ମହିଳାଙ୍କୁ ବାନ୍ଧି ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ
ଚାନ୍ଦବାଲି: ଦିନ ପ୍ରାୟ ୧୧ ଘଟିକା ସମୟରେ ଦୁଇଜଣ ଦୁର୍ବୃତ୍ତ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଲୁଟ କରି ନେଇଥିବା ଅଭିଯୋଗ ହୋଇଛି। ଚାନ୍ଦବାଲି କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ସ୍ତ୍ରୀଙ୍କୁ ବାନ୍ଧି ଦେବା ସହ ତାଙ୍କୁ ଅଚେତ କରି ଦେଇଥିଲେ ଦୁର୍ବୃତ୍ତ । ପରେ…