ସଜେଣ୍ଡରଙ୍କ ହତ୍ୟା ଘଟଣାରେ ନୂଆ ମୋଡ ସାମ୍ନାକୁ ଆସିଛି। ଏହି ହତ୍ୟାକାଣ୍ଡ ପଛରେ ଡକାୟତି ଉଦ୍ଦେଶ୍ୟ ଥିବା ଜଣାପଡିଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ କୃଷ୍ଣ କାଣ୍ଡି ଲୁଟ୍ ଉଦ୍ଦେଶ୍ୟରେ…

ଟି୨୦ ବିଶ୍ୱକପ:ଶ୍ରୀଲଙ୍କା, ଇଟଲୀର ସହଜ ବିଜୟ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପରେ ଗୁରୁବାର ଇଟାଲୀ ଓ ଶ୍ରୀଲଙ୍କା ସହଜ ବିଜୟ ହାସଲ କରିଛନ୍ତି । ଇଟାଲୀ ୧୦ ୱିକେଟରେ ନେପାଳକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଟି୨୦ ବିଶ୍ୱକପରେ ଇଟାଲୀର ଏହା ପ୍ରଥମ ବିଜୟ । ଗ୍ରୁପ ସିର ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନେପାଳ ୧୯.୩ ଓଭରରେ…

ଭୁବନେଶ୍ବରରେ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ; ୩୫ ଘଣ୍ଟା…

ଭୁବନେଶ୍ୱର: ଓଡ଼ିଶାରେ ସାଇବର ଠକେଇର ଆଉ ଏକ ମାମଲା ନଜର ଆସିଛି। ଜଣେ ଅବସରପ୍ରାପ୍ତ ଅଧିକାରୀ ଏବଂ ପୂର୍ବତନ ଅଧ୍ୟାପକ ପତ୍ନୀଙ୍କୁ ଠକମାନେ ପ୍ରାୟ ୩୫ ଘଣ୍ଟା ପାଇଁ 'ଡିଜିଟାଲ ଆରେଷ୍ଟ' କରି ରଖିଥିବା ଅଭିଯୋଗ ହୋଇଛି। ଯେଉଁମାନେ ସେମାନଙ୍କଠାରୁ ୧ କୋଟି ଟଙ୍କା ଠକେଇ କରିବାକୁ ଚେଷ୍ଟା…

Babri Yatra: ଏଠାରେ ଆରମ୍ଭ ହେଲା ବାବ୍ରି ମସଜିଦ୍ ନିର୍ମାଣ

କୋଲକାତା: ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାରେ ବାବ୍ରି ମସଜିଦ ନିର୍ମାଣ କାମ ଆରମ୍ଭ ହୋଇଛି । ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବୀର ଜିଲ୍ଲାରେ ଏକ ମସଜିଦ ନିର୍ମାଣ କରୁଛନ୍ତି । ସେହି ମସଜିଦର ନାଁ ବାବ୍ରି ମସଜିଦ ସେ ରଖିଛନ୍ତି । ଏହି ଅବସରରେ ପଶ୍ଚିମବଙ୍ଗରେ ବିରାଟ ରାଲି…

ଭାରତ ବନ୍ଦ ପ୍ରଭାବ: ବାତିଲ ହେଲା ଏହି ସବୁ ପରୀକ୍ଷା

ଭୁବନେଶ୍ୱର: ଭାରତ ବନ୍ଦର ପ୍ରଭାବ ସାରା ଦେଶରେ ପଡିଛି। ଆଜି ହେବାକୁ ଥିବା ଜିଏନଏମ ବାର୍ଷିକ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ବ୍ୟାଙ୍କ ସଂଘ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଫେବୃଆରୀ…

ଆସନ୍ତାକାଲି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଏହି ୨ ଓଡ଼ିଆ ଫିଲ୍ମ

ଭୁବନେଶ୍ବର:ଆସନ୍ତାକାଲି ରିଲିଜ ହେଉଛି ଦୁଇ ଦୁଇଟି ଓଡ଼ିଆ ଫିଲ୍ମ । 'ରକ୍ତ ଗୋଲାପ' ଓ 'ବର ବଧୂ' । ଉଭୟ ଫିଲ୍ମର ଟ୍ରେଲର ଓ ଗୀତ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । 'ରକ୍ତ ଗୋଲାପ' ଫିଲ୍ମ ବିଷୟରେ କହିବାକୁ ଗଲେ, ପିଏସ୍ ମୋସନ୍ ପିକଚର୍ସ ସହ ମିଳିତ ଭାବରେ ଆସ୍ତେଟିକ ଫିଲ୍ମ ବ୍ୟାନରରେ…