Latest Odisha News

BREAKING NEWS

ରାତି ଅଧରେ ଥାନା ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ

ଅନୁଗୁଳ: ସାଇବର ଥାନା ଇନ୍ସପେକ୍ଟର ଖଲେଶ୍ୱର ସେଠୀଙ୍କୁ ହତ୍ୟା ଉଦ୍ୟମ । ବୁଢ଼ୀ ଠାକୁରାଣୀ ଛକ ନିକଟରେ ରାତି ଅଧରେ ହତ୍ୟା ଉଦ୍ୟମ କଲେ ଦୁର୍ବୃତ୍ତ । ଗତ ୧୮ ତାରିଖରେ ଡ୍ୟୁଟିରୁ ଫେରିବା ବେଳେ ଗାଡ଼ି ଚଢାଇ ମାରିବାକୁ ଉଦ୍ୟମ କରିଛନ୍ତି ଏହି ଦୁର୍ବୁତ୍ତ ମାନେ । ବସ୍ ଚଢାଇ ହତ୍ୟା ଉଦ୍ୟମ…

Aravalli Hills: ‘୯୦ ପ୍ରତିଶତରୁ ଅଧିକ ଅଞ୍ଚଳ ସୁରକ୍ଷିତ’…ଆରାବଳୀ ବିବାଦକୁ ନେଇ କହିଲେ ପରିବେଶ…

ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ରବିବାର ଆରାବଳୀ ପର୍ବତମାଳାକୁ ନେଇ ଚାଲିଥିବା ବିତର୍କ ଏବଂ ଦ୍ୱନ୍ଦ୍ୱକୁ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଆରାବଳୀ ପର୍ବତମାଳା ଅଞ୍ଚଳରେ କୌଣସି କୋହଳ ଗ୍ରହଣ କରାଯାଇ ନାହିଁ। ସରକାର…

୭୦ ହଜାର ଦାଦାବଟି ଆଦାୟ ଅଭିଯୋଗରେ ୨ ଗିରଫ

ବ୍ରହ୍ମପୁର:ବନ୍ଧୁକ ମୁନରେ ୭୦ ହଜାର ଟଙ୍କା ଦାଦାବଟି ଆଦାୟ କରିବା ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ । ବ୍ରହ୍ମପୁର ଟାଉନ ଥାନା ପୋଲିସ ସେମାନଙ୍କ ଠାରୁ ବନ୍ଧୁକ, ଖଣ୍ଡା, ମୋବାଇଲ ଫୋନ ଏବଂ ଟିଭିଏସ୍ ଦୁଇ ଚକିଆ ଗାଡ଼ି ଜବତ କରିଛି । ଦୁଇ ଅଭିଯୁକ୍ତ ହେଲେ ଶୁଭମ ମାଝି ଓ ଆଲୋକ ମଲ୍ଲିକ୍।…

PARAB-2025: କୋରାପୁଟ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ଦେଲେ ୫୪୫ କୋଟି ଟଙ୍କାର ପ୍ରକଳ୍ପ

କୋରାପୁଟ: ୧୯୯୬ ମସିହାରୁ କୋରାପୁଟର କଳା, ସଂସ୍କୃତି, ପରମ୍ପରା ଓ ଐତିହକୁ ଉଜ୍ଜୀବିତ କରି ରଖିବା ସହିତ ଏହାର ପ୍ରଚାର ପ୍ରସାର ପାଇଁ ପରବ ତାର ସଫଳ ପ୍ରୟାସ ଜାରି ରଖିଛି । ସାମାଜିକ ଓ ସାଂସ୍କୃତିକ ଚେତନାକୁ ଜାଗ୍ରତ କରିବା ସହିତ ଅନେକ ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣି ସମସ୍ତଙ୍କୁ…

Navy ship spying case: ପାକିସ୍ତାନକୁ ନୌସେନାର ଗୁପ୍ତ ସୂଚନା ପଠାଇବା ମାମଲାରେ ତୃତୀୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ:କର୍ଣ୍ଣାଟକର ଉଡୁପି ଜିଲ୍ଲାର ମଲପେରେ ଅବସ୍ଥିତ କୋଚିନ୍ ସିପୟାର୍ଡରୁ ଗୁପ୍ତ ସୂଚନା ପାକିସ୍ତାନକୁ ପଠାଇବା ମାମଲାରେ ପୋଲିସ ତୃତୀୟ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ହିରେନ୍ଦ୍ର କୁମାର ଓରଫ ଭାରତ କୁମାର ଖଡୟାତ (୩୪), ସେ ଗୁଜରାଟର ଆନନ୍ଦ ତହସିଲର…

