Cold Wave: ୨ ଦିନର ବ୍ରେକ୍ ପରେ ଫେରିଲା ଶୀତ, ପୁଣି ଜାଡରେ ଥରିଲା ଓଡିଶା
ଭୁବନେଶ୍ୱର: ଖସିଲା ପାରଦ, ବଢିଲା ଶୀତ। ୨ ଦିନର ବ୍ରେକ ପରେ ଫେରିଲା ଶୀତ। ରାତି ତାପମାତ୍ରା ୨ ରୁ ୫ ଡିଗ୍ରୀ ଖସିବା ପରେ ପୁଣି ଜାଡରେ ଥରିଲା ଓଡିଶା। ରାଜ୍ୟରେ ଶୀତ ଆହୁରି ବଢ଼ିବ। ଅଭ୍ୟାନ୍ତରୀଣ ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶାରେ ରହିବ ଶୀତ ପରକୋପ। ଆସନ୍ତା ୪ ଦିନ ଯାଏଁ ଲାଗି ରହିବ ଶୀତ…