OCS Exam: ସିଭିଲ୍ ସର୍ଭିସ୍ ପରୀକ୍ଷା ନେଇ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କୋହଳ ହେଲା ନିୟମ…
ଭୁବନେଶ୍ୱର: ସ୍ୱାଧୀନତା ଦିବସରେ ଓଡ଼ିଶାର ଚାକିରି ଆଶାୟୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ସିଭିଲ୍ ସର୍ଭିସେସ୍ (OCS) ପରୀକ୍ଷାରେ ଥିବା ପ୍ରଚେଷ୍ଟା ସୀମା ବା ‘Attempt Limit’କୁ ହଟାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଣିକି…