Latest Odisha News

BREAKING NEWS

ପ୍ରବଳ ବର୍ଷା ସମ୍ଭାବନା; ଆଜି ଏସବୁ ଜିଲ୍ଲାରେ ସ୍କୁଲ୍‌ ଓ ଅଙ୍ଗନବାଡ଼ି ଛୁଟି

ଭୁବନେଶ୍ୱର: ପ୍ରବଳ ବର୍ଷା ପୂର୍ବାନୁମାନ ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ସୁନ୍ଦରଗଡ ଜିଲ୍ଲାରେ ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରବଳ ବର୍ଷା ପୂର୍ବାନୁମାନ ଏବଂ ବନ୍ୟା ପରିସ୍ଥିତି…

MMDR ସଂଶୋଧନ ବିଲ୍‌-୨୦୨୬କୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ମୋକିମ୍‌;ଓଡ଼ିଶାର ହକ୍‌ ପାଇଁ ରାଜରାସ୍ତାକୁ…

ଭୁବନେଶ୍ୱର: ସଂସଦରେ ପାରିତ ହୋଇଥିବା MMDR (ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ବିଲ୍‌-୨୦୨୬ ଓଡ଼ିଶାର ଆର୍ଥିକ ସ୍ୱାଧୀନତା ଉପରେ ଏକ ସିଧାସଳଖ ଆକ୍ରମଣ ଏବଂ ରାଜ୍ୟର ଗରିବ, ଖଣି ପ୍ରଭାବିତ ଆଞ୍ଚଳ ସହ ବିଶେଷ କରି ଜନଜାତିଙ୍କ ପ୍ରତି ଏକ ଐତିହାସିକ ବିଶ୍ୱାସଘାତକତା। ଏପରି…

ସେପ୍ଟେମ୍ବର ୩ରୁ ପୂର୍ବାଞ୍ଚଳ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା; ଘୋଷଣା ହେଲା ଓଡ଼ିଶା ଦଳ

ଭୁବନେଶ୍ବର: ପୂର୍ବାଞ୍ଚଳ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଆସନ୍ତା ମାସ ୩ରୁ ୬ ତାରିଖ ପର୍ଯ୍ୟନ୍ତ ପୋଖାରୀପୁଟ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ । ଏହି ପ୍ରତି‌ଯୋଗିତାରେ ୬ ରାଜ୍ୟ ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ଭାଗନେବେ। ଏଥିରେ ଉଭୟ…

JSSC-CGL exam cancelled: ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ନିକଟରେ ମୁଣ୍ଡ ନୁଆଁଇଲା ସୋରେନ ସରକାର! JSSC- CGL…

ରାଞ୍ଚି:ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାର ଶେଷରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଛନ୍ତି। ସରକାର TDPL ଦ୍ୱାରା ପରିଚାଳିତ ସମସ୍ତ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । JSSC-CGL ପରୀକ୍ଷାଗୁଡ଼ିକ ମଧ୍ୟ TDPL ଦ୍ୱାରା ପରିଚାଳିତ ହୋଇଥିଲା ଏବଂ ସରକାର…

ହକି ବିଶ୍ୱକପ ୨୦୨୬: ଇଂଲଣ୍ଡ ନିକଟରୁ ୨-୪ ଗୋଲରେ ପରାଜିତ ହେଲା ଭାରତ

ଆମ୍ସଟରଡାମ୍ : ପୁରୁଷ ହକି ବିଶ୍ୱକପ ୨୦୨୬ର ପୁଲ୍-ଡିର ରୋମାଞ୍ଚକର ମ୍ୟାଚରେ ଭାରତୀୟ ହକି ଟିମ୍ ଇଂଲଣ୍ଡ ନିକଟରୁ ୨-୪ ଗୋଲରେ ପରାଜିତ ହୋଇଛି । ପ୍ରଥମାର୍ଦ୍ଧରେ ୨-୧ ଗୋଲରେ ଆଗୁଆ ଥାଇ ମଧ୍ୟ ଦ୍ୱିତୀୟାର୍ଦ୍ଧରେ ଭାରତୀୟ ଦଳ ନିଜର ନିୟନ୍ତ୍ରଣ ହରାଇ ଏହି ପରାଜୟ ବରଣ କରିଛି  । ମ୍ୟାଚର ୧୩ଶ…

