Latest Odisha News

BREAKING NEWS

‘ଭାରତ ଆଉ ରୁଷରୁ ତେଲ କିଣିବ ନାହିଁ, ପ୍ରଧାନମନ୍ତ୍ରୀ ମୋଦୀ ମୋତେ ଆଶ୍ୱାସନା ଦେଇଛନ୍ତି’

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଦିନ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଭାରତ ରୁଷରୁ ତେଲ କିଣିବା ବନ୍ଦ କରିବ। ସେ କହିଥିଲେ ଯେ ଭାରତ ଏହା ତୁରନ୍ତ କରିପାରିବ ନାହିଁ କିନ୍ତୁ ଶୀଘ୍ର କରିବ। ଟ୍ରମ୍ପ ଆହୁରି…

ବାଣ ନେବା ବେଳେ ସ୍କୁଟିରେ ବିସ୍ଫୋରଣ, ୩ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱରର ୧୬ ନମ୍ବର ଜାତୀୟ ରାଜପଥର ଜୟଦେବ ବିହାର ଓଭରବ୍ରିଜ୍ ଉପରେ ବୁଧବାର ସନ୍ଧ୍ୟାରେ ଏକ ସ୍କୁଟି ସମ୍ପୂର୍ଣ୍ଣ ଜଳିଯାଇଛି। ସୂଚନା ଅନୁଯାୟୀ, ସ୍କୁଟିରେ ଜଣେ ପୁରୁଷ ଏବଂ ଦୁଇ ଜଣ ମହିଳା ବାଣ ଧରି କଟକ ଯାଉଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା।…

ଦୁର୍ଗାପୁରରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ବନ୍ଧୁଙ୍କ ହାତ

ଦୁର୍ଗାପୁର: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଥିବା ଏକ ଘରୋଇ ମେଡିକାଲ୍ କଲେଜ ନିକଟରେ ଜଣେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସାଙ୍ଘାତିକ ଖୁଲାସା। ଏହି ଘଟଣା ପଛରେ ଛାତ୍ରୀଙ୍କ ବନ୍ଧୁଙ୍କ ହାତ ଥିବା ଜଣାପଡ଼ିଛି। ବୁଧବାର ଦିନ ଦୁର୍ଗାପୁରର ସବ-ଡିଭିଜନାଲ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍…

ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ୪୮ ଘଣ୍ଟାର ଯୁଦ୍ଧ ବିରତି

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ବର୍ତ୍ତମାନ୍ ଶେଷ ହେବାପରି ଲାଗୁଛି। ଉଭୟ ଦେଶ ଆସନ୍ତା ୪୮ ଘଣ୍ଟାର ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି। ଉତ୍ତେଜନା ସମୟରେ ଉଭୟ ଦେଶ ପରସ୍ପର ଉପରେ ଗୁଳିଚାଳନା କରିଥିବା ଅଭିଯୋଗ କରିଥିଲେ। ତେବେ…

ରିଷିକେସରେ ଅଦିନିଆ ରଥଯାତ୍ରା; ‘ଇସ୍କନ’କୁ ବ୍ୟାନ୍ ଦାବିରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଭୁବନେଶ୍ଵର: ଚଳିତ ମାସ ୭ ତାରିଖ ଦିନ ଶରଦ ପୂର୍ଣ୍ଣିମା ଅବସରରେ ଉତ୍ତରାଖଣ୍ଡର ମଧୁବନ ରିଷିକେସରେ ଇସ୍କନ୍ ପକ୍ଷରୁ ୨୮ତମ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ଆମେରିକା, ଇଂଲଣ୍ଡ ଓ ସାଉଥ ଆଫ୍ରିକା ଭଳି ଦେଶରେ ଇସ୍କନ୍ ପକ୍ଷରୁ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେଲାପରେ ଜଗନ୍ନାଥ…

