ନୂଆପଡା ଉପନିର୍ବାଚନ ପ୍ରଚାର ପାଇଁ ୫୨ ଜଣ ନେତାଙ୍କୁ ମିଳିଲା ଗୁରୁ ଦାୟିତ୍ବ
ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ୨୦୨୫ ପାଇଁ ବିଜୁ ଜନତା ଦଳ ଗୁରୁବାର ଦିନ ଦାୟିତ୍ବ ବଣ୍ଟନ କରିଛି । ପ୍ରଚାର ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୫୨ ଜଣ ବିଜେଡି ନେତାଙ୍କୁ ନିୟୋଜିତ କରିଛନ୍ତି । ନୂଆପଡ଼ା ଏନଏସି, କୋମନା ବ୍ଲକ ଓ ଖରିଆରରୋଡ୍ ଏନଏସିରେ ଦଳର ନେତାମାନଙ୍କୁ ଦାୟିତ୍ବ…