ଦୀପାବଳି ପାଇଁ ଅକ୍ଟୋବର ୨୦ରେ ଅତିରିକ୍ତ ଛୁଟି ଘୋଷଣା, ୨୫ରେ କାମ କରିବେ…
ଭୁବନେଶ୍ୱର: ଦୀପାବଳୀ ପର୍ବ ଉପଲକ୍ଷେ ଅକ୍ଟୋବର ୨୦ ତାରିଖକୁ ଅତିରିକ୍ତ ଛୁଟି ଭାବେ ଘୋଷଣା କଲେ ରାଜ୍ୟ ସରକାର। ସେହି ଦିନ ନୂଆପଡା ଜିଲ୍ଲା ବ୍ୟତୀତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମ୍ୟାଜିଷ୍ଟେରିଆଲ୍ କୋର୍ଟ (କାର୍ଯ୍ୟନିର୍ବାହୀ) ବନ୍ଦ ରହିବ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ…