ଆସନ୍ତାକାଲି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଏହି ୨ ଓଡ଼ିଆ ଫିଲ୍ମ
ଭୁବନେଶ୍ବର:ଆସନ୍ତାକାଲି ରିଲିଜ ହେଉଛି ଦୁଇ ଦୁଇଟି ଓଡ଼ିଆ ଫିଲ୍ମ । 'ରକ୍ତ ଗୋଲାପ' ଓ 'ବର ବଧୂ' । ଉଭୟ ଫିଲ୍ମର ଟ୍ରେଲର ଓ ଗୀତ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।
'ରକ୍ତ ଗୋଲାପ' ଫିଲ୍ମ ବିଷୟରେ କହିବାକୁ ଗଲେ, ପିଏସ୍ ମୋସନ୍ ପିକଚର୍ସ ସହ ମିଳିତ ଭାବରେ ଆସ୍ତେଟିକ ଫିଲ୍ମ ବ୍ୟାନରରେ…