Latest Odisha News

BREAKING NEWS

ନୁଆପଡାର ସାମଗ୍ରିକ ବିକାଶ ଦାୟିତ୍ୱ ମୁଁ ନେଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ନୂଆପଡା ରାଜନୈତିକ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡି ହେବାକୁ ଯାଉଛି । କେବଳ ନୂଆପଡା ନିର୍ବାଚନମଣ୍ଡଳୀ ନୁହେଁ, ସମଗ୍ର ନୂଆପଡା ଜିଲ୍ଲାର ଜଣେ ଲୋକପ୍ରିୟ ଜନପ୍ରତିନିଧିଙ୍କ ସୁଯୋଗ୍ୟ ଦାୟାଦ ଆଜି ତାଙ୍କ ପିତାଙ୍କ ଅଧୁରା ସ୍ୱପ୍ନକୁ ପୁରଣ କରିବା ପାଇଁ ଭାରତୀୟ ଜନତା ପାର୍ଟୀର…

ଜମି ବିବାଦକୁ ନେଇ ଗଞ୍ଜାମର ୨ ଗାଁରେ ୧୬୩ ଧାରା ଜାରି 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକର ଦୁଇଟି ଗ୍ରାମରେ ଜମି ମାଲିକାନା ନେଇ ଗୁରୁବାର ଦିନ ଉତ୍ତେଜନା ଦେଖାଦେଇଥିଲା। ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଧାରା ୧୬୩ ଅନୁଯାୟୀ କଟକଣା ଜାରି କରାଯାଇଛି। ସୂଚନା ଅନୁଯାୟୀ ସ୍ଥାନୀୟ ପ୍ରଶାସନ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ…

କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆୟୋଜନ ହେଲା ଏସିଆନ ଟିଟି ଚାମ୍ପିୟନଶିପ: ଚୀନର ଡବଲ ବିଜୟ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆଇଟିଟିଏଫ-ଏଟିଟିୟୁ ଏସିଆନ ଟେବୁଲ ଟେନିସ ଚାମ୍ପିୟନଶିପ ସଫଳତାର ସହ ଆୟୋଜନ ହୋଇଛି । ୨୨ ଦେଶର ୫୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଏହି ମେଗା ଇଭେଂଟରେ ଅଂଶଗ୍ରହଣ କରିଥିଲେ । ଓଡିଶାର ଏହା ପ୍ରଥମ ଥର ଆୟୋଜିତ ହୋଇଛି । ଚୀନ ଟେବୁଲ ଟେନିସରେ…

ବିଜେପି ରାଜ୍ୟ ପଦାଧିକାରୀଙ୍କ ନାଁ ଘୋଷଣା

ଭୁବନେଶ୍ୱର: ଓଡ଼ିଶାରେ ସାଂଗଠନିକ ଗଠନକୁ ଆହୁରି ମଜଭୁତ କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ଦିନ ନୂତନ ପଦାଧିକାରୀ ଦଳ ଘୋଷଣା କରିଛି। ବିଜେପିର ଓଡ଼ିଶା ୟୁନିଟ୍ ସଭାପତି ମନମୋହନ ସାମଲଙ୍କ ଦ୍ୱାରା ଅନୁମୋଦିତ ନୂତନ ପଦାଧିକାରୀଙ୍କ ତାଲିକାରେ ବିଭିନ୍ନ ଅଞ୍ଚଳର ଅନେକ…

ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟରେ ହତାଶଭାବ ସ୍ପଷ୍ଟ ପରିଲକ୍ଷିତ ହୋଇଛି: ବିଜେଡି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ନୂଆପଡାରେ ଦେଇଥିବା ବକ୍ତବ୍ୟ ଉପରେ ବିଜୁ ଜନତା ଦଳ କଡା ପ୍ରତିକ୍ରିୟା ଦେଇଛି । ନୂଆପଡା ଡବଲ ଇଞ୍ଜିନର ବିକାଶ ଦେଖିବ ବୋଲି ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ, ଦୀର୍ଘ ୧୬ ମାସରେ ରାଜ୍ୟ ବିକାଶ ପରିବର୍ତ୍ତେ ବିନାଶ…