Kashmir’s Food Supply: ପ୍ରଥମ ଥର ପାଇଁ ଅନନ୍ତନାଗରେ ପହଞ୍ଚିଲା ଏଫସିଆଇର ଖାଦ୍ୟଶସ୍ୟବାହୀ ଟ୍ରେନ

ଶ୍ରୀନଗର: କାଶ୍ମୀର ଘାଟିରେ ରେଳ-ଭିତ୍ତିକ ପରିବହନ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ସ୍ବରୂପ, ପ୍ରଥମ ଥର ପାଇଁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ର ଏକ ଖାଦ୍ୟଶସ୍ୟବାହୀ ଟ୍ରେନ ଆଜି ଅନନ୍ତନାଗ ଗୁଡ୍ସ ଟର୍ମିନାଲରେ ପହଞ୍ଚିଛି । ଏହା ସହିତ ଏହି ଅଞ୍ଚଳଟି ଜାତୀୟ ମାଲବାହୀ ରେଳ ନେଟଓ୍ବର୍କ ସହ…

India rejects Bangladesh media’s report: ବାଂଲାଦେଶର ‘ବିଭ୍ରାନ୍ତିକର ପ୍ରଚାର’କୁ ଭାରତ କଲା…

ନୂଆଦିଲ୍ଲୀ: ବାଂଲାଦେଶରେ ଚାଲିଥିବା ଗଣମାଧ୍ୟମ ରିପୋର୍ଟକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି ଏହାକୁ "ବିଭ୍ରାନ୍ତିକର ପ୍ରଚାର" ବୋଲି କହିଛି ଭାରତ । ଦିଲ୍ଲୀରେ ବାଂଲାଦେଶୀ ହାଇକମିଶନ ବାହାରେ ହୋଇଥିବା ପ୍ରତିବାଦ ସମ୍ପର୍କରେ ବାଂଲାଦେଶରେ ପ୍ରଦର୍ଶିତ ହେଉଥିବା ମିଡିଆ ରିପୋର୍ଟ ଉପରେ ଭାରତୀୟ…

ବିଜୟ ହଜାରେ ଟ୍ରଫି: କଠିନ ଅଭ୍ୟାସ କରୁଛନ୍ତି କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ କେବଳ ଆନ୍ତର୍ଜାତୀୟ ଦିିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି । ସେ ଟେଷ୍ଟ ଏବଂ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । କ୍ରମାଗତ ଖରାପ ଫର୍ମରେ ରହିବା ପରେ ଏବେ କୋହଲି ତାଙ୍କ ପୂରୁଣା ଲୟକୁ ଫେରିଛନ୍ତି ।…

AntiNaxal Operation: ସୁରକ୍ଷା ବାହିନୀଙ୍କୁ ବଡ ସଫଳତା;ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ

ରାୟପୁର: ଆଜି ଗରିଆବନ୍ଦ ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି । ଓଡ଼ିଶା-ଛତିଶଗଡ ସୀମାନ୍ତରେ ଏକ ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାବାହିନୀ ଜଙ୍ଗଲରେ ମାଓବାଦୀମାନେ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ଏବଂ ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି।…

କିଟରେ ‘ମାର୍ଚ୍ଚିଂ ବିୟଣ୍ଡ ଦି ଲାଇବ୍ରେରୀ ୨୦୨୫’ ଶୀଷର୍କ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ୱର: ମ୍ୟାନେଜମେଣ୍ଟ ଲାଇବ୍ରେରୀ ନେଟ୍‍ୱର୍କ (MANLIBNET) ଏବଂ ICMBL 2025 ମିଳିତ ଆନୁକୂଲ୍ୟରେ ତିନି ଦିନିଆ ଅନ୍ତର୍ଜାତୀୟ ଲାଇବ୍ରେରୀ ୨୦୨୫ ଶୀର୍ଷକ ସମ୍ମିଳନୀ କିଟରେ ଉଦଘାଟିତ ହୋଇଯାଇଛି। ତିନି ଦିନ ବ୍ୟାପୀ ହେବାକୁ ଥିବା ଏହି ସମ୍ମିଳନୀରେ ଲାଇବ୍ରେରୀ ଓ ସୂଚନା ବିଜ୍ଞାନ…