ଭିଜିଲାନ୍ସ ଜାଲରେ ପୋଲସରା ସହକାରୀ ମତ୍ସ୍ୟ ଅଧିକାରୀ

ଗଞ୍ଜାମ: ଭିଜିଲାନ୍ସ ଜାଲରେ ପୋଲସରା ସହକାରୀ ମତ୍ସ୍ୟ ଅଧିକାରୀ। ଲାଞ୍ଚ ନେଇ ସହକାରୀ ମତ୍ସ୍ୟ ଅଧିକାରୀ ସୁରେଶ ବେହେରା ଧରାପଡ଼ିଲେ। ଜାଆଁଳ ବିଲ୍‌ କରାଇବାକୁ ୮ ହଜାର ଲାଞ୍ଚ ନେଲା ବେଳେ ଧରାପଡ଼ିଲେ। ଜାଆଁଳ ମାଛ ବିହନ ଉତ୍ପାଦନକାରୀଙ୍କୁ ସହାୟତା ଯୋଜନାରେ ପ୍ରାୟ ୧.୩୮ ଲକ୍ଷ ଟଙ୍କା…

ଜଗନ୍ନାଥ ସଂସ୍କୃତି ପ୍ରତି ପୁଣି ଅପମାନ; ଇସ୍କନ ପୁଣି କରିଲା ଅଦିନିଆ ରଥଯାତ୍ରା

ପୁରୀ: ପୁଣି ଥରେ ଅଦିନିଆ ରଥଯାତ୍ରାର ଆୟୋଜନ କରିଛି ଇସ୍କନ । ଉତ୍ତରାଖଣ୍ଡର ରିଷିକେଷରେ ଇସ୍କନ ଆୟୋଜନ କରିଛି ରଥଯାତ୍ରା । ଗତ ୭ ତାରିଖ ସକାଳେ ଇସ୍କନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ରିଷିକେଷରେ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରିଷିକେଷ ସ୍ଥିତ ମଧୁବନ ଆଶ୍ରମରେ ଏହି ରଥଯାତ୍ରାର…

କୁମିନ୍ସଙ୍କ ବୟାନ ପରେ ଜୋର ଧରିଲା ବିରାଟ, ରୋହିତଙ୍କ ଅବସର ଆଲୋଚନା

ନୂଆଦିଲ୍ଲୀ: ଭାରତର ଦୁଇ ଷ୍ଟାର କ୍ରିକେଟର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଶେଷ ପର୍ଯ୍ୟାୟରେ । ଉଭୟ ଟେଷ୍ଟ ଏବଂ ଟି୨୦ରୁ ଅବସର ନେଇ ସାରିଛନ୍ତି । ଟିମ ଇଣ୍ଡିଆ ଏବେ ଦିିନିକିଆ କ୍ରିକେଟ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ରୋହିତ ଓ ବିରାଟଙ୍କ ଏହା…

ଅକ୍ଟୋବର ୧୮ରୁ ଶିମିଳିପାଳ ବୁଲିପାରିବେ ପର୍ଯ୍ୟଟକ 

ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ୧୮ରୁ ଖୋଲିବାକୁ ଯାଉଛି। ମୌସୁମୀ ବିଦାୟ ତଥା ପର୍ଯ୍ୟଟନ ଋତୁକୁ ନଜରରେ ରଖି ଅଭୟାରଣ୍ୟ ଖୋଲିବାକୁ ଯାଉଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ଜାରି ହୋଇଥିବା…

ସ୍ନେହାଙ୍ଗିନି ହେଲେ ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର: ବହୁ ପ୍ରତୀକ୍ଷାର ହେଲା ଅନ୍ତ। ନୂଆପଡା ଉପନିର୍ବାଚନରେ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି। ନୂଆପଡାରେ ସ୍ନେହାଙ୍ଗିନି ଛୁରିଆ ହେଲେ ବିଜେଡି ପ୍ରାର୍ଥୀ। ସନ୍ଧ୍ୟାରେ ବିଦ୍ଧିବଦ୍ଧଭାବେ ସ୍ନେହାଙ୍ଗିନିଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ପ୍ରଥମେ କଂଗ୍ରେସ ଏହା ପରେ…