ଘନ କୁହୁଡ଼ି ପାଇଁ ବିମାନବନ୍ଦର ପକ୍ଷରୁ ଆଡଭାଇଜରି ଜାରି
ନୂଆଦିଲ୍ଲୀ: ଇଣ୍ଡିଗୋ ଏବଂ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଶନିବାର ସକାଳେ ଯାତ୍ରୀମାନଙ୍କ ପାଇଁ ଏକ ଯାତ୍ରା ପରାମର୍ଶ ଜାରି କରିଛି। ବିମାନବନ୍ଦର ସୂଚନା ଅନୁଯାୟୀ, ଘନ କୁହୁଡ଼ି ଯୋଗୁଁ ବିମାନ ସେବା ପ୍ରଭାବିତ ହୋଇପାରେ।
ଇଣ୍ଡିଗୋ କହିଛି, "ରାଞ୍ଚି, ଜମ୍ମୁ ଏବଂ…