Latest Odisha News

BREAKING NEWS

ଆଶେସ ସିରିଜ ହାତେଇବା ପାଇଁ ଅଷ୍ଟ୍ରେଲିଆକୁ ଆବଶ୍ୟକ ୪ ୱିକେଟ

ଆଡିଲେଡ: ଏଠାରେ ଚାଲିଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ପୂନର୍ବାର ନିରାଶ କରିଛନ୍ତି । ପ୍ରଥମ ୨ଟି ଟେଷ୍ଟ ଜିିତିଥିବା ଅଷ୍ଟ୍ରେଲିଆ ଆଶେସ ସିରିଜ ହାତେଇବା ପାଇଁ ଆଉ ୪ଟି ଆବଶ୍ୟକ କରୁଛି । ୪୩୫ ରନର ଲକ୍ଷ୍ୟକୁ ପିଛା କରି ୪ର୍ଥ ଦିବସ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୬ ୱିକେଟ ହରାଇ ୨୦୭…

Ganza Seized: ୨୬ କେଜି ଗଞ୍ଜେଇ ଜବତ, ୨ ମାଫିଆ ଗିରଫ

ଗଜପତି: ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଜଣ ଆନ୍ତରାଜ୍ୟ ମାଫିଆକୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୨୬ କିଲୋ ଗଞ୍ଜେଇ ଜବତ କରାଯାଇଛି । ଗଜପତିଜିଲ୍ଲା ଅଡବା ଥାନା ନଳାଘାଟ ଗାଁ ନିକଟରେ ଏକ କାରରେ ଏହି ଚୋରାଚାଲାଣ ହେଉଥିବାବେଳେ, ୨ ଜଣ ଆନ୍ତରାଜ୍ୟ ମାଫିଆକୁ ଧରିବାରେ ସଫଳ ହୋଇଛି ଗଜପତି…

ଭାରତ ବିରୋଧରେ ଡବ୍ଲୁଟିଓର ଦ୍ବାରସ୍ଥ ହେଲା ଚୀନ

ନୂଆଦିଲ୍ଲୀ: ଭାରତ ବିରୋଧରେ ଡବ୍ଲୁଟିଓର ଦ୍ବାରସ୍ଥ ହେଲା ଚୀନ। ଭାରତୀୟ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ICT) ଉତ୍ପାଦ ଉପରେ ଲାଗୁ ହୋଇଥିବା ଶୁଳ୍କ ଏବଂ ସୌର କ୍ଷେତ୍ରରେ ପ୍ରଦାନ କରାଯାଇଥିବା ସବସିଡି ସମ୍ପର୍କରେ ଭାରତ ସହିତ ଆଲୋଚନା କରିବାକୁ ଶୁକ୍ରବାର ଦିନ ଚୀନ୍ ଡବ୍ଲୁଟିଓକୁ…

ଟି୨୦ରେ ଭାରତର ପ୍ରଭୂତ୍ୱ ଜାରୀ, କ୍ରମାଗତ ୮ମ ସିରିଜରେ ବିଜୟୀ

ଅହମ୍ମଦାବାଦ: ଦକ୍ଷିଣ ଆଫ୍ରିକାକୁ ୩୦ ରନରେ ହରାଇବା ସହ ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୩-୧ରେ ଜିତି ନେଇଛି । ଟିମ ଇଣ୍ଡିଆ ଏଥିସହ କ୍ରମାଗତ ୮ଟି ଟି୨୦ ସିରିଜ ବିଜୟୀ ହୋଇଛି । ଅହମ୍ମଦାବାଦରେ ଖେଳା ଯାଇଥିବା ଅନ୍ତିମ ଟି୨୦ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୩୨ ରନ କରିଥିଲା । ଜବାବରେ…

ଦୁଷ୍କର୍ମ ପୀଡିତା ହେଲେ ଗର୍ଭବତୀ, ବନ୍ଧା ହେଲା ଅଭିଯୁକ୍ତ

ସୁନ୍ଦରଗଡ଼: ବୀରମିତ୍ରପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ଏଠାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ପାଞ୍ଚମାସର ଗର୍ଭବତୀ ହେବା ପରେ ଘଟଣା ପଦାକୁ ଆସିଲା। ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତକୁ ବୀରମିତ୍ରପୁର ପୋଲିସ ଗିରଫ କରି ସୁନ୍ଦରଗଡ଼ ପୋକ୍ସୋ କୋର୍ଟଚାଲାଣ…

