Latest Odisha News

BREAKING NEWS

ଦେଶ ପାଳୁଛି ୮୦ତମ ସ୍ୱାଧୀନତା ଦିବସ: ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ସେରା ଦେଶ ପାଳୁଛି ୮୦ତମ ସ୍ୱାଧୀନତା ଦିବସ। ସଜେଇ ହୋଇଛି ମନ୍ଦିର ମାଳିନୀ ସହର ଭୁବନେଶ୍ୱର। କମ୍ପୁଛି ମହାତ୍ମା ଗାନ୍ଧୀ ମାର୍ଗ। ତ୍ରିରଙ୍ଗାରେ ରଙ୍ଗେଇ ହୋଇଛି ପୂରା ଦେଶ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ…

ଅବସର ପରେ କୋଚିଂ ଦାୟିତ୍ୱ ନେବେ କି ବିରାଟ ଓ ରୋହିତ ? ଭବିଷ୍ୟତକୁ ନେଇ ବଡ଼ କଥା କହିଲେ ଅଶ୍ୱିନ

ମୁମ୍ବାଇ: ଭାରତୀୟ କ୍ରିକେଟର ଦୁଇ କିମ୍ବଦନ୍ତୀ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମା ୨୦୨୪ ଟି୨୦ ବିଶ୍ୱକପ୍ ଜିତିବା ପରେ କ୍ରିକେଟର ସବୁଠୁ ଛୋଟ ଫର୍ମାଟକୁ ଅଲବିଦା କହିଥିଲେ । ଏହାପରେ ଗତବର୍ଷ ଗୋଟିଏ ସପ୍ତାହ ବ୍ୟବଧାନରେ ଉଭୟ ଟେଷ୍ଟ କ୍ରିକେଟରୁ ମଧ୍ୟ ଅବସର ଗ୍ରହଣ କରିଥିଲେ ।…

 ଦୁଷ୍କର୍ମ ଅଭିଯୋଗରେ ଆରେଷ୍ଟ ହେଲେ ଅଭିଷେକ୍ ପୋରେଲ: ୧୪ ଦିନିଆ ଜେଲ୍‌ ହାଜତକୁ ପଠାଇଲେ କୋର୍ଟ

କୋଲକାତା:ବେଙ୍ଗଲ୍ ତଥା ଆଇପିଏଲ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସର ୱିକେଟକିପର୍-ବ୍ୟାଟର ଅଭିଷେକ୍ ପୋରେଲ ନିର୍ୟାତନା ଓ ଦୁଷ୍କର୍ମ ଅଭିଯୋଗରେ ଛନ୍ଦି ହୋଇପଡ଼ିଛନ୍ତି । ଶୁକ୍ରବାର ଦିନ କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରିବା ସହ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଅଗଷ୍ଟ ୧୧…

Madhubabu pension yojana: ଖୁବ ଶୀଘ୍ର ମିଳିବ ଭତ୍ତା;ପେଣ୍ଡିଂ ଆବେଦନ ଯାଞ୍ଚ ପାଇଁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: ମଧୁବାବୁ ପେନସନ୍ ଯୋଜନାର ପେଣ୍ଡିଂ ଆବେଦନ ଯାଞ୍ଚ ପାଇଁ କଡ଼ା ନିର୍ଦ୍ଦେଶ । ଖୁବ୍‌ଶୀଘ୍ର ରାଜ୍ୟର ହଜାର ହଜାର ଯୋଗ୍ୟ ଆବେଦନକାରୀଙ୍କୁ ମିଳିବ ‘ମଧୁବାବୁ ପେନସନ୍ ଯୋଜନା’ର ଲାଭ । ଅଗଷ୍ଟ ୧୮ ସୁଦ୍ଧା ସରିବ ୬୩,୮୪୮ ଟି ଆବେଦନର ଯାଞ୍ଚ ପାଇଁ ନିର୍ଦ୍ଦେଶ । ସମସ୍ତ ଜିଲ୍ଲାପାଳଙ୍କୁ…

ଟାଟା ଷ୍ଟିଲ୍‌ର ବଡ଼ ନିଷ୍ପତ୍ତି: ମାତ୍ର ୧୦୦ ଟଙ୍କାରେ ବିକ୍ରି ହେଲା ଆଇଏସଏଲ ଫୁଟବଲ୍ କ୍ଲବ୍ ‘ଜାମସେଦପୁର ଏଫସି

ମୁମ୍ବାଇ: ଟାଟା ସନ୍ସର ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ୍‌ଙ୍କ ଇସ୍ତଫା ପରେ ଟାଟା ଗ୍ରୁପ୍ ବର୍ତ୍ତମାନ ଆଉ ଏକ ବଡ଼ କାରଣ ପାଇଁ ଚର୍ଚ୍ଚାରେ ଅଛି । ଭାରତୀୟ ସୁପର ଲିଗର ପ୍ରମୁଖ ଫୁଟବଲ୍ କ୍ଲବ୍ 'ଜାମସେଦପୁର ଏଫସି'କୁ ଟାଟା ଷ୍ଟିଲ୍ ମାତ୍ର ୧୦୦ ଟଙ୍କାରେ ବିକ୍ରି କରିଦେଇଛି ।  ଗତ ୯ ବର୍ଷ ଧରି…