ନୂଆପଡ଼ା ଉପନିର୍ବାଚନ; ଷ୍ଟିୟରିଂ କମିଟି ଓ ମନିଟରିଂ କମିଟି ଗଠନ କଲା କଂଗ୍ରେସ 

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ରେ ଅନୁଷ୍ଠିତ ହେବାକୁ ନୂଆପଡ଼ା ଉପନିର୍ବାଚନର ପରିଚାଳନା ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏକ ଷ୍ଟିୟରିଂ କମିଟି ଓ ମନିଟରିଂ କମିଟି ଗଠନ କରିଛନ୍ତି। ଉକ୍ତ କମିଟି ବ୍ୟବସ୍ଥିତ ଭାବରେ ନିର୍ବାଚନ ପରିଚାଳନା କରି କଂଗ୍ରେସ…

ପାର୍ବଣ ଋତୁରେ ପୁରୀ ଏବଂ ନୂଆଦିଲ୍ଲୀ ମଧ୍ୟରେ ଗଡିବ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ 

ଭୁବନେଶ୍ୱର: ପାର୍ବଣ ଋତୁରେ ଅତିରିକ୍ତ ଭିଡ଼ ଦୂର କରିବା ପାଇଁ ଭାରତୀୟ ରେଳବାଇ ପୁରୀ ଏବଂ ନୂଆଦିଲ୍ଲୀ ମଧ୍ୟରେ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ପରିଚାଳନା କରିବ ବୋଲି ଜଣାପଡ଼ିଛି। ଜାଣନ୍ତୁ କେଉଁ ସବୁ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଗଡିବ... ୧. ଆନନ୍ଦ ବିହାର – ପୁରୀ- ଆନନ୍ଦ…

ମୁଖ୍ୟମନ୍ତ୍ରୀଙ୍କୁ ଛାଡି କାହିଁକି ଇସ୍ତଫା ଦେଲେ ଗୁଜରାଟର ସମସ୍ତ ମନ୍ତ୍ରୀ

ଅହମଦାବାଦ: ଗୁଜରାଟ ମନ୍ତ୍ରିମଣ୍ଡଳର ପଟେଲ ସରକାରଙ୍କ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଯେଉଁଥିପାଇଁ ଭୂପେନ୍ଦ୍ର ପଟେଲ ଆଜି ମୁମ୍ବାଇରୁ ଗାନ୍ଧୀନଗରରେ ପହଞ୍ଚିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟପାଳଙ୍କୁ ନୂତନ ମନ୍ତ୍ରିମଣ୍ଡଳର ତାଲିକା ପ୍ରଦାନ କରିବା ନେଇ…

ଆମେରିକାରୁ RBI ଗଭର୍ଣ୍ଣର କହିଲେ…ଆମେରିକାର ଶୁଳ୍କ ଏକ ବଡ଼ ଚିନ୍ତାର ବିଷୟ ନୁହେଁ

ନୂଆଦିଲ୍ଲୀ: ଆମେରିକା ଅଗଷ୍ଟ ମାସରେ ଭାରତ ଉପରେ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲା। ଏହା ପରେ, ଦେଶ ଉପରେ ଏହାର ପ୍ରଭାବ ବିଷୟରେ ଅନେକ ଚିନ୍ତା ପ୍ରକାଶ ପାଉଛି । କିନ୍ତୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା (RBI Governor Sanjay Malhotra) ଏହି ବିଷୟରେ ଏକ…

ମମତା ବାନାର୍ଜୀଙ୍କୁ କ୍ଷମା ମାଗିଲେ ଦୁଷ୍କର୍ମ ପୀଡ଼ିତାଙ୍କ ବାପା

ଭୁବନେଶ୍ୱର: ପଶ୍ଚିମବଙ୍ଗ ପୋଲିସ ଅକ୍ଟୋବର ୧୦ରେ ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର ଦୁର୍ଗାପୁରରେ ଗଣଦୁଷ୍କର୍ମ ଶିକାର ହୋଇଥିବା ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରୀଙ୍କ ପ୍ରକୃତ ଦୋଷୀଙ୍କୁ ଚିହ୍ନଟ ପାଇଁ ଏକ ଟେଷ୍ଟ ଆଇଡେଣ୍ଟିଫିକେସନ୍ (ଟିଆଇ) ପରେଡ୍ କରିବା ପାଇଁ କୋର୍ଟର ଅନୁମୋଦନ ଲୋଡ଼ିବ।…