‘Muslim’ Gajapati: ଜଣେ ‘ମୁସଲମାନ’ ଗଜପତି, କାଳିଆ ପାଇଁ ତ୍ୟାଗ କରିଥିଲେ ସବୁ…
ପୁରୀ: ଭାବର ଠାକୁର ସିଏ ଭାବବିନୋଦିଆ । ଭାବରେ ଡାକିଲେ ଭକ୍ତଙ୍କ ପାଇଁ ଛାଡି ଆସେ ନିଜ ରତ୍ନ ସିଂହାସନ। ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥାର କେନ୍ଦ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ। ତାଙ୍କ ଦୟା ଓ କରୁଣାର କାହାଣୀ ଅନେକ ରହିଛି। କିନ୍ତୁ ସେହି ସବୁ କାହାଣୀ ମଧ୍ୟରୁ ସବୁଠାରୁ ଅଧିକ ଭାବବିହ୍ୱଳ…