Modi’s Hug: ମୋଦିଙ୍କ ‘ଆଲିଙ୍ଗନ’, ଏମିତି କହିଦେଲେ ରାହୁଲ…ରାଗିଗଲା ବିଜେପି!
ନୂଆଦିଲ୍ଲୀ: ‘ଆଲିଙ୍ଗନ’କୁ ନେଇ ବାକ୍ ଯୁଦ୍ଧ!
ବିଦେଶ ନୀତି ଉପରେ ରାହୁଲଙ୍କ ଟିପ୍ପଣୀ
ବିଜେପି କହିଲା, ‘ଭାରତୀୟ ରାଜନୀତିର ସବୁଠୁ ବଡ଼ ବୋଝ’
ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ନୀତିକୁ ନେଇ ରାହୁଲ ଗାନ୍ଧୀଙ୍କ ଏକ ଟିପ୍ପଣୀ ଏବେ ବିଜେପି-କଂଗ୍ରେସ ମଧ୍ୟରେ ନୂଆ ବିବାଦକୁ ଜନ୍ମ…