Odisha Vigilance: ୪୨ ଲକ୍ଷର ଅନିୟମିତତା ଅଭିଯୋଗରେ ପ୍ୟାକ୍ସ ସଂପାଦକ ଗିରଫ

ଭୁବନେଶ୍ବର:୪୨ ଲକ୍ଷର ଅନିୟମିତତା ଅଭିଯୋଗରେ ପ୍ୟାକ୍ସ ସଂପାଦକଙ୍କୁ ଗିରଫ କଲା ଭିଜିଲାନ୍ସ । ସରକାରୀ ଧାନ ପାଣ୍ଠିର ଅପବ୍ୟବହାର କରି ୪୨.୩୧ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ତୁଷୁରା ପ୍ୟାକ୍ସର ପୂର୍ବତନ ସମ୍ପାଦକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା…

ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କୁ ହତ୍ୟା; ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ପାରଳାଖେମୁଣ୍ଡି:ପତ୍ନୀ ହତ୍ୟା ମାମଲାର ବିଚାର କରି ସୋମବାର ଗଜପତି ଜିଲ୍ଲା କୋର୍ଟ ଇଲାମ ଦଳବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ୍ୟ କରିଛନ୍ତି । ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେବା ସହ ସହ ୧୫ହଜାର ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ଝିଅର ଚିକିତ୍ସାକୁ ନେଇ…

ରୋନାଲ୍ଡୋଙ୍କ ବଡ଼ ସଙ୍କେତ: ଚଳିତ ସିଜନ୍ ହୋଇପାରେ କ୍ୟାରିୟରର ଶେଷ ବର୍ଷ

ନୂଆଦିଲ୍ଲୀ:ଫିଫା ବିଶ୍ୱକପ ୨୦୨୬ରେ ପର୍ତୁଗାଲର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିଶ୍ୱର ଅନ୍ୟତମ ମହାନ ଫୁଟବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଅବସର ନେଇ ଗୁଜବ ଉଠିଥିଲା । ସେ ମଧ୍ୟ ଫଳାଫଳ ନେଇ ନିରାଶ ହୋଇ ପଡିଥିଲେ । ରୋନାଲ୍ଡୋ ନିଜର ଚମତ୍କାର ଫୁଟବଲ୍ କ୍ୟାରିୟରର ଅନ୍ତ ନେଇ ବଡ଼ ସଙ୍କେତ…

ISI-backed terror plot foiled:ସ୍ୱାଧୀନତା ଦିବସ ପୂର୍ବରୁ ISI-ସମର୍ଥିତ ଶାହଜାଦ୍ ଭଟ୍ଟି ନେଟୱାର୍କର ୨୦୦ରୁ ଅଧିକ…

ନୂଆଦିଲ୍ଲୀ:ସ୍ୱାଧୀନତା ଦିବସ ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ISI-ସମର୍ଥିତ'ଶାହଜାଦ୍ ଭଟ୍ଟି ନେଟୱାର୍କ'ବିରୁଦ୍ଧରେ ଏକ ବଡ଼ ଧରଣର ଅଭିଯାନ ଚଳାଇଛନ୍ତି। ୧୪ଟି ରାଜ୍ୟରେ କରାଯାଇଥିବା ଏହି ଅଭିଯାନରେ ଶାହଜାଦ୍ ଭଟ୍ଟି ନେଟୱାର୍କ ସହ ଜଡ଼ିତ ୨୦୦ରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ…

ବିଶ୍ୱ ଟେଷ୍ଟ କ୍ରିକେଟ୍: ଶତକ ବିନା ସର୍ବାଧିକ ରନ୍ କରିଥିବା ଟପ୍-୩ ବ୍ୟାଟର

ଗାଲେ: ଟେଷ୍ଟ କ୍ରିକେଟରେ ଏ ଭଳି କେତେକ ବ୍ୟାଟ୍ସମ୍ୟାନ ଅଛନ୍ତିି ଯେଉଁମାନେ ଦଳର ଆବଶ୍ୟକତା ଅନୁସାରେ ଭଲ ରନ ସଂଗ୍ରହ କରିଛନ୍ତି । ତେବେ ସେମାନେ ଶତକ ହାସଲରେ ଅଳ୍ପକେ ରହିଛନ୍ତି । ଆସନ୍ତୁ ଜାଣିବା ଏ ଭଳି କେତେକ ବ୍ୟାଟ୍ସମ୍ୟାନଙ୍କ ସମ୍ପର୍କରେ.. ।  ଭାରତ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ…