Latest Odisha News

BREAKING NEWS

ଭାରତର ଐତିହାସିକ ୬୦୦ତମ ଟେଷ୍ଟ: ଗାଲେରେ ଶ୍ରୀଲଙ୍କା ବିପକ୍ଷରେ ମୈଦାନକୁ ଓହ୍ଲାଇବ ଶୁଭମନଙ୍କ ବାହିନୀ

ଗାଲେ: ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ଭାରତୀୟ କ୍ରିକେଟ ଇତିହାସରେ ଯୋଡ଼ି ହେବାକୁ ଯାଉଛି ଏକ ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟ ।  ଶ୍ରୀଲଙ୍କାର ପ୍ରସିଦ୍ଧ ଗାଲେ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଭାରତୀୟ ଦଳ ନିଜର ୬୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଓହ୍ଲାଇବ । ଇଂଲଣ୍ଡ ଓ ଅଷ୍ଟ୍ରେଲିଆ…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି;ଖାଦ୍ୟ ଯୋଗାଣକାରୀ ସଂସ୍ଥାକୁ କାରଣ ଦର୍ଶାଆ ନୋଟିସ ସହ ଜରିମାନା

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମଲା ଝିଟିପିଟି ବାହାରିଛି । ନେଇ ଡିଏଚ୍‌ଏଚ୍‌ କର୍ତ୍ତୃପକ୍ଷ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସମ୍ପୃକ୍ତ ଖାଦ୍ୟ ଯୋଗାଣକାରୀ ସଂସ୍ଥା ‘ନିରାକାର ସିକ୍ୟୁରିଟି…

Illegal Cannabis Cultivation: ସରକାରୀ ଜମିରେ ଗଞ୍ଜେଇ ଚାଷ ରୋକିବାକୁ ୬ଜିଲ୍ଲାକୁ ଚିଠି; ମାଫିଆଙ୍କୁ ସହଯୋଗ କଲେ…

ଭୁବନେଶ୍ୱର:ସରକାରୀ ଜମିରେ ଗଞ୍ଜେଇ ଚାଷରେ ଲାଗିବ ସମ୍ପୂର୍ଣ୍ଣ ରୋକ୍। ରାଜ୍ୟରେ ସରକାରୀ ଜମିରେ ଅବୈଧ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୋକିବା ପାଇଁ କ୍ଷେତ୍ରସ୍ତରରେ ନିରନ୍ତର ଓ ସମନ୍ୱିତ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ। ଏନେଇ ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ…

BJP Slams Rahul: “କେବେ ବଡ ହେବେ ବିରୋଧୀ ଦଳ ନେତା? ଏଗୁଡା ଶୋଭା ପାଉନି…”, ମୋଦିଙ୍କୁ ନେଇ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଦେଶିକ ନୀତିକୁ ନେଇ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଟିପ୍ପଣୀକୁ କେନ୍ଦ୍ର କରି ବିଜେପି-କଂଗ୍ରେସ ମଧ୍ୟରେ ବିବାଦ ତୀବ୍ର ହୋଇଛି। ରାହୁଲଙ୍କ ମନ୍ତବ୍ୟକୁ ନେଇ ବିଜେପି ନେତାମାନେ ତାଙ୍କୁ ଘେରିଥିବା ବେଳେ…

ସମସ୍ତଙ୍କ ନଜର ବୁଢ଼ାବଳଙ୍ଗର ଜଳସ୍ତରରେ; ଟ୍ରାକ୍ଟରରେ ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ,…

ବୈଶିଙ୍ଗା: ବୁଢ଼ାବଳଙ୍ଗର ଉଗ୍ରରୂପ । ଫାଇଲିନ ବାତ୍ୟା ପରେ ବୁଢ଼ାବଳଙ୍ଗରେ ଏଭଳି ବଡ଼ ବନ୍ୟା ଦେଖିବାକୁ ମିଳିଛି । ଲଗାଣ ବର୍ଷା ସାଙ୍ଗକୁ ବନ୍ୟାଜଳର ପ୍ରଚଣ୍ଡ ପ୍ରଭାବରେ ବେତନଟୀ ବ୍ଲକ୍‌ର ନଦୀକୂଳିଆ ଅଞ୍ଚଳରେ ଦେଖାଦେଇଛି ଭୟାବହ ସ୍ଥିତି। ବେତନଟୀ ବ୍ଲକ୍‌ର ୧୬ଟି ପଞ୍ଚାୟତ ବନ୍ୟାର ପ୍ରଭାବରେ…

Pak PM’s warning: ‘ପାଣି ରୋକିଲେ ଯୁଦ୍ଧ ହେବ’, ପିଏମ୍ ମୋଦିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଖୋଲା…

ନୂଆଦିଲ୍ଲୀ: ଭାରତକୁ ପୁଣି ଆଖି ଦେଖାଇଲା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜଙ୍କ ମୁହଁରେ ଯୁଦ୍ଧ ଧମକ ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ସନ୍ଧିକୁ ନେଇ ପୁଣିଥରେ ଉତ୍ତେଜନା ବଢ଼ିଛି। ପାକିସ୍ତାନର ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଭାରତକୁ ଖୋଲାଖୋଲି…

ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀକୁ ଟାର୍ଗେଟ, ହାଇକୋର୍ଟ ସମେତ ୬ଟି ସ୍ଥାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶ ପାଳିବାକୁ ଯାଉଛି ସ୍ୱାଧିନତା ଦିବସ। ଆଉ ଏହାର ଦିନକ ପୂର୍ବରୁ ଆସିଛି ଧମକପୂର୍ଣ୍ଣ ମେଲ୍। ଆସନ୍ତାକାଲି ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିବା ବେଳେ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟକୁ ବୋମା ଧମକ ମିଳିଛି। ଏକ ଇମେଲ୍ ମାଧ୍ୟମରେ ଏହି ଧମକ…

ଲାଇନଚ୍ୟୁତ ହେଲା ତାଳଚେର-ପୁରୀ ମେମୋ ପାସେଞ୍ଜର ଟ୍ରେନ୍‌

ପୁରୀ: ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ତାଳଚେର-ପୁରୀ ଟ୍ରେନ୍‌। ପୁରୀ ଷ୍ଟେସନ୍‌ ନିକଟରେ ତାଳଚେର-ପୁରୀ ମେମୋ ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନ୍‌ ଲାଇନଚ୍ୟୁତ ହୋଇଛି। ପୁରୀ ଷ୍ଟେସନରୁ ମାତ୍ର ୫୦୦ ମିଟର ଦୂରରେ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ଟ୍ରେନ୍ ଷ୍ଟେସନରେ ପ୍ରବେଶ ବେଳେ ୩ ନଂ…

Monsoon Session: ହଙ୍ଗାମାରେ ଧୋଇଗଲା ସଂସଦର ମୌସୁମୀ ଅଧିବେଶନ, ରାହୁଲଙ୍କ ଟାର୍ଗେଟରେ ମୋଦି-ଶାହ, ବିଜେପି କହିଲା…

ନୂଆଦିଲ୍ଲୀ: ଭୀଷଣ ହଙ୍ଗାମା, ନାରାବାଜି ଓ ବିରୋଧ ପ୍ରଦର୍ଶନ ମଧ୍ୟରେ ଶେଷ ହୋଇଛି ସଂସଦର ମୌସୁମୀ ଅଧିବେଶନ। ଶୁକ୍ରବାର ଉଭୟ ସଦନକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ମୁଲତବୀ କରାଯାଇଛି। ପୂରା ଅଧିବେଶନରେ ହଙ୍ଗାମା ଯୋଗୁଁ ଲୋକସଭା ଓ ରାଜ୍ୟସଭାର ନିର୍ଦ୍ଧାରିତ କାର୍ଯ୍ୟ ସମୟର ପ୍ରାୟ ୮୦ ପ୍ରତିଶତ…

ବିଦେଶରେ ଲୁଚିଥିଲା ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ମାଫିଆ: ଧରି ଆଣିଲା ଭାରତ

ନୂଆଦିଲ୍ଲୀ: ଟପ୍ ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ମାଫିଆ ବୀରେନ୍ଦ୍ର ବୈସୋୟା ଭାରତ ଫେରିଛି। ଟପ୍ ଡ୍ରଗ୍ସ ସିଣ୍ଡିକେଟ୍ ମାଫିଆ ବୀରେନ୍ଦ୍ର ବୈସୋୟାକୁ UAEରୁ ଭାରତ ଫେରାଇ ଅଣାଯାଇଛି । ଏହା ଦେଶର ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା। ଗୃହମନ୍ତ୍ରୀ ଅମିତ ଶାହ ନିଜେ ଏହି ମାମଲାର ଖବର…