ସ୍କୁଲ ସାଇନ୍ ବୋର୍ଡ ପଡ଼ି ଜଣେ ଛାତ୍ର ମୃତ, ୨ ଆହତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବଡ଼ଭୁଣ୍ଡୁରେ ଥିବା ଏକ ସରକାରୀ ସ୍କୁଲରେ ସାଇନବୋର୍ଡ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ହେବା ସହ ଅନ୍ୟ ଦୁଇଜଣ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଶୁକ୍ରବାର ଅପରାହ୍ନରେ ସ୍କୁଲ କ୍ୟାମ୍ପସ ଭିତରେ କିଛି ଛାତ୍ର ଖେଳୁଥିବା ସମୟରେ…

ବାଂଲାଦେଶରେ ବଢୁଛି ହିନ୍ଦୁଙ୍କ ପ୍ରତି ‌ଅତ୍ୟାଚାର: ଭାରତ ସରକାରଙ୍କୁ ସମସ୍ୟାର ସମାଧାନ କରିବାକୁ ଅନୁରୋଧ କଲେ…

ନୂଆଦିଲ୍ଲୀ: ବାଂଲାଦେଶର ପରିସ୍ଥିତି ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ହୋଇପଡିଛି। ନିର୍ବାଚନ ପୂର୍ବରୁ ଅନେକ ସହର ଜଳୁଛି ଏବଂ ହିଂସା ଦେଖାଯାଉଛି। ରାଜନୈତିକ କର୍ମୀ ଉସମାନ ହାଦିଙ୍କ ହତ୍ୟା ପରେ ପରିସ୍ଥିତି ଆହୁରି ଖରାପ ହୋଇଛି। ଏହି ସମୟରେ, ଈଶ୍ୱନିନ୍ଦା ଅଭିଯୋଗରେ ବାଂଲାଦେଶରେ ଜଣେ ହିନ୍ଦୁ…

ଟ୍ରେନ୍ ଧକ୍କାରେ ୮ ହାତୀ ମୃତ; ରାଜଧାନୀ ଏକ୍ସପ୍ରେସର ୫ ବଗି ଲାଇନଚ୍ୟୁତ

ଗୌହାଟି: ଆସାମର ନାଗାଓଁ ଜିଲ୍ଲାରେ ଶନିବାର ଭୋର ସମୟରେ ହାତୀ ପଲଙ୍କ ସହ ରାଜଧାନୀ ଏକ୍ସପ୍ରେସ ଧକ୍କା ହେବାରୁ ୫ ବଗି ଲାଇନଚ୍ୟୁତ ହୋଇଛି। ଏଥିସହିତ ଅତି କମରେ ୮ ହାତୀଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି। ତେବେ…

ଏଣିକି ଜେଲ୍ ପାଚେରି ଡେଇଁଲେ ବାଜିବ ସାଇରନ୍, କଏଦୀଙ୍କୁ ଜଗିବ ଏଆଇ

ଭୁବନେଶ୍ଵର: ଏଣିକି ପାଚେରି ଡେଇଁ ଚମ୍ପଟ ମାରି ପାରିବେନି ଜେଲ୍ ଅନ୍ତେବାସୀ। ଏପରି କଲେ ବାଜି ଉଠିବ ସାଇରନ୍। ଫଟୋ ଉଠାଇ ପଠାଇଦେବ ଏଆଇ କ୍ୟାମେରା। କଡ଼ାକଡ଼ି ହେଲା ଜେଲ୍ ନିୟମ। କଏଦୀ ଚମ୍ପଟ ଘଟଣାରେ ଲାଗିବ ଅଙ୍କୁଶ। ପାଚେରି ପଟ ଦେଇ ଜେଲ ଭିତରକୁ ହୋଇପାରିବନି ଜିନିଷ ଦିଆନିଆ। ସେଲ୍ ଭିତରେ…

ଆହୁରି ୭ ଦିନ ଯାଏଁ ପ୍ରବଳ ଥଣ୍ଡା…

ଭୁବନେଶ୍ୱର: ଶୀତର ପ୍ରକୋପ ଜାରି ରହିଥିବାରୁ ରାଜ୍ୟରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ପାଣିପାଗ ବିଭାଗ ଅନୁଯାୟୀ ଆହୁରି ୭ ଦିନ ଯାଏଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଜାରି ରହିବ। ସୂଚନା ଅନୁଯାୟୀ, ଘନ କୁହୁଡ଼ିକୁ ନେଇ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି। ଆଜି ପାଇଁ ୪…