ଟ୍ରେନ୍ ଧକ୍କାରେ ୮ ହାତୀ ମୃତ; ରାଜଧାନୀ ଏକ୍ସପ୍ରେସର ୫ ବଗି ଲାଇନଚ୍ୟୁତ
ଗୌହାଟି: ଆସାମର ନାଗାଓଁ ଜିଲ୍ଲାରେ ଶନିବାର ଭୋର ସମୟରେ ହାତୀ ପଲଙ୍କ ସହ ରାଜଧାନୀ ଏକ୍ସପ୍ରେସ ଧକ୍କା ହେବାରୁ ୫ ବଗି ଲାଇନଚ୍ୟୁତ ହୋଇଛି। ଏଥିସହିତ ଅତି କମରେ ୮ ହାତୀଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି।
ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି। ତେବେ…