ଆଇପିଏଲ ଟ୍ରେଡ ଡିଲ: ଲକ୍ଷ୍ନୌର ଶାର୍ଦ୍ଦୁଳ ମୁମ୍ବାଇ ପକ୍ଷରୁ ଖେଳିବେ
ମୁମ୍ବାଇ: ଆଇପିଏଲ ୨୦୨୬ ନିଲାମ ପୂର୍ବରୁ ପ୍ରଥମ ଟ୍ରେଡ ଡିଲ ହୋଇଛି । ଲକ୍ଷ୍ନୌ ସୁପର ଜ୍ୟାଂଟସର ଶାର୍ଦ୍ଦୁଳ ଠାକୁରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଏହି ଡିଲ ମାଧ୍ୟମରେ ଦଳରେ ସାମିଲ କରିଛି । ଶାର୍ଦ୍ଦୁଳ ଲକ୍ଷ୍ନୌ ଛାଡିବେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ଏହି ଟ୍ରେଡ ଡିଲରେ ଖେଳାଳି ଅଦଳ ବଦଳ…