Odisha Flood Situation: ବନ୍ୟାକୁ ନେଇ ଏସଆରସିଙ୍କ ସୂଚନା; ୬ ଜିଲ୍ଲାର ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଭୁବନେଶ୍ବର:ରାଜ୍ୟରେ ବନ୍ୟା ସ୍ଥିତି ନେଇ ଏସ୍‌ଆର୍‌ସି ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ, ୬ଟି ଜିଲ୍ଲାର ୫୨ଟି ବ୍ଲକ ବନ୍ୟାରେ ପ୍ରଭାବିତ ହୋଇଛି । ୧୭୦ ପଞ୍ଚାୟତର ୪୨୯ ଗାଁ ଜଳମଗ୍ନ ହୋଇଛି । ୨ ଲକ୍ଷ ୯ ହଜାର ୪୮୭ ଲୋକ ବନ୍ୟାରେ ପ୍ରଭାବିତ । ୩୩ ଗାଁ ପାଣି…

ବିସିସିଆଇ ଆଣୁଛି ଡାଇରେକ୍ଟର ଅଫ୍ କ୍ରିକେଟ୍ ପଦ: ଲକ୍ଷ୍ମଣଙ୍କୁ ମିଳିପାରେ ବଡ଼ ଦାୟିତ୍ୱ

ମୁମ୍ବାଇ: ଭାରତୀୟ କ୍ରିକେଟ୍ ବୋର୍ଡ ଦେଶର ସମଗ୍ର କ୍ରିକେଟ୍ ବ୍ୟବସ୍ଥାକୁ ଗୋଟିଏ ସୂତ୍ରରେ ଯୋଡ଼ିବା ପାଇଁ ଏକ ବଡ଼ ରଣନୈତିକ ପଦକ୍ଷେପ ନେବାକୁ ଯାଉଛି । ବୋର୍ଡ ପ୍ରଥମ ଥର ପାଇଁ 'ଡାଇରେକ୍ଟର ଅଫ୍ କ୍ରିକେଟ୍'  ପଦବୀ ସୃଷ୍ଟି କରିବାକୁ ପ୍ରସ୍ତୁତି ଚଳାଇଛି । ବର୍ତ୍ତମାନ 'ସେଣ୍ଟର ଅଫ୍…

Odisha gets new DGP:କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ହେଲେ ଅନ୍ତରୀଣ ପୋଲିସ ଡିଜି

ଭୁବନେଶ୍ବର: ଓଡ଼ିଶାର ଅନ୍ତରୀଣ ଡିଜିପି ହେଲେ ବିନୟତୋଷ ମିଶ୍ର । ରାଜ୍ୟ ସରକାର ୧୯୯୩ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଅନ୍ତରୀଣ ଡିଜିପି ଦାୟିତ୍ୱ ଦେଇଛନ୍ତି । ଅଗଷ୍ଟ ୧୬ ପରେ ସେ ଅନ୍ତରୀୟ ଡିଜିପି ଦାୟିତ୍ୱ ତୁଲାଇବେ । ବର୍ତ୍ତମାନ ଏହି ବରିଷ୍ଠ ଆଇପିଏସ ଅଧିକାରୀ କ୍ରାଇମବ୍ରାଞ୍ଚ…

NSA Ajit Doval on Op Sindoor: ‘ଭାରତର ସହନଶୀଳତା ଦୁର୍ବଳତା ନୁହେଁ’:ଡୋଭାଲଙ୍କ ଚେତାବନୀ…

ନୂଆଦିଲ୍ଲୀ:ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ କହିଛନ୍ତି ଯେ ଭାରତର ଉଦାରତା ଓ ସହନଶୀଳତାକୁ ଦୁର୍ବଳତା ବୋଲି ବୁଝିବା ଅନୁଚିତ୍ ; ପରିଣାମ ଯାହା ହେଉନା କାହିଁକି, ଦେଶ ସାହସିକ ପଦକ୍ଷେପ ନେବା ଏବଂ ଶତ୍ରୁ ଉପରେ କଠୋର ଆକ୍ରମଣ କରିବାକୁ ସକ୍ଷମ ଅଟେ। ଡିସକଭରୀର ଆଗାମୀ…

Digapahandi Jail Employee: ସବ ଜେଲ ୱାର୍ଡରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର;ସଠିକ୍ କାରଣ ଅସ୍ପଷ୍ଟ

ଦିଗପହଣ୍ଡି:ଦିଗପହଣ୍ଡି ସବ୍-ଜେଲ୍ ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି । ଜେଲରେ କାର୍ଯ୍ୟରତ ଜଣେ ୱାର୍ଡରଙ୍କ ସନ୍ଦେହଜନକ ପରିସ୍ଥିତିରେ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ କ୍ୱାଟର୍ସରୁ ଉଦ୍ଧାର କରାଯାଇଛି । ମୃତ ଜେଲ୍ ୱାର୍ଡର ଜଣକ ହେଲେ ଶିବାନନ୍ଦ ସ୍ୱାଇଁ ।ଶିବାନନ୍ଦ ସ୍ୱାଇଁ କୋଟିନଡା ଥାନା…