Nuapada Bypoll: ନୂଆପଡ଼ା ଫଳାଫଳ: ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ଷଷ୍ଠ ରାଉଣ୍ଡ ସୁଦ୍ଧା ୨୧ ହଜାର ୯୯୫ ଭୋଟ୍ରେ ଆଗୁଆ। ଷଷ୍ଠ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୩୦୬୪୧ ଭୋଟ୍ ମିଳିଛି। ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୮୬୪୬ ଭୋଟ୍ ମିଳିଛି। ତୃତୀୟ ସ୍ଥାନରେ ଘାସିରାମଙ୍କୁ ୭୮୯୧ ଭୋଟ୍…